ଅଥ ଅଥର୍ବ ଅର୍ଥନୀତି
ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର…
ଏ ନିବନ୍ଧ ଲେଖିବା ପୂର୍ବରୁ ପଣ୍ଡିତ ବିଷ୍ଣୁ ଶର୍ମା ସଂସ୍କୃତରେ ଲେଖିଥିବା ଅଥ କୃଷ୍ଣସର୍ପ କଥା ମନେ ପକାଇଦେଉଛି । ଥରେ ଗୋଟିଏ ବେଙ୍ଗ ତା’ର ପରିବାର ଓ ସାଙ୍ଗ ସାଥୀ ମାନଙ୍କ ସହିତ କୂଅରେ ବାସ କରୁଥିଲା । ତା’ ପାଖ ସଂପର୍କୀୟମାନେ ତାକୁ…