ରାଜ୍ୟର ୧୬ ଜିଲ୍ଲାରେ କରୋନା ଆକ୍ରାନ୍ତ: କେଉଁଠି କେତେ ସୁସ୍ଥ, କେତେ ଆକ୍ରାନ୍ତ ଜାଣନ୍ତୁ
ଭୁବନେଶ୍ୱର: କରୋନା ଭୂତାଣୁ ରୋଗ (କୋଭିଡ୍-୧୯)ର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ସ୍ୱାସ୍ଥ୍ୟ ବିଭାଗର ତତ୍ପରତା ସତ୍ତ୍ୱେ ମଧ୍ୟ ଏହି ଭୂତାଣୁ ଧୀରେ ଧୀରେ ବଢ଼ିବାରେ ଲାଗିଛି । ମଙ୍ଗଳବାର ସୁଦ୍ଧା ଏହି ଭୂତାଣୁ ଓଡ଼ିଶାର ୧୬ ଟି ଜିଲ୍ଲାରେ ପ୍ରବେଶ କରି ସାରିଥିବା ସ୍ୱାସ୍ଥ୍ୟ ଓ ପରିବାର…