ହାପି ବାର୍ଥ ଡେ ପ୍ରଭାସ
ନୂଆଦିଲ୍ଲୀ: ଆଜି ହେଉଛି 'ବାହୁବଲୀ' ଅର୍ଥାତ୍ ପ୍ରଭାସଙ୍କ ଜନ୍ମଦିନ। ୧୯୭୯ ମସିହା ଅକ୍ଟୋବର ୨୩ରେ ପ୍ରଭାସଙ୍କ ଜନ୍ମ। ସେ ୪୧ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ସେ ତେଲୁଗୁ ଚଳଚ୍ଚିତ୍ର ଜଗତ ସହିତ ବଲିଉଡ୍ରେ ମଧ୍ୟ ନିଜ ପାଇଁ ସ୍ୱତନ୍ତ୍ର ସ୍ଥାନ ହାସଲ କରିପାରିଛନ୍ତି। ଦେଶ ବିଦେଶ ତାଙ୍କର…