Latest Odisha News

BREAKING NEWS

ପୂର୍ବ ଶତ୍ରୁତାରୁ ଛୁରା ମାଡ଼, ଜଣେ ଯୁବକଙ୍କ ମୃତ୍ୟୁ

ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲାରେ ଅଭାବନୀୟ ଘଟଣା । ଛୁରା ମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ଘଟଣା ଘଟିଛି ଦିଗପହଣ୍ଡି ଥାନା ଅନ୍ତର୍ଗତ ସାନଖେମୁଣ୍ଡି ବନ୍ଥପଲ୍ଲୀ ଗାଁରେ । ମୃତକଙ୍କ ନାଁ ବଚନ ସ୍ୱାଇଁ । ଅଭିଯୋଗ ହୋଇଛି, ବଚନଙ୍କୁ ଗାଁର କଙ୍ଗାରୁ ଭୂୟାଁ ଛୁରି ଭୁସୀ ଦେଇଥିଲେ ।…

ଆଗାମୀ ଫିଲ୍ମ ପାଇଁ ସଜବାଜ ହେଲେଣି ଜ୍ୟାକ୍‌ଲିନ୍‌

ନୂଆଦିଲ୍ଲୀ: ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ ତାଙ୍କ ଇନଷ୍ଟାଗ୍ରାମ ମାଧ୍ୟମରେ ତାଙ୍କ ପ୍ରଶଂସକଙ୍କୁ ତାଙ୍କର ପରବର୍ତ୍ତୀ ପ୍ରୋଜେକ୍ଟ ବିଷୟରେ ସମ୍ୟକ୍‌ ସୂଚନା ଦେଇଛନ୍ତି। ସେ ନିଜ ଇନଷ୍ଟାଗ୍ରାମ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ସେ ଯୋଗ କରୁଥିବା ନଜର ଆସିଛନ୍ତି। ଏହା ସହିତ…

ଦିନକରେ ଦେଶରେ ୫୩ ହଜାର କରୋନା ସଂକ୍ରମିତ, ୬୫୦ ମୃତ

ନୂଆଦିଲ୍ଲୀ: ଅକ୍ଟୋବରରେ କରୋନା କାୟା ଧୀରେ ଧୀରେ କମିବାରେ ଲାଗିଛି । ଦେଶରେ ଦୈନିକ କମ୍ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ସୁସ୍ଥ ହେଉଛନ୍ତି ଅଧିକ । ମୃତ୍ୟୁସଂଖ୍ୟା ବି କମୁଛି । ଗତ ୨୪ ଘଣ୍ଟାରେ ସାରା ଦେଶରେ କରୋନା ସଂକ୍ରମିତ ହୋଇଛନ୍ତି ୫୩ ହଜାର ୩୭୦ ଜଣ । ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା…

ପୁଣି ଚର୍ଚ୍ଚାରେ ସୋନୁ; ଏକ ବର୍ଷର ଶିଶୁକୁ ସହାୟତାର ହାତ ବଢାଇଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: କରୋନା କାଳରେ ପ୍ରବାସୀ ଶ୍ରମିକଙ୍କ ପାଇଁ ସ୍ୱୟଂ ଭଗବ‌ାନ ସାଜିଥିବା ବଲିଉଡ୍‌ ଅଭିନେତା ସୋନୁ ସୁଦ୍‌ ପୁଣି ଥରେ ଚର୍ଚ୍ଚା ପରିସରକୁ ଆସିଛନ୍ତି। ଏଥର ଅଭିନେତା ସୋନୁ ସୁଦ୍‌ ମୁମ୍ବାଇରେ ରହୁଥିବା ଗୋଟିଏ ଛୋଟ ଶିଶୁଟିକୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି। ଲକଡାଉନ୍ ସମୟରେ…

ରାଷ୍ଟ୍ରପତି ନିର୍ବାଚନ ଜିତିଲେ ଆମେରିକାବାସୀଙ୍କୁ କରୋନା ଭ୍ୟାକସିନ୍ ଫ୍ରି

ଓ୍ୱାଶିଂଟନ୍: ବିହାର ବିଧାନସଭା ନିର୍ବାଚନ ପାଇଁ ଇସ୍ତାହରରେ ବିଜେପି ପ୍ରତିଶ୍ରୁତି ଦେଇଛି କ୍ଷମତାକୁ ଆସିଲେ ରାଜ୍ୟବାସୀଙ୍କୁ ମାଗଣାରେ ଦେବ କରୋନା ଟିକା । ଆମେରିକାରେ ବି ରାଷ୍ଟ୍ରପତି ନିର୍ବାଚନ ରଣାଙ୍ଗନାରେ କରୋନା ଟିକା ମୁଖ୍ୟ ମୁଦ୍ଦା ହୋଇଛି । ବିଜୟୀ ହେଲେ ଆମେରିକାବାସୀଙ୍କୁ ମାଗଣାରେ…

