ଲକଡାଉନ ୨.୦: ମେ ୪ରୁ ହ୍ବାଟ୍ସଆପରେ ପାଠ ପଢିବେ ଛାତ୍ରଛାତ୍ରୀ
ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାରେ ଦ୍ୱିତୀୟ ଶ୍ରେଣୀରୁ ୧୦ମ ପର୍ୟ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ହ୍ବାଟ୍ସଆପ ମାଧ୍ୟମରେ ଇ-ଶିକ୍ଷା ଯୋଗାଇବା ପଦକ୍ଷେପ ସଫଳ ହେବା ପରେ ଓଡ଼ିଶା ସରକାର ଆସନ୍ତା ୪ ତାରିଖରୁ ସାରା ରାଜ୍ୟରେ ଶିକ୍ଷା ସଂଯୋଗ ମାଧ୍ୟମରେ ଏହି ସେବା ବୃଦ୍ଧି କରିବାକୁ ନିଷ୍ପତ୍ତି…