Latest Odisha News

BREAKING NEWS

ଝଡ଼ର ଇଗଲ୍‌: ଉଡ଼ାଣର ରୋମାଞ୍ଚ

(ଝଡ଼ର ଇଗଲ୍ – ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ନେଇ ଏହି ଆଲେଖର ସୃଷ୍ଟି । ଓଡ଼ିଶା ସାହିତ୍ୟ ଜଗତର ପ୍ରତିଷ୍ଠିତ ଲେଖକ ତଥା ବରିଷ୍ଠ ସ୍ତମ୍ଭକାର ଦାଶ ବେନହୁରଙ୍କ ଦ୍ୱାରା ଲିଖିତ ଏହି ଆଲେଖ ସମୁଦାୟ ଏଗାରଟି କଡ଼ିରେ ବିଭକ୍ତ । ‘ଓଡ଼ିଶା ସମ୍ବାଦ’ ପକ୍ଷରୁ  ପ୍ରତିଦିନ ଧାରାବାହିକ ଭାବେ…

ଲକ୍‌ଡାଉନ ଡାଏରୀ : ଅନ୍ତର୍ନିହିତ ଗୁଣ ବିକାଶ ପାଇଁ ଫ୍ୟାଶନ ଡିଜାଇନର ଦୀନେନ୍ଦ୍ର ସିଂଦେଓଙ୍କୁ ମିଳିଛି ସମୟ

ଭୁବନେଶ୍ୱର: କରୋନା ପାଇଁ ଦେଶରେ ଲକ୍‌ଡାଉନ ପରିସ୍ଥିିତି ସୃଷ୍ଟି ହୋଇଥିବାରୁ ସମସ୍ତେ ଏବେ ଘରେ ରହୁଛନ୍ତି । ଅଫିସର କାମ ହେଉଛି କିନ୍ତୁ ଘରେ ରହି କରିବାକୁ ପଡୁଛି । ସ୍କୁଲ ପକ୍ଷରୁ ଅନଲାଇନ ପାଠପଢା ହେଉଛି । ନିୟମିତ କରୁଥିବା କାମର ଧାରା ବଦଳାଇ ଦେଇଛି ଲକ୍ ଡାଉନ । ତେବେ ଘରେ ରହି କିଏ…

ବିଜୟ ମିଶ୍ରଙ୍କ ଦେହାନ୍ତ ଅପୂରଣୀୟ କ୍ଷତି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାର ଲୋକପ୍ରିୟ ବିଶିଷ୍ଠ ନାଟ୍ୟକାର ବିଜୟ ମିଶ୍ରଙ୍କ ବିୟୋଗରେ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ କହିଛନ୍ତି, ଓଡ଼ିଆ ଚଳଚ୍ଚିତ୍ର ଜଗତ ଓ ସାହିତ୍ୟ ପାଇଁ ସ୍ୱଗର୍ତ ବିଜୟ ମିଶ୍ରଙ୍କ ଅବଦାନ ଅତୁଳନୀୟ । ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…

ଆରପାରିରେ ବିଶିଷ୍ଟ ନାଟ୍ୟକାର ବିଜୟ ମିଶ୍ର

ଭୁବନେଶ୍ୱର: ଆରପାରିରେ ପ୍ରସିଦ୍ଧ ଓଡ଼ିଆ ନାଟ୍ୟକାର ତଥା ସଂଳାପ ଲେଖକ ବିଜୟ ମିଶ୍ର । ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା । ଦୀର୍ଘ ଦିନ ହେଲା ସେ ଅସୁସ୍ଥ ଥିଲେ । ବିଜୟ ମିଶ୍ରଙ୍କୁ ନାଟ୍ୟ ଜଗତରେ ତାଙ୍କ…

ଦାମୀ ଗାଡିରେ ବିଦେଶୀ ମଦ କାରବାର, ଜଣେ ଗିରଫ

ଭୁବନେଶ୍ୱର: ତାଲାବନ୍ଦ ମଧ୍ୟରେ ଦାମୀ ଗାଡିରେ ବୁହା ଚାଲିଛି ବିଦେଶୀ ମଦ । ଭୁବନେଶ୍ୱର ସ୍ଥିତ ନୟାପଲ୍ଲିରୁ ବିପୁଳ ବ୍ରାଣ୍ଡେଡ ବିଦେଶୀ ମଦ ଜବତ ହୋଇଛି । ବଡ କଥା ହେଲା ଏହି ମଦ ଗୁଡିକୁ ଏକ ଦାମୀ ଗାଡିରେ ବୁହା ଯାଉଥିବା ଜଣାପଡିଛି । ପୋଲିସ ଖବର ପାଇ ଚଢ଼ାଉ କରି ଗାଡିରୁ ୫୧ ଲିଟର ବିଦେଶୀ…

