Latest Odisha News

BREAKING NEWS

ମ୍ୟାନମାରକୁ ଭାରତ ଦେଲା ୨ ଲକ୍ଷ ହାଇଡ୍ରୋକ୍ସିକ୍ଲୋରୋକୁଇନ ଟାବଲେଟ

ନୂଆଦିଲ୍ଲୀ:କରୋନା ମହାମାରୀକୁ ରୋକିବା ପାଇଁ କିଛି ମାତ୍ରାରେ ସହାୟ ହେଉଛି ହାଇଡ୍ରୋକ୍ସିକ୍ଲୋରୋକୁଇନ । ମ୍ୟାନମାରର ଅନୁରୋଧ କ୍ରମେ ଭାରତ ଏହି ଗେମ ଚେଞ୍ଜର ଟାବଲେଟ ପଡୋଶୀ (ମ୍ୟାନମାର) ଦେଶକୁ ଦେଇଛି । ରିପୋର୍ଟ ମୁତାବକ ଭାରତ ୨ଲକ୍ଷ ଟାବଲେଟ ସମେତ ଆବଶ୍ୟକୀୟ ମେଡିକାଲ ସାମଗ୍ରୀ ମଧ୍ୟ…

ଇସ୍ରାଏଲ ପାଖରେ କୋଭିଡ-୧୯ ଟୀକା !

ଜେରୁଜେଲମ: ସାରା ବିଶ୍ୱରେ କରୋନା ତାରା କାୟା ମେଲାଇଛି । ଏଯାଏଁ ଏହି ମହାମାରୀର କୌଣସି ଟୀକା ବାହାରି ନାହିଁ । ଟୀକା ପାଇଁ ସାରା ଦେଶର ବୈଜ୍ଞାନିକମାନେ ଲାଗିପଡିଛନ୍ତି । ସେମାନେ ଦିନ ରାତି ଏକ କାରିସାରିଲେଣି । ତେବେ ଏହାରି ଭିତରେ ଇସ୍ରାଏଲ କୋଭିଡ-୧୯ ଭୂତାଣୁର ଟୀକା ବାହାର କରିିଛି ।…

୬୪ଟି ବିମାନରେ ବିଦେଶରୁ ଫେରିବେ ୧୪ହଜାର ୮ଶହ ପ୍ରବାସୀ

ନୂଆଦିଲ୍ଲୀ: ମହାମାରୀ କରୋନା ଯୋଗୁଁ ବାହାର ରାଜ୍ୟରେ ଫଶି ରହିଛନ୍ତି ହଜାର ହଜାର ପ୍ରବାସୀ । ଏମାନଙ୍କୁ ଉଦ୍ଧାର କରିବା ପାଇଁ କେନ୍ଦ୍ର ସରକାରଙ୍କ ଏକ ବ୍ଲୁ ପ୍ରିଂଟ ପ୍ରସ୍ତୁତ କରିଛନ୍ତି । ଏମାନଙ୍କୁ ଫେରାଇ ଆଣିବା ପାଇଁ ୬୪ଟି ବିମାନର ବ୍ୟବସ୍ଥା କରାଯାଇଛି । ଏହି ବିମାନରେ ପ୍ରାୟ ୧୪,୮୦୦…

ଉଗ୍ର ହେଲା କରୋନା: ଦେଶରେ ୨୪ ଘଂଟାରେ ରେକର୍ଡ ସଂଖ୍ୟକ ମୃତ୍ୟୁ

ନୂଆଦିଲ୍ଲୀ: ଦିନକୁ ଦିନ ଉଗ୍ର ହେଉଛି ମହାମାରୀ କରୋନା । ଏହା ଦେଶରେ ଗୁରୁତର ଆକାର ଧାରଣ କଲାଣି । ଗତ ୨୪ ଘଂଟାରେ ଭାରତରେ ରେକର୍ଡ ସଂଖ୍ୟକ ମୃତ୍ୟୁ ହୋଇଛି । ଗୋଟିଏ ଦିନରେ ପ୍ରାୟ ୧୯୫ ଜଣ ପ୍ରାଣ ହରାଇଛନ୍ତି । ସେହିପରି ୨୪ ଘଂଟାରେ ୩୯୦୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ବୋଲି କେନ୍ଦ୍ର…

କୋଭିଡ୍‌-୧୯: ଘରଭଡ଼ା ଆଦାୟ ନ’କରିବା ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିିଲ୍ଲୀ: ଲକ୍‌ଡ଼ାଉନ ସମୟରେ ଛାତ୍ରଛାତ୍ରୀ ଓ ପ୍ରବାସୀ ଶ୍ରମିକମାନଙ୍କଠାରୁ ଘରଭଡ଼ା ଆଦାୟ ନ’କରିବା ନେଇ ଏକ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । ଏହି ପିଟିସନରେ ଏକମାସ ଲାଗି ଛାତ୍ରଛାତ୍ରୀ ଓ ଶ୍ରମିକମାନଙ୍କଠାରୁ ଘରଭଡ଼ା ଆଦାୟ ନକରିବାକୁ ଆବେଦନ ହୋଇଥିଲା । କେନ୍ଦ୍ର ଗୃହ…

