ଆତଙ୍କବାଦୀଙ୍କ ପାଇଁ ୨୦୨୦ରେ କାଳ ସାଜିଥିଲେ ସେନା
ନୂଆଦିଲ୍ଲୀ: ୨୦୨୦ରେ ଆତଙ୍କବାଦୀଙ୍କ ପାଇଁ କାଳ ସାଜିଥିଲେ ଭାରତୀୟ ସେନା । ରିପୋର୍ଟ ମୁତାବକ ପାକିସ୍ତାନ ସବୁ ବର୍ଷ ପରି ଜାମ୍ମୁ-କାଶ୍ମୀରକୁ ଆତଙ୍କବାଦୀ ପଠାଇଥିଲା । ସେନା ସଜାଗ ଥିବା ଯୋଗୁ ୨୨୫ ଆତଙ୍କବାଦୀ ମୃତ୍ୟୁବରଣ କରିଥିଲେ । ସେମାନଙ୍କ ବିପକ୍ଷରେ ୧୦୦ ସଫଳ ଅପରେଶନ କରା…