ନିଜ ନିଜ ଶ୍ରମିକଙ୍କୁ ଫେରାଇ ନିଅ: ମହାରାଷ୍ଟ୍ର

ମହାରାଷ୍ଟ୍ର: କରୋନାର କଟକଣା ପାଇଁ ମହାରାଷ୍ଟ୍ରରେ ଫସିଥିବା ଶ୍ରମିକଙ୍କୁ ଫେରାଇ ନେବାକୁ ସବୁ ରାଜ୍ୟକୁ ଅନୁରୋଧ କରିଛି ମହାରାଷ୍ଟ୍ର । ବର୍ତ୍ତମାନ ଲକଡାଉନ୍‌କୁ ମାସେ ପୂରିଛି । ଏହାରି ଭିତରେ ମହାରାଷ୍ଟ୍ରରେ ସାଢ଼େ ୩ ଲକ୍ଷ ପ୍ରବାସୀ ଶ୍ରମିକ ଫସି ରହିଛନ୍ତି । ଏମାନଙ୍କୁ ନିଜ ନିଜ ରାଜ୍ୟକୁ…

ମିଳିଲା ଉତ୍ତର କୋରିଆ ଶାସକ କିମ୍ ଜୋଙ୍ଗ୍ ଉନ୍‌ଙ୍କ ସମ୍ଭାବ୍ୟ ଠିକଣା !

ଭୁବନେଶ୍ୱର‌: ଏବେ ବି ଉତ୍ତର କୋରିଆ କିମ ଜୋଙ୍ଗ ଉନ୍‌ଙ୍କ ନାଁରେ ବିଦେଶୀ ନେତା ଓ ଘରୋଇ କର୍ମଚାରୀଙ୍କୁ ଚିଠି ତଥା ଉପହାର ପଠାଉଛି । ସାରା ଦେଶରେ କିମ୍‌ଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ରହସ୍ୟ ଘନେଇବାରେ ଲାଗିଛି । ହେଲେ ମୁହଁ ବନ୍ଦ ରଖିଛି ଉତ୍ତର କୋରିଆ । ସତରେ କ'ଣ କୋମା କିମ୍ବା…

କରୋନା ଯୁଦ୍ଧରେ ହାରିଗଲେ କରୋନା ଯୋଦ୍ଧା

ଆନ୍ଧ୍ରପ୍ରଦେଶ: କରୋନା ନେଲା ୨ ଟଙ୍କିଆ ଡାକ୍ତରଙ୍କ ଜୀବନ । ସେବାରେ ହିଁ ଚାଲିଗଲା କରୋନା ଯୋଦ୍ଧାଙ୍କ ଜୀବନ । ଅନ୍ୟକୁ ଜୀବନ ଦାନ ଦେଉଥିବା ମଣିଷଟିଏ କରୋନାର କବଳରୁ ନିଜକୁ ବଂଚାଇ ପାରିଲେନି । ୨ଟଙ୍କାରେ ରୋଗୀଙ୍କ ସେବା କରିବା ନେଇ ଚାରିଆଡୁ ଚର୍ଚ୍ଚା ସାଉଁଟିଥିବା ଆନ୍ଧ୍ରପ୍ରଦେଶର…

ସୁସ୍ଥ ହେଲେ ଆଉ ଜଣେ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ପୁଣି ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩୪ରେ ପହଂଚିଛି । ସୁସ୍ଥ ହୋଇଥିବା ବ୍ୟକ୍ତି ଜଣକ ଭୁବନେଶ୍ୱରର ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ କରି ସୂଚନା ଦେଇଛି । The #COVID19…

ଓଡ଼ିଶାକୁ ନାହିଁ ବାତ୍ୟା ଭୟ

ଭୁବନେଶ୍ୱର: ଓଡ଼ିଶାକୁ ବାତ୍ୟା ଭୟ ନାହିଁ । ଯଦି ବି ଲଘୁଚାପ ବାତ୍ୟାର ରୂପ ନିଏ ତେବ ଏହାର ଦିଗ ମିଆଁମାର ଓ ବାଂଲାଦେଶ ଆଡକୁ ରହିବ ବୋଲି ଭୁବନେଶ୍ୱର ଆଂଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ଓଡ଼ିଶା ଉପରେ ଏହାର କିଛି ପ୍ରଭାବ ପଡିବ ନାହିଁ । ୩୦ ଏପ୍ରିଲ ବେଳକୁ ଲୋ’ ପ୍ରେସର ଦକ୍ଷିଣ…