ଗଞ୍ଜାମରେ କାଲିଠୁ କୋହଳ ହେବ କଟକଣା
ଗଞ୍ଜାମ: ଆସନ୍ତାକାଲିଠାରୁ ଗଂଜାମରେ କୋହଳ ହେବ କଟକଣା । ଏନେଇ ଗଂଜମା ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ କଟକଣାକୁ କୋହଳ କରାଯିବ । ତେବେ ବିନା ଅନୁମତିରେ କେହି ବାହାରକୁ ବାହାରି ପାରିବେ ନାହିଁ । ଅତି ଆବଶ୍ୟକ ଥିଲେ ଲୋକେ…