ନୂଆ ବର୍ଷ ପୂର୍ବରୁ ଜରୁରୀକାଳୀନ ଅସ୍ତ୍ରୋପଚାର କରାଇଲେ ଅଭିନେତ୍ରୀ ଶ୍ରୁତି ସେଠ୍
ନୂଆଦିଲ୍ଲୀ: କରୋନା ଭାଇରସ୍ ଯୋଗୁ ୨୦୨୦ ବର୍ଷ ସ୍ମରଣୀୟ ହୋଇରହିବ। ସବୁ କ୍ଷେତ୍ର ପାଇଁ ଏହା ଏକ ଅବିସ୍ମରଣୀୟ ବର୍ଷ। ଅଭିନେତ୍ରୀ ଶ୍ରୁତି ସଠେ୍ ମଧ୍ୟ ସେମାନଙ୍କ ମଧ୍ୟରୁ ଜଣେ। ଏହି ଅଭିନେତ୍ରୀ ଚଳିତ ବର୍ଷର ବିଦାୟ ପାଇଁ ଯୋଜନା କରୁଥିବାବେଳେ ତାଙ୍କ ସ୍ୱାସ୍ଥ୍ୟ ହଠାତ୍ ଖରାପ ହୋଇଥିଲା…