କପିଳ ଦେବ ସୁସ୍ଥ, ଡାକ୍ତରଖାନାରୁ ଛୁଟି ପାଇଲେ
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ଦୁର୍ଦ୍ଦଷ ଅଲରାଉଣ୍ଡର ଭାବେ ବିବେଚିତ କପିଳ ଦେବ ଏବେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି । ରବିବାର ତାଙ୍କୁ ଡାକ୍ତରଖାନାରୁ ଛୁଟି ଦିଆଯାଇଛି । ଗୁରୁବାର ୬୧ ବର୍ଷୀୟ କପିଲ ଦେବ ହୃଦଘାତର ଶିକାର ହୋଇଥିଲେ । ଏହାପରେ ତାଙ୍କୁ ନୂଆଦିଲ୍ଲୀର ଫୋର୍ଟିଜ ଏସ୍କର୍ଟସ…