ଭଲ ଖବର: ସ୍ଥଗିତ ରଖିଥିବା କରୋନା ଟିକା ଟ୍ରାଏଲ୍ ଆରମ୍ଭ କରିବ ଜନସନ୍ ଏଣ୍ଡ ଜନସନ୍

ନୂଆଦିଲ୍ଲୀ: ଆମେରିକାରେ ପୁଣି ଥରେ ଜନସନ୍ ଏଣ୍ଡ ଜନସନ୍ ଆରମ୍ଭ କରିବ ସ୍ଥଗିତ ରଖିଥିବା କରୋନା ଟିକାର ପରୀକ୍ଷଣ । ଏନେଇ କମ୍ପାନୀ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଖୁବଶୀଘ୍ର ଆରମ୍ଭ ହୋଇଛି ତୃତୀୟ ପର୍ୟ୍ୟାୟ କ୍ରିନିକାଲ୍ ଟ୍ରାଏଲ୍ ନେଇ ପ୍ରସ୍ତୁତି । ତେବେ ନିର୍ଦ୍ଦିଷ୍ଟ ଭାବରେ କେବେଠୁ…

ସୁସ୍ଥ ହେଉଛନ୍ତି କପିଲ ଦେବ, ସୋସିଆଲ୍ ମିଡିଆରେ ସେୟାର କଲେ ପୋଷ୍ଟ

ନୂଆଦିଲ୍ଲୀ: ଅସ୍ତ୍ରୋପଚାର ପରେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି କିମ୍ବଦନ୍ତୀ କ୍ରିକେଟର କପିଲ ଦେବ । ଅସ୍ତ୍ରୋପଚାର ସଫଳ ହୋଇଛି । ନିଜର ସୋସିଆଲ୍ ମିଡିଆ ଆକାଉଣ୍ଟରେ ଏନେଇ ସେ ସୂଚନା ଦେଇଛନ୍ତି । ଦ୍ରୁତ ଆରୋଗ୍ୟ କାମନା କରିଥିବାରୁ ସମର୍ଥକଙ୍କୁ ଧନ୍ୟବାଦ ଜଣାଇଛନ୍ତି କପିଲ ଦେବ । କପିଲ…

ପୀଠେ ନବମୀ, ମଣ୍ଡପରେ ମହାଷ୍ଟମୀ…ଶାଢୀ ପୂଜା ପାଇଁ ସ୍ୱତନ୍ତ୍ର ସୁବିଧା

ଭୁବନେଶ୍ୱର: ସେ ଦେବୀ ପୀଠ ହେଉ କି ପୂଜା ମଣ୍ଡପ ସବୁଠି ଚାଲିଛି ମାଆ ଦୁର୍ଗାଙ୍କ ପୂଜାର୍ଚ୍ଚନା । କିନ୍ତୁ ଏଥର କରୋନା ପାଇଁ ସବୁ ବର୍ଷ ଭଳି ସାଜସଜ୍ଜା ନାହିଁ କି ଶ୍ରଦ୍ଧାଳୁଙ୍କ ଭିଡ ନାହିଁ । ଆଜି ପୀଠରେ ଚାଲିଛି ନବମୀ ପୂଜା । ସେପଟେ ମୁଣ୍ମୟୀ ମୂର୍ତ୍ତୀଙ୍କ ନିକଟରେ ଅଷ୍ଟମୀ ପୂଜା ।…

ବିନା ଭକ୍ତରେ ହେଲା ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା

ଭବାନୀପାଟଣା: କରୋନା କଟକଣା ଓ ବିନା ଭକ୍ତରେ ହେଲା କଳାହାଣ୍ଡି ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା' ମାଣିକେଶ୍ୱରୀଙ୍କ ଛତର ଯାତ୍ରା । ଜେନାଖୋଲରେ ପ୍ରଥମେ ମା’ଙ୍କ ପ୍ରଥମେ ଗୁପ୍ତ ପୂଜା ହୋଇଥିଲା । ଏହାପରେ ବିନା ଭକ୍ତରେ ସହର ପରିକ୍ରମା କରିବା ମା' ମାଣିକେଶ୍ୱରୀଙ୍କ ଛତର । ଆଜି ସକାଳେ…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶିଫଳ   ତା ୨୪-୧୦-୨୦୨୦ ଶନିବାର ଆଜି ଦିନର ମହତ୍ତ୍ୱ ଆଜି ୨୦୨୦ମସିହା ଅକ୍ଟୋବର ତା ୨୪ ରିଖ ଶନିବାର ତୁଳା ୮ ଦିନ ଆଶ୍ବିନ ମାସ ଶୁକ୍ଳ ପକ୍ଷ ଅଷ୍ଟମୀ ଭୁକ୍ତ ନବମୀ ତିଥି ଶ୍ରବଣା ନକ୍ଷତ୍ର ମକର ଚନ୍ଦ୍ର ଘାତ ବାର:-ବୃଷ ସିଂହ ଓ କନ୍ୟା ରାଶିର ଘାତ ଚନ୍ଦ୍ର:- ସିଂହ ରାଶି ପୁରୁଷଙ୍କର…