Latest Odisha News

BREAKING NEWS

ବଢିଲା ଆୟକର ରିଟର୍ଣ୍ଣ ଅବଧୀ

ନୂଆଦିଲ୍ଲୀ: କରୋନା କାଳରେ ପୁଣି ବଢିଛି ଆୟକର ଦାଖଲ ସମୟ ସୀମା । ୨୦୧୯-୨୦ ଆର୍ଥିକ ବର୍ଷର ଆୟକର ରିଟର୍ଣ୍ଣ ଫାଇଲ କରିବା ସମୟ ସୀମାକୁ ଆଉ ୧ ମାସ ବଢାଇଦେଇଛି ଆୟକର ବିଭାଗ । ରିଟର୍ଣ୍ଣ ଫାଇଲ କରିବାର ଶେଷ ତାରିଖ ୨୦୨୦ ଡିସେମ୍ବର ୩୧କୁ ଘୁଂଚାଇ ଦିଆଯାଇଛି । ଟାକ୍ସ ଅଡିଟ୍ ରିପୋର୍ଟ ଏବଂ…

ଓଡିଶାର ୪ ଜିଲ୍ଲାରେ ଝଡବର୍ଷା ଆଶଙ୍କା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଓଡିଶାର ପ୍ରାୟ ୪ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ଶନିବାର ଦିନ ଆକଳନ କରାଯାଇଛି । ପାଣିପାଗ ବିଭାଗର ସଦ୍ୟତମ ବୁଲେଟିନ୍ ଅନୁଯାୟୀ କେନ୍ଦୁଝର, ମୟୁରଭଞ୍ଜ, ଅନୁଗୁଳ ଓ ଦେବଗଡ ଆଦି ଜିଲ୍ଲାର…

ବଦଳିଗଲା ମାଝୀଙ୍କ ଜୀବନ, ଡିଜିଟାଲ ପରାମର୍ଶ ଫସଲ ଅମଳ ପାଇଁ ଦେଖାଇଲା ନୂଆ ବାଟ

ଅନୁଗୁଳ : ଅନୁଗୁଳ ଜିଲ୍ଲା ଆଠମାଲିକ ବ୍ଲକର ନୂଆଗାଁର ଅମର ମାଝୀ । ପିଲାଦିନରୁ ନିଜ ଜେଜେ ବାପାଙ୍କ ଦ୍ଵାରା ଅନୁପ୍ରାଣିତ ହୋଇ ସେ ଏହି ଚାଷ କାମ କରିଆସୁଛନ୍ତି । ସବୁବେଳେ ଚାଷ କାମରେ ସେ ନୂଆ ନୂଆ ପ୍ରଣାଳୀ ଆପଣାଇ ଅଧିକ ଫସଲ ଅମଳ ପାଇଁ ଚେଷ୍ଟା କରିଥାନ୍ତି । ଏଥି ପାଇଁ ସ୍ଥାନୀୟ ଅଞ୍ଚଳରେ…

ଚିଙ୍ଗୁଡିଖୋଲରେ ଆରମ୍ଭ ହେଲା ଦୁର୍ଗାପୂଜା

ବେଗୁନିଆପଡ଼ା: କୋଭିଡ୍ କଟକଣା ମଧ୍ୟରେ ଶନିବାର ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଯାଇଛି ମା ଦୁର୍ଗାଙ୍କ ନବମୀ ପୂଜା। ଗଂଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ସ୍ଥିତ ଚିଙ୍ଗୁଡିଖୋଲ ଗ୍ରାମରେ ପ୍ରାୟ ୬୦ ବର୍ଷରୁ ଅଧିକ ସମୟ ଧରି ମାଙ୍କ ପୂଜାର୍ଚ୍ଚନା ହେଉଅଛି। ହେଲେ ଚଳିତ ବର୍ଷ କରୋନା କଟକଣା ତଥା…

କରୋନା ଟିକା ଅକ୍ସଫୋର୍ଡ-ଆଷ୍ଟ୍ର ଜେନେଙ୍କାର ୩ ପର୍ଯ୍ୟାୟ ଟ୍ରାଏଲ୍ ଆରମ୍ଭ

ନୂଆଦିଲ୍ଲୀ: କରୋନା ଟିକା ଅକ୍ସଫୋର୍ଡ-ଆଷ୍ଟ୍ର ଜେନେଙ୍କାର ୨ୟ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷା ବ୍ରିହାନମୁମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନ୍ ପକ୍ଷରୁ ଶେଷ ହୋଇଛି। ସୂଚନା ଅନୁଯାୟୀ ପ୍ରଥମ ଟୀକାକରଣର ୨୮ ଦିନ ସରିଲା ପରେ ଖୁବ୍ ଶୀଘ୍ର ଏହାର ୩ୟ ପର୍ଯ୍ୟାୟ ପରୀକ୍ଷଣ ଆରମ୍ଭ କରାଯିବ।…

ଏଜାଜ୍ ଖାନଙ୍କୁ ମହଙ୍ଗା ପଡିପାରେ ଭାଇରାଲ୍ ଭିଡିଓ !

