Latest Odisha News

BREAKING NEWS

ଜୋ ବିଡେନ୍‌ ସମ୍ପୂର୍ଣ୍ଣ ରୂପେ ଦୁର୍ନୀତିଗ୍ରସ୍ତ; ଟ୍ରମ୍ପ୍‌

ମିଲୱାକୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମୁଖ୍ୟ ଗଣମାଧ୍ୟମ ତଥା ବଡ ଟେକ୍ନୋଲୋଜି କମ୍ପାନୀଗୁଡ଼ିକ ଉପରେ ତାଙ୍କ ଗଣତାନ୍ତ୍ରିକ ପ୍ରତିଦ୍ୱନ୍ଦ୍ୱୀ ଜୋ ବିଡେନଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗକୁ ଲୁଚାଇଥିବା ଅଭିଯୋଗ କରିଛନ୍ତି। ନିର୍ବାଚନୀ ସମାବେଶକୁ ଯିବା ପୂର୍ବରୁ ଟ୍ରମ୍ପ…

କ୍ୟାଡର ପରିବର୍ତ୍ତନ କରିବାକୁ ଡିସିପି ସୌମ୍ୟା ମିଶ୍ରଙ୍କ ଚିଠି

ଭୁବନେଶ୍ୱର: ଓଡିଶା ବଦଳରେ ପଂଜାବ କ୍ୟାଡର କରିବାକୁ ପୋଲିସ ଡିଜିଙ୍କ ନିକଟକୁ ଚିଠି ଲେଖିଛନ୍ତି କମିଶନରେଟ୍ ପୋଲିସ ଟ୍ରାଫିକ ଡିସିପି ସୌମ୍ୟା ମିଶ୍ର । ଚିଠିରେ ସୌମ୍ୟା ମିଶ୍ର ଦର୍ଶାଇଛନ୍ତି ଯେ, ତାଙ୍କ ସ୍ୱାମୀ ଦୀପକ ପାରିକ ପଂଜାବ କ୍ୟାଡରର ଆଇପିଏସ୍ ଏବଂ ସେ ବର୍ତ୍ତମାନ ଲୁଧିଆନାରେ…

୬୫ ବର୍ଷ ବୟସରେ ପର୍ଦାପଣ କଲେ ବିଲ୍‌ ଗେଟସ୍‌; ୩୦ ମିଲିୟନ୍‌ ଡଲାର ଦେଇ ବହି କିଣିଥିବା ବିଲିୟନେୟାର୍‌ ହେଉଛନ୍ତି ବିଲ୍…

ନୂଆଦିଲ୍ଲୀ: ବିଲ୍ ଗେଟ୍ସଙ୍କ ଏକ ସୁପରିଚିତ ନାମ। ଅକ୍ଟୋବର ୨୮, ୧୯୫୫ରେ ୱାଶିଂଟନରେ ଜନ୍ମଗ୍ରହଣ କରିଥିବା ବିଲ୍ ଗେଟ୍‌ସ ୧୯୭୫ରେ ପଲ୍ ଆଲେନ୍‌ଙ୍କ ସହ ସଫ୍ଟୱେର୍ କମ୍ପାନୀ ମାଇକ୍ରୋସଫ୍ଟ ପ୍ରତିଷ୍ଠା କରିଥିଲେ। ଦେଖୁ ଦେଖୁ ଏହା ଦୁନିଆର ସବୁଠୁ ବଡ ସଫ୍ଟୱେର୍ କମ୍ପାନୀରେ ପରିଣତ ହୋଇଗଲା।…

ପ୍ରାକୃତିକ ବିପର୍ଯ୍ୟର ପ୍ରାକ୍ ସୂଚନା ଦେବ ‘ନିସାର୍‌’

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ଏବଂ ଆମେରିକାର ସ୍ପେସ୍ ଏଜେନ୍ସି ନାସା (ନାସା) ୨୦୨୨ ମସିହାରେ ଏକ ଉପଗ୍ରହ ଉତ୍‌କ୍ଷେପଣ କରିବାକୁ ଯାଉଛନ୍ତି ଯାହା ସମଗ୍ର ବିଶ୍ୱକୁ ପ୍ରାକୃତିକ ବିପର୍ଯ୍ୟୟରୁ ରକ୍ଷା କରିବ। ଏହା ବିପର୍ଯ୍ୟୟ ଘଟିବାର ବହୁ ପୂର୍ବରୁ ସୂଚିତ କରିବ। ଏହା…

ଦିଲ୍ଲୀରେ ଏବେ ଖୋଲିବନି ସ୍କୁଲ, ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ବନ୍ଦ

ନୂଆଦିଲ୍ଲୀ: କରୋନା ଯୋଗୁ ଦିଲ୍ଲୀରେ ଏବେ ଖୋଲିବ ନାହିଁ ଶିକ୍ଷାନୁଷ୍ଠାନ । ପରବର୍ତ୍ତୀ ଆଦେଶ ନ ମିଳିବା ଯାଏ ସମସ୍ତ ସରକାରୀ ଓ ଘରୋଇ ସ୍କୁଲ ବନ୍ଦ ରହିବ । ଛୁଟି ଅବଧି ବଢ଼ାଇଛନ୍ତି ରାଜ୍ୟ ସରକାର । ଏନେଇ ଘୋଷଣା କରିଛନ୍ତି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ । ଦିଲ୍ଲୀରେ ପୂର୍ବରୁ…

