ସହଯୋଗ କଲେ ଇତିହାସ ରଚିବ ଓଡିଶା: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡିଶାର ସ୍ଥିତି ଅନ୍ୟ ରାଜ୍ୟ ମାନଙ୍କଠାରୁ ବହୁତ ଭଲ ଅଛି । ରାଜ୍ୟବାସୀ ଯଦି ସରକାରଙ୍କ ନିୟମ ମାନି ଚଳିବେ, ସରକାରଙ୍କୁ ପୁରା ସହଯୋଗ ଯୋଗାଇ ଦେବେ ତେବେ ଓଡିଶା, କରୋନା ନିୟନ୍ତ୍ରଣ କରିବାରେ ସାରା ଦେଶରେ ଇତିହାସ ସୃଷ୍ଟି କରିପାରିବ ।…