Latest Odisha News

BREAKING NEWS

ଏବେ ପୁଣି ଖାଁ ଖାଁ ଲଗୁଛି ‘ବାବା କା ଢାବା’…

ନୂଆଦିଲ୍ଲୀ: କିଛିଦିନ ତଳେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା 'ବାବାଙ୍କ ଢାବା' ତ ଆପଣଙ୍କର ମନେଥିବ । ଅକ୍ଟୋବର ୮ ରେ, କମଳା ରଙ୍ଗର ଟି-ସାର୍ଟରେ ଫୁଡ଼ ଷ୍ଟଲ୍ ଚଳାଉଥିବା ୮୦ ବର୍ଷୀୟ କାନ୍ତ ପ୍ରସାଦଙ୍କ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହି ଭିଡ଼ିଓରେ କାନ୍ଦି କାନ୍ଦି ବାବା…

ଚେନ୍ନାଇର ବ୍ୟାଟିଂ ବିପର୍ଯ୍ୟୟ, ମୁମ୍ବାଇ ଇଣ୍ଡିଆନ୍ସ ସମ୍ମୁଖରେ ୧୧୫ ରନର ଲକ୍ଷ୍ୟ

ଶାରଜା: ଚଳିତ ଆଇପିଏଲରେ ଶୁକ୍ରବାର ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଚେନ୍ନାଇ ସୁପର କିଙ୍ଗସ ନୈରାଶ୍ୟଜନକ ବ୍ୟାଟିଂ ପ୍ରଦର୍ଶନ କରିଛି । ସାମ୍ କୁରାନଙ୍କ ଅର୍ଦ୍ଧଶତକ ସହାୟତାରେ ଦଳ ମୁମ୍ବାଇ ସମ୍ମୁଖରେ ୧୧୫ ରନର ବିଜୟ ଲକ୍ଷ୍ୟ ରଖିଛି । ସାମ କୁରାନ ୫୨ ରନ୍‌ର ଇନିଂସ୍ ଖେଳି ଶେଷ ବଲ୍‌ରେ ଆଉଟ…

ରିପବ୍ଲିକ୍ ଟିଭିର ୧୦୦୦ ଜଣ କର୍ମଚାରୀଙ୍କ ନାମରେ ‘ଏଫ୍‌ଆଇଆର୍‌’ ଦାଏର କରିଛି ମୁମ୍ବାଇ ପୁଲିସ

ମୁମ୍ବାଇ: ମୁମ୍ବାଇ ପୁଲିସ ରିପବ୍ଲିକ୍ ଟିଭି ସମ୍ପାଦନା ମଣ୍ଡଳୀ‌ର ପ୍ରାୟ ୧୦୦୦ କର୍ମଚାରୀଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରିଛି ।  ଭାରତ ଇତିହାସରେ ପ୍ରଥମ ଥର ଲାଗି ମୁମ୍ବାଇ ପୁଲିସ ସମ୍ପାଦନା ବିଭାଗର ୧୦୦୦ ଜଣ କର୍ମଚାରୀଙ୍କ ନାମରେ ଏଫ୍‌ଆଇଆର୍‌ ଦାଏର କରିଛି ବୋଲି ରିପବ୍ଲିକ୍…

ପୂଜାଛୁଟି ପାଇଁ ବନ୍ଦ ରହିବ ଓଡିଶା ହାଇକୋର୍ଟ

କଟକ: ଶୁକ୍ରବାର ଠାରୁ ଆରମ୍ଭ ହୋଇଥିବା ପୂଜା ଛୁଟି ପାଇଁ ଓଡ଼ିଶା ହାଇକୋର୍ଟ ବନ୍ଦ ରହିଛି। ନଭେମ୍ବର ୨ ପର୍ଯ୍ୟନ୍ତ ହାଇକୋର୍ଟ ବନ୍ଦ ରହିବା ନେଇ ସୂଚନା ମିଳିଛି। ହାଇକୋର୍ଟ ରେଜିଷ୍ଟ୍ରାରଙ୍କ ଦ୍ୱାରା ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଅକ୍ଟୋବର ୨୮ ରେ ଗୋଟିଏ ଦିନ ପାଇଁ ଶୁଣାଣି ହେବ ।…

ଆଜି ରାଜ୍ୟରୁ ସୁସ୍ଥ ହେଲେ ୨୩୭୭ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଓଡ଼ିଶାରେ କରୋନା କାୟା ଧୀରେ ଧୀରେ କମୁଛି । ସୁସ୍ଥ ହାର ବଢୁଛି । ଆଜି ରାଜ୍ୟରୁ ଆରୋଗ୍ୟ ଲାଭ କରିଛନ୍ତି ଆଉ ୨ହଜାର ୩୭୭ ସଂକ୍ରମିତ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୯୪ ଜଣ ସୁସ୍ଥ ହୋଇଥିବା ବେଳେ ଅନୁଗୋଳରୁ ୨୦୪, ବାଲେଶ୍ୱରରୁ ୧୬୨, ମୟୂରଭଞ୍ଜରୁ ୧୨୬ ଜଣ ଆରୋଗ୍ୟ ଲାଭ…