ଓଡ଼ିଶାରୁ ଫେରିଲା ମୌସୁମୀ

ଭୁବନେଶ୍ୱର: ସାରା ଓଡ଼ିଶାରୁ ବିଦାୟ ନେଲା ମୌସୁମୀ । ସାରା ରାଜ୍ୟରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନ କରିଥିବା ନେଇ ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ଓଡ଼ିଶା ସମେତ ସାରା ଦେଶରୁ ମଧ୍ୟ ମୌସୁମୀ ବିଦାୟ ନେଇଥିବା ସୂଚନା ମିଳିଛି । ଚଳିତବର୍ଷ ନିର୍ଦ୍ଧାରିତ ସମୟର ୨…

ଅନୁଗୋଳ ଜିଲ୍ଲାରେ ବିଷାଦ ମଦ ପିଇ ମୃତ୍ୟୁ ଅଭିଯୋଗରେ ୨ ଗିରଫ

ଅନୁଗୋଳ: ବିଷାକ୍ତ ମଦ ପିଇ ଚାରି ଜଣଙ୍କର ମୃତ୍ୟୁ ଅଭିଯୋଗ ଘଟଣାରେ ଦୁଇ ଜଣ ଗିରଫ ହୋଇଛନ୍ତି । ସେମାନେ ହେଲେ ଶ୍ରମିକ କଣ୍ଟ୍ରାକ୍ଟର କାଳିଆ ଦେହୁରୀ ଓ ତାଙ୍କର ସହଯୋଗୀ ବସନ୍ତ ଦେହୁରୀ । ଠିକାସଂସ୍ଥା କାମ କରୁଥିବା ସ୍ଥାନରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା । ସେଠାରୁ କିଛି…

ଡିସେମ୍ବର ୩୧ ପୂର୍ବରୁ ବସିବ ଶୀତକାଳୀନ ଅଧିବେଶନ

ଭୁବନେଶ୍ୱର: ଡିସେମ୍ବର ୩୧ ପୂର୍ବରୁ ବସିବ ବିଧାନସଭାର ଶୀତକାଳୀନ ଅଧିବେଶନ । ଏନେଇ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସୂଚନା ଦେଇଛନ୍ତି । ବିଧାନସଭା ବିଧି ଅନୁସାରେ ୬୦ ଦିନ ଗୃହ କାର୍ଯ୍ୟ ଚାଲିବାର ବ୍ୟବସ୍ଥା ରହିଛି। ତୃତୀୟ ଓ ଚତୁର୍ଥ  ଅଧିବେଶନରେ ସର୍ବମୋଟ ୨୦ ଦିନ ଗୃହ କାର୍ଯ୍ୟ…

ଆପଣ ଜାଣନ୍ତି କି ବ୍ରିଟିଶ୍‌ ରୟାଲ୍‌ ଫ୍ୟାମିଲିରେ ଚାକିରି କରୁଥିବା ଗୃହରକ୍ଷୀଙ୍କ ଦରମା କେତେ? ଜାଣିଲେ ଉଡିଯିବ…

ନୂଆଦିଲ୍ଲୀ: ବ୍ରିଟିଶ ରୟାଲ ଫ୍ୟାମିଲି ଜଣେ ଦକ୍ଷ ଏବଂ କୁଶଳୀ ଗୃହରକ୍ଷୀ ଖୋଜୁଛନ୍ତି। ଯଦି ଆପଣ ତାଙ୍କ ଦରମା ବିଷୟରେ ଜାଣନ୍ତି ତାହା‌ଲେ ନିଶ୍ଚିତ ଆଶ୍ଚର୍ଯ୍ୟ ହୋଇଯିବେ। ଦି ରୟାଲ ହାଉସଫୁଲର ଅଫିସିଆଲ ୱେବସାଇଟରେ ଏହି ପୋଷ୍ଟ ବାହାର କରାଯାଇଛି। ପଦ ଅନୁଯାୟୀ, ଏହା ହେଉଛି ଏକ ଲେଭଲ୍ ୨…

ନଭେମ୍ବର ୨ ତାରିଖରୁ କଟକ ସହରରେ ସେରୋ ସର୍ଭେ

କଟକ: ଆସନ୍ତା ନଭେମ୍ବର ୨ ତାରିଖରୁ କଟକ ସହରରେ ଆରମ୍ଭ ହେବ ସେରୋଲୋଜିକାଲ୍ ସର୍ଭେ । କଟକ ମହାନଗର ନିଗମ ଓ ଆରଏମଆରସି ପକ୍ଷରୁ ମିଳିତ ସର୍ଭେ କରାଯିବ । ୨୫ଟି ଓ୍ୱାର୍ଡରେ ନଭେମ୍ୱର ୫ ତାରିଖ ଯାଏ ଏହି ଅଭିଯାନ ଚାଲିବ । ପ୍ରଥମ ପର୍ଯ୍ୟାୟ ସେରୋ ସର୍ଭେ ୨୫ଟି ଓ୍ୱାର୍ଡରେ ସକାଳ ୮ଟାରୁ ସନ୍ଧ୍ୟା…