Latest Odisha News

BREAKING NEWS

ଆସନ୍ତୁ ଜାଣିବା କିପରି ଥାଇଲାଣ୍ଡ ରାଜା ବିଳାସ ବ୍ୟସନରେ ଲକଡାଉନ ସମୟ କାଟୁଛନ୍ତି

ବ୍ୟାଙ୍କକ: ଥାଇଲାଣ୍ଡ ୬୭ ବର୍ଷୀୟ ରାଜା ମାହାବାଜିରାଲୋଙ୍ଗକର୍ଣ୍ଣ କରୋନା ଭାଇରସରେ ଆକ୍ରାନ୍ତ ନ ହେବା ପାଇଁ ଲକଡାଉନ ନିୟମ ପାଳନ କରୁଛନ୍ତି । ସେ ସମ୍ପୂର୍ଣ୍ଣ ରାଜକୀୟ ଶୈଳୀରେ ଏବଂ ବିଳାସ ବ୍ୟସନରେ ଏହାକୁ ପାଳନ କରୁଛନ୍ତି । ଜର୍ମାନୀର ଏକ ହୋଟେଲରେ ତାଙ୍କ ରହିବା ବ୍ୟବସ୍ଥା କରାଯାଇଥିଲା ।…

ରାଜ୍ୟରେ ଆଉ ତିନି କରୋନା ପଜିଟିଭ୍ ଚିହ୍ନଟ, ମୋଟ ସଂଖ୍ୟା ୨୦୯ ଛୁଇଁଲା

ଭୁବନେଶ୍ୱର : ରାଜ୍ୟରେ ଆଉ ୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଦୁଇ ଜଣ ବାଲେଶ୍ୱରର ହୋଇଥିବା ବେଳେ ଜଣେ ଜଗତସିଂହପୁରର ବୋଲି ଜଣାପଡିଛି । ଏଥି ସହିତ ରାଜ୍ୟରେ ମୋଟ କରୋନା ପଜିଟିଭଙ୍କ ସଂଖ୍ୟା ୨୦୯ରେ ପହଞ୍ଚିଛି । 3rd Health Update, 7th May One positive…

ଜୁହି ଚାୱାଲାଙ୍କୁ ବିବାହ କରିବାକୁ ଚାହୁଁଥିଲେ ସଲମାନ

ମୁମ୍ବାଇ: ବଲିଉଡ ସୁପରଷ୍ଟାର ସଲମାନ ଖାଁ ଏକ ଚ୍ୟାଟ ସୋରେ ଏକ ମଜାଦାର କଥା କହିଛନ୍ତି । ଜୁହି ଚାୱାଲାଙ୍କୁ ପ୍ରତି ସେ ଏତେ ମାତ୍ରାରେ ଆକୃଷ୍ଟ ହୋଇ ପଡିଥିଲେ ଯେ, ତାଙ୍କୁ ବିବାହ କରିବାକୁ ଚାହିଁଥିଲେ । ଏଥିପାଇଁ ସେ ସିଧା ଜୁହିଙ୍କ ବାପାଙ୍କୁ ଭେଟି ପ୍ରସ୍ତାବ କଥା କହିଥିଲେ । ତେବେ…

ଭୟଭୀତ ହୁଅନ୍ତୁନି, ଅଧିକ ଟେଷ୍ଟ ହେଲେ ଅଧିକ ପଜିଟିଭ ଆସିବ: ଶାଳିନୀ ପଣ୍ଡିତ

ଭୁବନେଶ୍ୱର: ଅଧିକ ଟେଷ୍ଟ ହେଲେ ଅଧିକ ପଜିଟିଭ ମାମଲା ସାମ୍ନାକୁ ଆସିବ । ଏଥିପାଇଁ ରାଜ୍ୟବାସୀ ଭୟଭୀତ ହେବା ଉଚିତ ନୁହେଁ । ଏନେଇ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଏନ୍‌ଏଚ୍‌ଏମ୍ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ । ସେ କହିଛନ୍ତି, ୨ ମାସ ତଳେ କେବଳ ଆର୍‌ଏମ୍‌ଆର୍‌ସିରେ ଦିନକୁ ୧୦ଟି…

ମେ ୮ରୁ ସର୍ଟଲିଷ୍ଟ୍ ପ୍ରାର୍ଥୀଙ୍କ ନାମ ଘୋଷଣା କରିବ ଆଇଆଇଏମ

ନୂଆଦିଲ୍ଲୀ: ଶିକ୍ଷାବର୍ଷ ୨୦୨୦-୨୨ ନିମନ୍ତେ ପ୍ରବନ୍ଧନରେ ସ୍ନାତକୋତ୍ତର ପାଇଁ ଆବେଦନ କରିଥିବା ପ୍ରତ୍ୟାଶୀଙ୍କ ସଂକ୍ଷିପ୍ତ ସୂଚୀ ମେ ୮ରେ ପ୍ରକାଶ ପାଇବ ବୋଲି ଭାରତୀୟ ପ୍ରବନ୍ଧନ ସଂସ୍ଥାନ (ଆଇଆଇଏମ) ପକ୍ଷରୁ ସୂଚନା ମିଳିଛି । କ୍ୟାଟ୍ - ୨୦୧୯ ପରୀକ୍ଷାଫଳ ପ୍ରକାଶିତ ହେବାର ୩ ମାସ ସତ୍ତ୍ୱେ…

