Latest Odisha News

BREAKING NEWS

କେରଳ ଫେରନ୍ତା ଜଣେ ବ୍ୟକ୍ତିଙ୍କ ସହ ଗଞ୍ଜାମରେ ୧୯ ଆକ୍ରାନ୍ତ

ବ୍ରହ୍ମପୁର: ଗଞ୍ଜାମରେ କରୋନା ପଜିଟିଭ ମାମଲା ୪୭କୁ ବୃଦ୍ଧି ପାଇଥିବା ବେଳେ ଗୁରୁବାର ଦିନ ଜିଲ୍ଲାରେ ୧୯ ଜଣ ନୂତନ ରୋଗୀଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ମଧ୍ୟରୁ ଜଣେ କେରଳ ଫେରନ୍ତା ହୋଇଥିବା ବେଳେ ଅନ୍ୟ ସମସ୍ତେ ସୁରଟରୁ ଫେରିଥିବା ନେଇ ଜଣାପଡ଼ିଛି।…

ତାମିଲନାଡୁରେ ଓଡ଼ିଆ କର୍ମଚାରୀଙ୍କୁ ନିର୍ଯ୍ୟାତନା; ଖାଦ୍ୟ ମାଗିବାରୁ ଆକ୍ରମଣ !

ତିରୁପୁର: ତାମିଲନାଡୁର ତିରୁପୁର ଜିଲ୍ଲା ଅନ୍ତର୍ଗତ ଉଥୁକୁଲିରେ ଥିବା ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଥିବା କିଛି ପ୍ରବାସୀ ଓଡ଼ିଆ ନିର୍ଯାତନାର ଶିକାର ହୋଇଛନ୍ତି । ଏହି ଲକ୍‌ଡ଼ାଉନ୍ ସମୟରେ ଓଡ଼ିଶାରୁ ଯାଇଥିବା ଏହି କର୍ମଚାରୀମାନେ କଠିନ ପରିଶ୍ରମ କରୁଥିବା ବେଳେ ସେମାନଙ୍କୁ ଠିକ୍ ଭାବେ…

ରଥଖଳା ସାନିଟାଇଜ ହୋଇ ଆରମ୍ଭ ହେଲା ନିର୍ମାଣ କାର୍ଯ୍ୟ

ପୁରୀ: ଆରମ୍ଭ ହେଲା ମହାପ୍ରଭୁଙ୍କ ପବିତ୍ର ଘୋଷଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ। ରଥ ଖଳାରୁ ଶୁଭିଲା ଭୋଇ ସେବକ ଓ ବିଶ୍ଵକର୍ମା ମହାରଣାଙ୍କ ନିହାଣ ମୁନର ଶବ୍ଦ। ସାଧାରଣତ ଅକ୍ଷୟ ତୃତୀୟା ଦିନଠୁ ଆରମ୍ଭ ହୋଇଥାଏ ରଥ ନିର୍ମାଣ। କିନ୍ତୁ ଚଳିତ ବର୍ଷ ମହାମାରୀ କରୋନା ପାଇଁ ରଥ କାର୍ଯ୍ୟ…

୭ ଦିନ, ୭ ଜିଲ୍ଲାରେ ୬୫ ସୁରତ ଫେରନ୍ତା ପଜିଟିଭ୍

ଭୁବନେଶ୍ୱର : ପଶ୍ଚିମଂବଙ୍ଗ ପରେ ଚିନ୍ତା ବଢାଇଲେଣି ସୁରତ ଫେରନ୍ତା । ପ୍ରତିଦିନ ସାମ୍ନାକୁ ଆସୁଛି ପଜିଟିଭ୍ କେସ୍ । କେତେବେଳେ ୭ ତ କେତେବେଳେ ୧୭ । ସୁରତ ଫେରନ୍ତାଙ୍କ ସଂଖ୍ୟା ଉପରମୁହାଁ । ସାତ ଦିନରେ ରାଜ୍ୟର ତିନିଟି ଜୋନରୁ ୬୫ ସୁରତ ଫେରନ୍ତା କରୋନା ସଂକ୍ରମିତ ହୋଇଛନ୍ତି ।…

ରାଉରକେଲାରେ ସୁସ୍ଥ ହେଲେ ଆଉ ଜଣେ କରୋନା ରୋଗୀ

ରାଉରକେଲା: ରାଉରକେଲାରେ ଆଉ ଜଣେ କୋଭିଡ-୧୯ ରୋଗୀ ସୁସ୍ଥ ହୋଇଛନ୍ତି। ଯାହା ଫଳରେ ଓଡିଶାର ଏବେ ଆରୋଗ୍ୟଙ୍କ ସଂଖ୍ୟା ୬୩କୁ ଛୁଇଁଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଶୁକ୍ରବାର ଦିନ ଟ୍ବିଟ କରାଯାଇଛି।…

ଜାଣନ୍ତୁ, ‘କନ୍ୟାକୁମାରୀ’ ନାମକରଣ ହେବା ପଛରେ କ’ଣ ରହିଛି ରହସ୍ୟ !