ଜୁନିୟର ୱାର୍ଲ୍ଡ ବ୍ୟାଡମିଂଟନ ଚାମ୍ପିୟନଶିପ ବାତିଲ

ନୂଆଦିଲ୍ଲୀ: କ୍ରୀଡାପ୍ରେମୀଙ୍କ ପାଇଁ ଆଉ ଏକ ନୈରାଶ୍ୟଜନକ ଖବର । ଦୀର୍ଘ ଦିନ ପ୍ରତୀକ୍ଷା ପରେ ଶେଷର ଜୁନିୟର ୱାର୍ଲ୍ଡ ବ୍ୟାଡମିଂଟନ ଚାମ୍ପିୟନଶିପକୁ ବାତିଲ କରାଯାଇଛି । କରୋନା ମହାମାରୀ ଯୋଗୁ ଏହି ନିଷ୍ପତି ନିଆଯାଇଛି । ବ୍ୟାଡମିଂଟନ ୱାର୍ଲ୍ଡ ଫେଡେରେଶନର ସମ୍ପାଦକ ଥମାସ ଲୋଣ୍ଡ ଏହା ଘୋଷଣା…

ହାନିକାରକ ନୁହେଁ ବଲିଉଡ: ସନ୍ନି ଲିଓନି

ମୁମ୍ବାଇ: ଗୋଟିଏ ସମୟରେ ବଲିଉଡରେ ନେପୋଟିଜମର ଝଡ଼ ଉଠିଥିବା ବେଳେ ଅଭିନେତ୍ରୀ ସନ୍ନି ଲିଓନି ବଲିଉଡ ତାଙ୍କ ପ୍ରତି ଅତ୍ୟନ୍ତ ଦୟାଳୁ ଥିବା ଅନୁଭବ କରିଥିବା ପ୍ରକାଶ କରିଛନ୍ତି। ଟାଇମ୍ସ ଅଫ୍ ଇଣ୍ଡିଆରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ସନ୍ନି ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି ଯେ…

ପୁଣି ମହେଶ ଭଟ୍ଟଙ୍କ ବିରୋଧରେ ନିର୍ଯ୍ୟାତନା ଅଭିଯୋଗ !

ମୁମ୍ବାଇ: ସୁଶାନ୍ତଙ୍କ ମୃତ୍ୟୁ ମାମଲାର ଛନ୍ଦି ହୋଇଥିବା ମହେଶ ଭଟ୍ଟ ଆଉ ଏକ ଅଭିଯୋଗକୁ ନେଇ ଚିନ୍ତାରେ ପଡିଛନ୍ତି । ବଲିଉଡର ଜଣେ ଅଭିନେତ୍ରୀ ତାଙ୍କ ବିରୋଧରେ ଆଣିଛନ୍ତି ନିର୍ଯ୍ୟାତନା ଅଭିଯୋଗ । ଏକ ଭିଡିଓ ଜରିଆରେ ଅଭିନେତ୍ରୀ ଜଣକ ଅଭିଯୋଗ କରିଥିଲାବେଳେ ସୋସିଆଲ ମିଡିଆରେ ଏହା ଭାଇରାଲ୍…

ପାକିସ୍ତାନକୁ ବଡ ଝଟକା, ଏଫଏଟିଏଫ ଗ୍ରେ ଲିଷ୍ଟରେ ରଖିଲା

ନୂଆଦିଲ୍ଲୀ: ପାକିସ୍ତାନକୁ ଶୁକ୍ରବାର ବଡ ଝଟକା ଲାଗିଛି । ଆତଙ୍କବାଦୀ ଫଣ୍ଡିଂ ଓ ମନି ଲଣ୍ଡ୍ରିଂ ଉପରେ ନଜର ରଖୁଥିବା ଫାଇନାନ୍ସିଆଲ ଆକ୍ସନ ଟ୍ୟାକ୍ସ ଫୋର୍ସ (ଏଫଏଟିଏଫ) ପାକିସ୍ତାନକୁ ପୁନର୍ବାର ଗ୍ରେ ଲିଷ୍ଟରେ ରଖିଛି । ଇମ୍ରାନ ଖାଁଙ୍କ ସରକାର ଆତଙ୍କବାଦୀ ବିପକ୍ଷରେ କଠୋର…

ଟସ୍ ଜିତି ମୁମ୍ବାଇର ବୋଲିଂ ନିଷ୍ପତ୍ତି, ରୋହିତ ଖେଳିବେନି

ଶାରଜା: ଚଳିତ ଆଇପିଏଲର ଆଜି ଏକ ହାଇଭୋଲଟେଜ୍ ମୁକାବିଲାରେ ସାମ୍ନାସାମ୍ନା ହେଉଛନ୍ତି ଚେନ୍ନାଇ ସୁପର୍ କିଙ୍ଗସ୍ ଓ ଡିଫେଣ୍ଡିଂ ଚାମ୍ପିୟନ୍ ମୁମ୍ବାଇ ଇଣ୍ଡିଆନ୍ସ । ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି । ଏହି ମ୍ୟାଚରେ ମୁମ୍ବାଇ କ୍ୟାପଟେନ୍…