Latest Odisha News

BREAKING NEWS

୬ ହଜାର ଟଙ୍କା ଶସ୍ତା ହେଲା ୱାନପ୍ଲସର ଏହି ଦମଦାର ଫୋନ, ଜାଣନ୍ତୁ ନୂଆ ଦର

ନୂଆଦିଲ୍ଲୀ: ଚାଇନାର ଟେକ୍ କମ୍ପାନୀ ୱାନପ୍ଲସ ଦ୍ୱାରା ଲାଟେଷ୍ଟ ୱାନପ୍ଲସ ୮ ସିରିଜ ଲଞ୍ଚ କରି ଦିଆଯାଇ ସାଇଛି ।ଏହି କ୍ରମରେ ଦୁଇଟି ସ୍ମାର୍ଟଫୋନ୍ ୱାନପ୍ଲସ 8 ଏବଂ 8 ପ୍ରୋ ସାମିଲ ରହିଛି । ଭାରତରେ ନୂତନ ଫ୍ଲାଗସିପ୍ ଲଞ୍ଚ କରିବା ମାତ୍ରେ କମ୍ପାନୀ ପୂର୍ବ ୱାନ ପ୍ଲସର 7 T ପ୍ରୋ ର…

ଗୋଟିଏ ଦିନରେ ସୁସ୍ଥ ହେଲେ ୭୦୫ କାରୋନା ସଂକ୍ରମିତ: ସ୍ୱାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ବଢ଼ି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଯାହା ଏବେ ଚିନ୍ତାର କାରଣ ପାଲଟିଛି । ତେବେ ଏହାରି ଭିତରେ ଦେଶ ପାଇଁ ଆସିଛି ଏକ ବଡ ଖୁସି ଖବର । ଗତ ୨୪ ଘଂଟା ମଧ୍ୟରେ ୭୦୫ କରୋନା ସଂକ୍ରମିତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଏ ପର‌୍ୟ୍ୟନ୍ତ ମୋଟ୍…

ନୂଆ ଲୁକ୍‌ରେ କପିଲ ଦେବ, ଫଟୋ ଭାଇରାଲ

ନୂଆଦିଲ୍ଲୀ: ଲକଡାଉନ୍ ଭିତରେ ସାମ୍ନାକୁ ଆସିଛି ପୂର୍ବତନ ଭାତରୀୟ କ୍ରିକେଟର କପିଲ ଦେବଙ୍କ ନୂଆ ଲୁକ୍ । ତାଙ୍କର ଏବେ ନୂଆ ଲୁକ୍‌କୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । ଯିଏ ବି ତାଙ୍କ ନୂଆ ଲୁକ୍ ଦେଖୁଛି ସିଏ ଆଶ୍ଚର୍ଯ୍ୟ ହୋଇପଡୁଛନ୍ତି । ଭାରତର କ୍ରିକେଟ କିମ୍ବଦନ୍ତୀ କପିଲ ନିଜ ମୁଣ୍ଡରୁ ସବୁ…

ଓଡିଆ ଫିଲ୍ମ ନିର୍ମାତା ସୁଶାନ୍ତ ମିଶ୍ରଙ୍କ ‘ଜୋସେଫ’କୁ ସିଲଭର ରେମି ପୁରସ୍କାର

ଭୁବନେଶ୍ୱର : ଓଡିଆ ଫିଲ୍ମ ନିର୍ମାତା ସୁଶାନ୍ତ ମିଶ୍ରଙ୍କ ଫିଲ୍ମ ‘ଜୋସେଫ-ବର୍ଣ୍ଣ ଇନ ଗ୍ରେସ୍‌’ କୁ ସିଲଭର ରେମି ପୁରସ୍କାର ପାଇଛି । ହୋଷ୍ଟନରେ ଆୟୋଜିତ ୫୩ତମ ୱାର୍ଲ ଫେଷ୍ଟ୍ ଖ୍ରୀଷ୍ଟିଆନ ଫିଚର ଫିଲ୍ମ କାଟାଗୋରୀ ପାଇଁ ମନୋନୀତ ହୋଇଛି । ଉମାକାନ୍ତ ମହାପାତ୍ରଙ୍କ ଦ୍ୱାରା ଲିଖିତ…

ରାଜ୍ୟରେ ଦ୍ଵିତୀୟ କରୋନା ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତିଙ୍କ ବୟସ ୭୦ ବର୍ଷ ହୋଇଥିବା ବେଳେ ଆଜି ସକାଳେ ତାଙ୍କର ମୃତ୍ୟୁ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ୱିଟ ଯୋଗେ ଜଣାଯାଇଛି । Covid positive Case No. 44 Patient was a resident of West…