ଭୁବନେଶ୍ୱର: ଭାରତୀୟ ସାହିତ୍ୟରେ ଅନେକ ପୌରାଣିକ କଥାବସ୍ତୁ ରହିଛି, ଯାହାକି ସମଗ୍ର ବିଶ୍ୱରେ ଏହା ଆଦୃତି ଲାଭ କରିପାରିଛି । ରାମାୟଣ ଓ ମହାଭାରତ ବ୍ୟତୀତ ଆହୁରି ଅନେକ ପୌରାଣିକ ଗ୍ରନ୍ଥ ଭାରତୀୟ ସାହିତ୍ୟକୁ ଋଦ୍ଧିମନ୍ତ କରିପାରିଛି । ଭଗବାନ ଶିବଙ୍କ ଉପରେ ଅନେକ କଥାବସ୍ତୁ ଶିବ ପୁରାଣରେ…

୨୬ କର୍ମଚାରୀ କରୋନା ପଜିଟିଭ, କ୍ୟାଡିଲା ଫାର୍ମାର ପ୍ଲାଣ୍ଟ ବନ୍ଦ

ଅହମ୍ମଦାବାଦ: ଦେଶର ସବୁଠାରୁ ବଡ ଫାର୍ମା କମ୍ପାନୀ ମଧ୍ୟରୁ କ୍ୟାଡିଲା ଫାର୍ମାସ୍ୟୁଟିକାଲ୍ସର ୨୬ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ପରେ ଅହମ୍ମଦାବାଦରେ ଏହାର ଉତ୍ପାଦନ କାରଖାନା ବନ୍ଦ କରାଯାଇଛି। ପ୍ରାପ୍ତ ସୂଚନାନୁଯାୟୀ କାରଖାନାର ସମସ୍ତ ୯୫ ଜଣ କର୍ମଚାରୀ କ୍ବାରେନଣ୍ଟାଇନରେ ରହିବା…

ଗଞ୍ଜାମରେ ଦ୍ବିତୀୟ ସର୍ବାଧିକ କରୋନା ସକ୍ରିୟ ମାମଲା

ବ୍ରହ୍ମପୁର: ୧୯ ସୁରଟ ଫେରନ୍ତା ବ୍ୟକ୍ତିଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ୍ ବାହାରିବା ପରେ ଓଡ଼ିଶାରେ ଦ୍ବିତୀୟ ସର୍ବାଧିକ କରୋନା ସକ୍ରିୟ ମାମଲା ଗଞ୍ଜାମରେ ରେକର୍ଡ ହୋଇଛି। ପ୍ରଥମ ସ୍ଥାନରେ ଯାଜପୁର (୫୪) ରହିଛି। ସୂଚନାଯୋଗ୍ୟ, ପ୍ରାୟ ୫୦ ଦିନଧରି ଏହି ଜିଲ୍ଲା ଗ୍ରୀନ୍ ଜୋନରେ ରହିବା…

ରାଜ୍ୟରେ ମୋଟ କରୋନା ପଜିଟିଭ୍‌ଙ୍କ ସଂଖ୍ୟା ୨୪୫, ତିନିଟି ଜିଲ୍ଲାରେ କେବଳ ୧୫୨

ଭୁବନେଶ୍ୱର : ରାଜ୍ୟରେ କାୟା ବୃଦ୍ଧି କରୁଛି କରୋନା । ମୋଟ କରୋନା ପଜିଟିଭ୍‌ଙ୍କ ସଂଖ୍ୟା ବର୍ତ୍ତମାନ ସୁଦ୍ଧା ୨୪୫ ଛୁଇଁଛି । କେବଳ ତିନିଟି ଜିଲ୍ଲାରେ ଏହି ସଂଖ୍ୟା ୧୫୨ ରହିଛି । ଏଗୁଡିକ ମଧ୍ୟରେ ଯାଜପୁରରେ ସଂଖ୍ୟା ୫୫, ଖୋର୍ଦ୍ଧାରେ ୫୦ ହୋଇଯାଇଥିବା ବେଳେ ଗଂଜାମ ଖୁବ୍ ଶୀଘ୍ର ୫୦…

ଅଗଷ୍ଟ ୨୩ରେ ଜେଇଇ ଆଡଭାନ୍ସ ପରୀକ୍ଷା

ନୂଆଦିଲ୍ଲୀ: ଆଇଆଇଟିରେ ଆଡମିଶନ ପାଇଁ ହେବାକୁ ଥିବା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ଆଡଭାନ୍ସ- ମେ ୧୭ ବଦଳରେ ଆସନ୍ତା ଅଗଷ୍ଟ ୨୩ ତାରିଖରେ ଅନୁଷ୍ଠିତ ହେବ ବୋଲି କେନ୍ଦ୍ର ମାନବ ସମ୍ବଳ ବିକାଶ (ଏଚଆରଡି)ମନ୍ତ୍ରୀ ରମେଶ ପୋଖରିଆଲ ଘୋଷଣା କରିଛନ୍ତି। ନିକଟ ଅତୀତରେ ଏଚଆରଡି ମନ୍ତ୍ରଣାଳୟ…