ଆଉ ଜଣେ ରୁଷ ମନ୍ତ୍ରୀ କରୋନା ପଜିଟିଭ୍‌

ମସ୍କୋ: କରୋନା ଭାଇରସ ପ୍ରଭାବ ଏବେ ବି ବିଶ୍ୱରେ ବଳବତର ରହିଛି । ସମସ୍ତ ପ୍ରକାର ଉଦ୍ୟମ ସତ୍ୱେ ସଂକ୍ରମଣଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ରୁଷିଆରେ କରୋନା ସଂଖ୍ୟା ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି । ରୁଷ୍ ସଂସ୍କୃତିମନ୍ତ୍ରୀ ଓଲ୍‌ଗା ଲ୍ୟୁବିମୋଭା ନମୁନା ପରୀକ୍ଷା ରିପୋର୍ଟ କରୋନା…

କୋଭିଡ୧୯ ଯୁଦ୍ଧ ପାଇଁ ଆୟୁର୍ବେଦ ଅସ୍ତ୍ର, ଟ୍ରାଏଲ ଆରମ୍ଭ

ନୂଆଦିଲ୍ଳୀ: କୋଭିଡ୧୯ ଯୁଦ୍ଧରେ ଅସ୍ତ୍ର ସାଜିବ ଆୟୁର୍ବେଦ । ଏହା କରୋନା ସଂକ୍ରମଣ ଓ ନିରାକରଣ ପାଇଁ ଲାଭଦାୟକ ହେବ । ଏଥିପାଇଁ ଆୟୁଷ ମେଡିସିନ ଗୁଡିକର କ୍ଲିନିକାଲ ଟ୍ରାଏଲ ଆରମ୍ଭ କରାଯାଇଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ.ହର୍ଷବର୍ଦ୍ଧନ ସୂଚନା ଦେଇଛନ୍ତି । କରୋନା ଯୁଦ୍ଧରେ…

ମହାକାଶ ଆଡଭେଂଚର ଫିଲ୍ମରେ ଅଭିନୟ କରିବେ ଟମ୍ କ୍ରୁଜ୍‌

ମୁମ୍ବାଇ: ହଲିଉଡର ପ୍ରତିଷ୍ଠିତ ଅଭିନେତା ଟମ୍ କ୍ରୁଜ ତାଙ୍କ ନୂତନ ଫିଲ୍ମ ନେଇ ଘୋଷଣା କରିଛନ୍ତି । ମହାକାଶର କାହାଣୀ ଉପରେ ଆଧାରିତ ଏକ ଆଡଭେଂଚର ଫିଲ୍ମରେ ଏହି ହ୍ୟାଣ୍ଡସମ ଅଭିନେତା ଅଭିନୟ କରିବେ । ରିପୋର୍ଟ ମୁତାବକ ଫିଲ୍ମର ଶୁଟିଂ ପାଇଁ କ୍ରୁଜ ଏଲୋନ ମସ୍କର ବିମାନ କମ୍ପାନୀ ସ୍ପେଶ ଏକ୍ସ…

ମଦର ହୋମ ଡେଲିଭରୀ କରିବ ଜୋମାଟୋ !

ନୂଆଦିଲ୍ଲୀ: ଏବେ ଘରେ ପହଂଚିବ ମଦ । ଗୋଟିଏ ବଟନ ଟିପିଲେ ହାତ ପାହାନ୍ତରେ ପାଇପାରିବେ ମନ ପସନ୍ଦ ବ୍ରାଣ୍ଡର ମଦ । ଏଥିପାଇଁ ପ୍ରସ୍ତୁତ ହେଉଛି ଜୋମାଟୋ । ଖାଦ୍ୟର ହୋମ୍ ଡେଲିଭରି ପରେ ଏବେ ମଦକୁ ହୋମ୍ ଡେଲିଭରି କରିବାକୁ ପ୍ରସ୍ତୁତ ହେଉଛି ଜୋମାଟୋ । ତୃତୀୟ ପର୍ଯ୍ୟାୟ ଲକଡାଉନ୍ ରେ ମଦ…

୧୦୦୦ରୁ ଊର୍ଦ୍ଧ୍ୱ ଆମେରିକୀୟ କମ୍ପାନୀ ଚୀନ ଛାଡି ଭାରତରେ ବ୍ୟବସାୟ କରିବେ !

ନୂଆଦିଲ୍ଲୀ:କରୋନା ଭାଇରସ ନେଇ ସାରା ବିଶ୍ୱରେ ଚୀନ ପ୍ରତି ଅବିଶ୍ୱାସ ଭାବ ସୃଷ୍ଟି ହୋଇଛି । ପରୋକ୍ଷରେ ଭାରତ ପାଇଁ ଏହା ବରଦାନ ସାବ୍ୟସ୍ତ ହେବାକୁ ଯାଉଛି । ରିପୋର୍ଟ ମୁତାବକ ୧୦୦୦ରୁ ଊର୍ଦ୍ଧ୍ୱ କମ୍ପାନୀ ଚୀନ ଛାଡି ଭାରତରେ ବ୍ୟବସାୟ କରିବା ପାଇଁ ଯୋଜନା କରୁଛନ୍ତି । ଭାରତ ସରକାର ମଧ୍ୟ…