କଙ୍ଗନାଙ୍କ ବିରୁଦ୍ଧରେ ମାମଲା ରୁଜୁ କରିବାକୁ ବାନ୍ଦ୍ରା କୋର୍ଟଙ୍କ ନିର୍ଦ୍ଦେଶ
ମୁମ୍ବାଇ: ମୁମ୍ବାଇର ବାନ୍ଦ୍ରା କୋର୍ଟ ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାନାୱତଙ୍କ ବିରୋଧରେ ଏଫଆଇଆର ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କଙ୍ଗନାଙ୍କ ବିରୋଧରରେ ସାମ୍ପ୍ରଦାୟିକ ଘୃଣାକୁ ପ୍ରଶ୍ରୟ ଦେଇ ଏହାକୁ ଅଧିକ ବିସ୍ତାର କରିଥିବା ଅଭିଯୋଗ ହୋଇଛି।
ମହମ୍ମଦ ସାହିଲ ଅଶ୍ରଫ୍ ଅଲ୍ଲୀ…