Latest Odisha News

BREAKING NEWS

ଲକଡାଉନରେ ସଚିନଙ୍କ ଚୁଟି କାଟିବା ପ୍ରଂଶସକଙ୍କୁ ପସନ୍ଦ ଆସୁଛି

ମୁମ୍ବାଇ: ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର କ୍ରିକେଟଠାରୁ ଦୂରେଇ ରହିଥିଲେ ମଧ୍ୟ ପ୍ରଶଂସକ ତାଙ୍କୁ ଏବେ ବି ଭଲ ପାଉଛନ୍ତି । କରୋନା ଭାଇରସ ଯୋଗୁ ସାରା ଦେଶରେ ଲକଡାଉନ କରାଯାଇଛି । ସଚିନ ମଧ୍ୟ ସରକାରଙ୍କ ଏହି ନିୟମକୁ ଗୁରୁତ୍ୱ ସହକାରେ ପାଳନ କରୁଛନ୍ତି । ଏହି ଅବସରରେ ସେ ନିଜେ ଚୁଟି…

ଆସନ୍ତୁ ଜାଣିବା କିଏ ହେଉଛନ୍ତି କୁଇନ ଅଫ ବଡିବିଲ୍ଡର୍ସ

ନ୍ୟୁୟର୍କ: ଆମେରିକାର କୁଇନ ଅଫ ବଡି ବିଲ୍ଡର୍ସସ ସୋସିଆଲ ସାଇଟରେ ବେଶ୍ ଲୋକପ୍ରିୟ ହୋଇ ଉଠିଛନ୍ତି । ଏହି ୨୩ ବର୍ଷୀୟା ଯୁବତୀଙ୍କ ନାମ ହେଲା ଜେସିକା ଗୁଇନାନ୍ । ସେ ଉଟାହ ଅଂଚଳର ବାସିନ୍ଦା । ବିବାହ କରିବା ପରେ ସେ ତାଙ୍କ ଶରୀର ପ୍ରତି ବିଶେଷ ଧ୍ୟାନ ଦେଇଥିଲେ । ସୁନ୍ଦରୀ ହେବା ସହ ତାଙ୍କ…

ବେଲଜିୟମ ବୈଜ୍ଞାନିକଙ୍କ ପରୀକ୍ଷଣ ଆଶ ସୃଷ୍ଟି କଲା, କାମେଲିଡ୍ସ ବ୍ଲଡ ମୋଲେକ୍ୟୁଲସ କରୋନା ଭାଇରସକୁ ଭଲ କରିବ !

ନୂଆଦିଲ୍ଲୀ: ବେଲଜିୟମର ଜଣେ ବୈଜ୍ଞାନିକ ଦୀର୍ଘ ଦିନ ଧରି ଗବେଷଣା କରିବା ପରେ ରବିବାର ସାରା ବିଶ୍ୱକୁ ଆଶା ଦେଖାଇଛନ୍ତି । କାମେଲିଡ୍ସ ଶରୀରରେ ଥିବା ବ୍ଲଡ ମଲିକ୍ୟୁଲ କରୋନା ଭାଇରସକୁ ରୋକିବାରେ ସହାୟ ହେବ । ଏହା ସେ ପରୀକ୍ଷା କରିବା ପ୍ରମାଣ ମଧ୍ୟ କରିପାରିଛନ୍ତି । ଡେଲିମେଲ, ଦି…

୨ ମାସ ମଧ୍ୟରେ ଦକ୍ଷିଣ କୋରିଆରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୦ ତଳକୁ ଖସିଛି

ସିଓଲ: ଚୀନ ପରେ ଦକ୍ଷିଣ କୋରିଆ କରୋନା ଭାଇରସ ଜାଲରେ ପଡି ଯାଇଥିଲା । ତେବେ ଉଚିତ ପଦକ୍ଷେପ ଯୋଗୁ ଦକ୍ଷିଣ କୋରିଆ କରୋନାକୁ ଜିତିବା ପାଇଁ ନିକଟତର ହେଲାଣି । ୨ ମାସ ପରେ ପ୍ରଥମ ଥର ପାଇଁ ଏଠାରେ ୨୦ରୁ କମ୍ ନୂଆ କେସ୍ ଆସିଛି । ପ୍ରତିଦିନ ୩୦ରୁ ଅଧିକ କରୋନା ସଂକ୍ରମିତଙ୍କୁ ଚିହ୍ନଟ…

ବେକହାମଙ୍କ ମତରେ ମେସି ଶ୍ରେଷ୍ଠ, ରୋନାଲ୍ଡୋ ଦ୍ୱିତୀୟ ସ୍ଥାନରେ

ଲଣ୍ଡନ: ଇଂଲଣ୍ଡର ମହାନ ଫୁଟବଲ ଖେଳାଳି ଡେଭିଡ ବେକହାମ ଆର୍ଜେଂଟିନାର ଲିଓନେଲ ମେସିଙ୍କ ଭୂୟସୀ ପ୍ରଶଂସା କରିଛନ୍ତି । ସେ ଜଣେ ଭିନ୍ନ ଧରଣର ଖେଳାଳି । ତାଙ୍କ ପରି କିଏ ହେବେ ନାହିଁ । ମୋ ମତରେ ସେ ଶ୍ରେଷ୍ଠ ଫୁଟବଲ ଖେଳାଳି । ପର୍ତୁଗାଲର କ୍ରିଷ୍ଟିଆନ ରୋନାଲ୍ଡୋ ଭଲ ଖେଳାଳି ହୋଇଥିଲେ…

ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା, ନାବାଳକ ଅଟକ

କେନ୍ଦୁଝର : ବାମେବାରୀ ଥାନା ଜମିର୍ତ୍ତା ଗାଁରେ ଛଅ ବର୍ଷର ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ହୋଇଛି । ଏହି ଘଟଣାରେ ପୋଲିସ ୧୪ବର୍ଷର ଜଣେ ନାବାଳକକୁ ଅଟକ ରଖି ପଚରାଉଚୁରା କରୁଛି । ପୋଲିସର ସୂଚନା ଅନୁଯାୟୀ ନାବାଳକ ଜଣକ ଦୁଷ୍କର୍ମ କରିବା ପରେ କଥା ପ୍ରଘଟ ହେବା ଭୟରେ ପିଟିପିଟି ହତ୍ୟା…

ସାମାଜିକ ଦୂରତା ରକ୍ଷା ବେଳେ ମନୁଷ୍ୟର ମନସ୍ଥିତି…

ପ୍ରଥମ ପର୍ଯ୍ୟାୟ ୨୧ ଦିନିଆ ତାଲାବନ୍ଦ ଘୋଷଣାର ଦି’ସପ୍ତାହ ଯିବା ପରଠୁ ଆମ ଦେଶରେ କିଛି ଲୋକଙ୍କ ଭିତରେ ଗୃହବନ୍ଦୀଜନିତ ବିରକ୍ତି ଦେଖାଦେଇଥିବା ବିଷୟ ଗଣମାଧ୍ୟମରେ ଚର୍ଚ୍ଚିତ ହୋଇଥିଲା| ଏବେ ଏହା ଅବସାଦରେ ପରିଣତ ହୋଇଥିବା କୁହାଯାଉଛି| ସେମାନେ କୁଆଡ଼େ ଘୋର ମାନସିକ ଅଶାନ୍ତିରେ କାଳ…

ରସୁଲପୁର ବିଡିଓ ଓ ତହସିଲଦାରଙ୍କୁ ସଂଘବଦ୍ଧ ଆକ୍ରମଣ ଘଟଣାରେ ଆଉ ପାଞ୍ଚ ଗିରଫ

ଯାଜପୁର : କୁଆଖିଆ ଥାନା ଅନ୍ତର୍ଗତ ଗୋପୀନାଥପୁର ଗାଁରେ ରସୁଲପୁର ବିଡିଓ ଓ ତହସିଲଦାରଙ୍କୁ ସଂଘବଦ୍ଧ ଆକ୍ରମଣ ଘଟଣାରେ ସଂପୃକ୍ତ ଆଉ ୫ଜଣଙ୍କୁ ପୋଲିସ ଗିରଫ କରିଛି । ଶନିବାର ଏହି ଘଟଣାରେ ୩ଜଣକୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଥିଲା । ଆକ୍ରମଣ ଘଟଣା ପରେ ଗୋପୀନାଥପୁର ଗାଁର ମୁସଲିମ…

ମଦ ବୋତଲ ସହ ସେଲଫି; ନିଲମ୍ବିତ ହେଲେ ୩ ରେଭେନ୍ୟୁ ଅଫିସର !

ମଧ୍ୟପ୍ରଦେଶ: ରାଇସେନ୍ ଜିଲ୍ଲାରେ ମଦ ବୋତଲ ଧରି ଫଟୋ ଉଠାଇବା ତିନିଜଣ ରାଜସ୍ୱ ବିଭାଗ ଅଧିକାରୀଙ୍କୁ ମହଙ୍ଗା ପଡିଛି । ତିନି ଅଧିକାରୀ ମଦ ବୋତଲ ଧରି ଏକ ଫଟୋ ଉଠାଇ ପରେ ସୋସିଆଲ୍ ମିଡିଆରେ ଶେୟାର କରିଥିଲେ । Madhya Pradesh: 3 revenue department officials have been…

କରୋନା ମୁକାବିଲା: ପଞ୍ଚାୟତ ସ୍ତରରେ କଡାକଡି ହେବ ପଞ୍ଜୀକରଣ

କରୋନା ଯୁଦ୍ଧରେ ବିଜୟ ପାଇଁ ରାଜ୍ୟ ସରକାର ଅଂଟା ଭିଡିଛନ୍ତି । ତୃଣମୂଳସ୍ତରକୁ ଏହା ବ୍ୟାପିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଏକ ବଡ଼ ନିଷ୍ପତି ନେଇଛନ୍ତି । ବାହାର ରାଜ୍ୟରେ ଫସି ରହିଥିବା ଓଡ଼ିଶାର ଲକ୍ଷାଧିକ ଶ୍ରମିକ ଓ ଲୋକଙ୍କୁ ଓଡ଼ିଶା ଫେରାଇ ଆଣିବା ପାଇଁ ସରକାର ଉଦ୍ୟମ…