[ଦେଖନ୍ତୁ] ନିଆରା ଢଙ୍ଗରେ କରୋନା ସଚେତନତା ବାର୍ତ୍ତା ପ୍ରଦାନ କଲେ ଯାଜପୁର ଜିଲ୍ଲା ପ୍ରଶାସନିକ ଅଧିକାରୀ
ଯାଜପୁର: ଦେଖୁ ଦେଖୁ ଯାଜପୁର ବର୍ତ୍ତମାନ ରାଜ୍ୟର ସର୍ବାଧିକ ସଂକ୍ରମିତ ଜିଲ୍ଲା ହୋଇଛି। ଯାହା ଯାଜପୁର ଜିଲ୍ଲା ପ୍ରଶାସନ ପାଇଁ ନିହାତି ଏକ ଚିନ୍ତାର ପ୍ରସଙ୍ଗ ।
ତେବେ ଲୋକଙ୍କ ମଧ୍ୟରେ ସଚେତନତା ଆଣିବା ପାଇଁ ଯାଜପୁର ଜିଲ୍ଲା ପ୍ରଶାସନ ଏହାର ପ୍ରୟାସ ଜାରି ରଖିଛି । କରୋନା ସମ୍ପର୍କିତ…