ମୁମ୍ବାଇ: ବଲିଉଡର କାମଚଳା ଅଭିନେତା ଏଜାଜ ଖାନ ସବୁବେଳେ ବିବାଦୀୟ ମନ୍ତବ୍ୟକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ପଣ୍ଡିତଙ୍କ ବିରୋଧୀ ଏକ ଭିଡିଓ ଭାଇରାଲ୍ ହେବା ପରେ ପୁଣିଥରେ ଏଜାଜ୍ ଲୋକଙ୍କ ଆକ୍ରୋଶର ଶିକାର ହୋଇଛନ୍ତି । ସୋସିଆଲ ମିଡିଆରେ ଲୋକେ ଏଜାଜଙ୍କୁ ଟ୍ରୋଲ୍ କରିବା ସହ ତାଙ୍କୁ ଗିରଫ…

ନକଲି ଜର୍ଦ୍ଦା କାରବାର, ଚଢ଼ାଉ ବେଳେ ପୋଲିସ ଓ ସାମ୍ବାଦିକଙ୍କୁ ଆକ୍ରମଣ

ଭଦ୍ରକ: ପୋଲିସ ଓ ସାମ୍ବାଦିକଙ୍କୁ ଆକ୍ରମଣ । ଭଦ୍ରକ ପୁରୁଣାବଜାର ଥାନା ହେଲାସାହିରେ ଚଢ଼ାଉ ବେଳେ ପୋଳିସ ଏବଂ ସାମ୍ବାଦିକଙ୍କ ଉପରେ ଆକ୍ରମଣ ହୋଇଛି । ନକଲି ଜର୍ଦ୍ଦା ପ୍ରସ୍ତୁତିକୁ ନେଇ ରେଡ୍ କରିବାକୁ ଯାଇଥିବା ବେଳେ ଏହି ଆକ୍ରମଣ ହୋଇଥିବା ସୂଚନା ମିଳିଛି । ଏପରିକି ସାମ୍ବାଦିକଙ୍କ ମୋବାଇଲ…

ବାଣ୍ଟିଦେଲେ ଚେନ୍ନାଇ ଜର୍ସି, ସନ୍ୟାସ ନେବେ କି ଧୋନୀ ?

ଦୁବାଇ: ଗତ ରାତିରେ ଦୁଇଟି କାରଣ ପାଇଁ କ୍ରିକେଟର୍ ମହେନ୍ଦ୍ର ସିଂ ଧୋନୀ ଚର୍ଚ୍ଚାରେ ରହିଛନ୍ତି । ପ୍ରଥମତଃ ଚେନ୍ନାଇ ଦଳ ମ୍ୟାଚ୍ ହାରିଥିଲା । ଦ୍ୱିତୀୟତଃ ସେ ନିଜର ୭ ନମ୍ବର ଜର୍ସିକୁ ହାର୍ଦ୍ଦିକ୍ ଓ କ୍ରୁନାଲ ପାଣ୍ଡ୍ୟାଙ୍କୁ ଉପହାର ସ୍ୱରୂପ ଦେଇଥିଲେ । ତେବେ ଏହା ପୂର୍ବରୁ ବି ଧୋନୀ ନିଜର…

ବିହାର ନିର୍ବାଚନ: ୧୦ ଲକ୍ଷ ନିଯୁକ୍ତି ପ୍ରତିଶ୍ରୁତି ଦେଲା ଆରଜେଡି

ପାଟନା: ଜୋର୍ ଧରିଛି ବିହାର ରାଜନୀତି। ଚାଲିଛି ପ୍ରତିଶୃତି ପର୍ବ । ମୁଖ୍ୟ ବିରୋଧୀ ଦଳ ଆରଜେଡି ଆଜି ନିଜର ନିର୍ବାଚନୀ ଇସ୍ତାହାର ଜାରି କରିଛି।  ରାଷ୍ଟ୍ରୀୟ ଜନତା ଦଳ ତା’ର ନିର୍ବାଚନୀ ଇସ୍ଥାହାର ବା ସରକାରକୁ ଆସିଲେ ସେ କ’ଣ କରିବେ ଏନେଇ ଏକ ଘୋଷଣା ପତ୍ର ଜାରି କରିଛି । ‘ହମାରା ପଣ’…

୨୦୨୧ ଜୁନରେ ଆସିବ ଭାରତ ବାୟୋଟେକର ‘କୋଭାକ୍ସିନ’

ନୂଆଦିଲ୍ଲୀ: ଭାରତର ଅଗ୍ରଣୀ ବାୟୋଟେକ୍ନାଲୋଜି କମ୍ପାନୀ ଭାରତ ବାୟୋଟେକ ପକ୍ଷରୁ ଆସନ୍ତା ୨୦୨୧ ମସିହା ଜୁନ୍ ବେଳକୁ କରୋନା ଟିକା ‘କୋଭାକ୍ସିନ’ ଲଞ୍ଚ ହେବ ବୋଲି ଆଶା କରାଯାଉଛି । ହାଇଦ୍ରାବାଦ ସ୍ଥିତ ଏହି ଫାର୍ମ ଶୁକ୍ରବାର ଦିନ ଏହାର ୩ ପର‌୍ୟ୍ୟାୟ କ୍ଲିନିକାଲ୍ ଟ୍ରାଏଲ୍ କରିବା ପାଇଁ…