ପୁଣି କଟକରୁ ୧, ବାଲେଶ୍ୱରରୁ ୨ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ପୁଣି ରାଜ୍ୟରେ ୩ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କୁ ମଧ୍ୟରେ ଜଣେ ୫୦ ବର୍ଷୀୟ ମହିଳା ଓ ଜଣେ ୨୬ ବର୍ଷୀୟ ଯୁବକ ବାଲେଶ୍ୱରର ଅଛନ୍ତି । ଏହି ଦୁଇ ଜଣ ପଶ୍ଚିମବଙ୍ଗ ଫେରନ୍ତା ବୋଲି ଜଣାପଡିଛି । ଏହାକୁ ମିଶାଇ ବାଲେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୩ କୁ…

ସୋଆର ୯୩ ରୁ ୯୮ ପ୍ରତିଶତ ଛାତ୍ରଛାତ୍ରୀ ଅନଲାଇନରେ ପଢ଼ୁଛନ୍ତି ପାଠ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ଅଧୀନସ୍ଥ ବିଭିନ୍ନ ଶିକ୍ଷାନୁଷ୍ଠାନରେ ୯୩ ରୁ ୯୮ ପ୍ରତିଶତ ଛାତ୍ରଛାତ୍ରୀ ଅନଲାଇନ ଶିକ୍ଷା ଗ୍ରହଣ କରୁଛନ୍ତି । କରୋନା ମହାମାରୀକୁ ନେଇ ସାରା ଦେଶ ଏବେ ଲକଡାଉନରେ ଥିବାବେଳେ ଛାତ୍ରଛାତ୍ରୀଙ୍କର ପାଠପଢ଼ା ମଧ୍ୟ ବାଧାପ୍ରାପ୍ତ…

କ୍ୱାରେଣ୍ଟିନ ସେଣ୍ଟରରେ ଗଣ୍ଡଗୋଳ, ୩ ଆହତ

ଗଞ୍ଜାମ: ଗଞ୍ଜାମ ଜିଲ୍ଳା ଜଗନ୍ନାଥପ୍ରସାଦ ଜମାଗୋରଡ଼ା ଆଦର୍ଶ ବିଦ୍ୟାଳୟ କ୍ୱାରାଣ୍ଟାଇନ ସେଣ୍ଟରରେ ପ୍ରବାସୀ ଓଡ଼ିଆଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଛି। ଏଥିରେ ୩ଜଣ ଆହତ ହୋଇଛନ୍ତି। ଏ ନେଇ ଏକ ମାମଲା ରୁଜୁ ହୋଇଥିବା ବେଳେ ତଦନ୍ତ ଚାଲିଥିବା ଗଞ୍ଜାମ ଏସ୍‌ପି ବ୍ରିଜେଶ କୁମାର ରୟ ମଙ୍ଗଳବାର ସୂଚନା…

ଦିଲ୍ଲୀରେ ୭ ଟଙ୍କା ୧୦ ପଇସା ବଢିଲା ଡିଜେଲ୍ ଦର

ନୂଆଦିଲ୍ଲୀ: ମଦ ଉପରେ ଅତିରିକ୍ତ ୭୦ ପ୍ରତିଶତ ସ୍ୱତନ୍ତ୍ର କରୋନା ଫି ବୃଦ୍ଧି ହେବା ପରେ, ଏବେ ଦିଲ୍ଲୀ ସରକାର ମଙ୍ଗଳବାର ଦିନ ଇନ୍ଧନ ଉପରେ ଭାଲ୍ୟୁ ଆଡ଼େଡ୍ ଟ୍ୟାକ୍ସ (ଭାଟ୍‌) ବୃଦ୍ଧି କରିଛନ୍ତି । ଲିଟର ପିଛା ପେଟ୍ରୋଲ୍ ୧ଟଙ୍କା ୬୭ ପଇସା ବୃଦ୍ଧି ହୋଇଛି । ତେବେ ଦିଲ୍ଲୀରେ ଡିଜେଲ୍ ଦର…

ଗ୍ରୀନ୍ ଜୋନରେ ସ୍ୱାଭାବିକ ସ୍ଥିତି ଫେରିବ: ନବୀନ

ଭୁବନେଶ୍ୱର: ଗ୍ରୀନ୍ ଜୋନ୍‌ରେ ଖୁବଶୀଘ୍ର ଫେରିବ ସ୍ୱାଭାବିକ ଅବସ୍ଥା । କୃଷି କାର‌୍ୟ୍ୟ, ଶିଳ୍ପ, ଜୀବନଜିବିକା ଓ ପରିବହନ ବ୍ୟବସ୍ଥାକୁ ସ୍ୱଭାବିକ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଆଗାମୀ ଖରିଫ ଋତୁ ପାଇଁ ବିହନ ଏବଂ ଅନ୍ୟାନ୍ୟ କୃଷି ଉପକରଣ ଯେପରି ସୁବିଧାରେ ଚାଷୀମାନେ ପାଇପାରିବେ…