ମଧ୍ୟପ୍ରଦେଶ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ, ଶପଥ ନେଲେ ୫ ମନ୍ତ୍ରୀ

ଭୋପାଲ: ଲକଡାଉନ ମଧ୍ୟରେ ଏବଂ ପ୍ରାୟ ଏକ ମାସ ପରେ ମଧ୍ୟପ୍ରଦେଶର ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ହୋଇଛି । ଆଜି ମଧ୍ୟପ୍ରଦେଶର ୫ ବିଧାୟକ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଏହି ୫ ବିଧାୟକଙ୍କ ମଧ୍ୟରେ ସିନ୍ଧିଆଙ୍କ ୨ ସମର୍ଥକ ଅଛନ୍ତି । ତେବେ ଶପଥ ସମାରୋହରେ ସାମାଜିକ ଦୂରତା ପାଇଁ…

କରୋନା ମୁକାବିଲା: ଯାଜପୁରରେ ପହଞ୍ଚିଲା ରାପିଡ ରେସପନ୍ସ ଟିମ

ଯାଜପୁର: ଯାଜପୁରରେ ପହଞ୍ଚିଲା ରାପିଡ୍ ରେସପନ୍ସ ଟିମ୍ । ସ୍ବସ୍ଥ୍ୟ ସଚିବଙ୍କ ନିର୍ଦ୍ଦେଶ ପରେ ସ୍ବାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ଡାଇରେକ୍ଟର ଡ. ବିଜୟ କୁମାର ପାଣିଗ୍ରାହୀ, ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ସଦସ୍ୟ ସହ ୪ ଜଣିଆ ଟିମ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିଛନ୍ତି। କରୋନା…

ଚିକିତ୍ସା ପରେ ସୁସ୍ଥ ହେଲେ ରାଜ୍ୟର ଆଉ ୫ କରୋନା ପଜିଟିଭ ରୋଗୀ

ଭୁବନେଶ୍ୱର : ସୁସ୍ଥ ହେଲେ ଚିକିତ୍ସିତ ହେଉଥିବା ରାଜ୍ୟର ଆଉ ୫ କରୋନା ପଜିଟିଭ ରୋଗୀ । ଏମାନଙ୍କ ମଧ୍ୟରୁ ଭୁବନେଶ୍ୱର, ଢେଙ୍କାନାଳ, କଳାହାଣ୍ଡି, ସୁନ୍ଦଗରଗଡ ଓ କେନ୍ଦ୍ରାପଡାର ଜଣେ ଲେଖାଏଁ ଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଟ୍ୱିଟ୍ ଯୋଗେ ସୂଚନା ଦେଇଛି । ଏଥି ସହ…

ମଦ ପିଇ ବିଧାନସଭା ଆସିଲେ ଚାକିରୀ ଯିବ: ବାଚସ୍ପତି

ଭୁବନେଶ୍ୱର: ମଦ ପିଇ ବିଧାନସଭା ଆସିଲେ ହରାଇବାକୁ ପଡିବ ଚାକିରୀ। ବିଧାନସଭା କର୍ମଚାରୀଙ୍କ ପାଇଁ ଏଭଳି କଡା କଟକଣା ଜାରି କରିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର। କେବଳ ସେତିକି ନୁହେଁ ପାନ, ସିଗାରେଟ ମନା । ଛେପ ପକାଇବାକୁ ବି ବାରଣ କରିଛନ୍ତି ବାଚସ୍ପତି। ଲୋକସଭା ବାଚସ୍ପତିଙ୍କ ସହ…

ୱେବ୍‌ସାଇଟ ଜରିଆରେ ଚାଷୀଙ୍କ ପାଇଁ ସୃଷ୍ଟି ହେବ ବଜାର

ଭୁବନେଶ୍ୱର: ଚାଷୀଙ୍କ ପନିପରିବା ବିକ୍ରି ପାଇଁ ଆରମ୍ଭ ହୋଇଛି ଅଭିନବ ଉଦ୍ୟମ । ବିକ୍ରି ଯୋଗ୍ୟ ପନିପରିବାକୁ ବଜାରକୁ ଆଣିବାକୁ କୃଷି ବିଭାଗ ଆରମ୍ଭ କଲା ନୂଆ ୱେବ ସାଇଟ। odihortmarketing.nic.in ୱେବସାଇଟ ମାଧ୍ୟମରେ ଚାଷୀଙ୍କ ପାଇଁ ବଜାର ସୃଷ୍ଟି ହେବ। ସାରା ଓଡ଼ିଶାର ୧୫୦୦ ରୁ ଅଧିକ…