Latest Odisha News

BREAKING NEWS

କିମ ଜୋଙ୍ଗ ଅସୁସ୍ଥ ! ଜେଜେବାପାଙ୍କ ସମ୍ମାନରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଲେନି

ପେଙ୍ଗୟୋଙ୍ଗ: ଉତରକୋରିଆର ଏକଚ୍ଛତ୍ରବାଦ ଶାସକ କିମ ଜୋଙ୍ଗ ଅସୁସ୍ଥ ଥିବା ନେଇ ଅନ୍ତର୍ଜାତୀୟସ୍ତରର ବିଭନ୍ନ ଗଣମାଧ୍ୟମ ସନ୍ଦେହ ବ୍ୟକ୍ତ କରିଛନ୍ତି। ବୁଧବାର ତାଙ୍କ ଜେଜେବାପା କିମ ଟୁ ସୋଙ୍ଗଙ୍କ ସମ୍ମାନରେ ଆୟୋଜିତ ହେଉଥିବା ଉତରକୋରିଆ ବାର୍ଷିକ ଦିବସରେ ସେ ଯୋଗ ଦେଇ ନ ଥିଲେ । ୨୦୧୧ରେ…

ଭିଡିଓ ମିଟିଂ ପାଇଁ ବ୍ୟବହାର ହେଉଥିବା ଜୁମ୍ ଆପ୍ ସୁରକ୍ଷିତ ନୁହେଁ : ଗୃହ ମନ୍ତ୍ରଣାଳୟ

ନୂଆଦିଲ୍ଲୀ : ଭାରତରେ ଭିଡିଓ କଲିଂ ଓ ମିଟିଂ ପାଇଁ ବହୁଳ ଭାବରେ ବ୍ୟବହାର ହେଉଥିବା ଜୁମ୍ ଆପ୍ ସୁରକ୍ଷିତ ନୁହେଁ ବୋଲି ଗୃହ ମନ୍ତ୍ରଣାଳୟ ପକ୍ଷରୁ ସତର୍କ କରାଯାଇଛି । ଏଥି ସହିତ କେନ୍ଦ୍ର ସରକାରଙ୍କ ପକ୍ଷରୁ ସରକାରୀ କାର୍ଯ୍ୟ ପାଇଁ କର୍ମଚାରୀ ଓ ଅଫିସରେ ଏହି ଜୁମ୍ ଆପ୍ ବ୍ୟବହାର ନେଇ କଟକଣା…

ପଦକ୍ଷେପ ନେଲାନି ପ୍ରଶାସନ, ମଣ୍ଡିରେ ପଡି ଗଜା ହେଲା ଧାନ

ମାଲକାନଗିରି: ମାସା ମାସ ଧରି ମଣ୍ଡିରେ ପଡି ରହିଛି ଧାନ । ତାଲାବନ୍ଦ ଭିତରେ ଖୋଲା ଆକାଶ ତଳେ ପଡି ରହିଥିବା କ୍ୱିଂଟାଲ କ୍ୱିଂଟାଲ ଧାନ ବର୍ଷାରେ ଭିଜି ଗଜା ହେଲାଣି । ଏହାକୁ ନେଇ ଚାଷୀ ମୁଣ୍ଡରେ ଏବେ ଚଡକ ପଡିଛି । ଚାଷୀର ବର୍ଷ ଯାକର ପରିଶ୍ରମ ପାଣିରେ ଭାସି ଯାଉଛି । ବସ୍ତା ବସ୍ତା ଧାନ…

ପୁରୀରେ ପହଞ୍ଚିଲା ସପ୍ତମ ପର୍ଯ୍ୟାୟ ରଥକାଠ

ପୁରୀ : ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରା ପାଇଁ ଅକ୍ଷୟ ତୃତୀୟାରୁ ରଥ ନିର୍ମାଣ ଆରମ୍ଭ ହେବ। ଏନେଇ ଆଜି ପୁରୀ ବଡ଼ଦାଣ୍ଡରେ ପହଞ୍ଚିଛି ସପ୍ତମ ପର୍ଯ୍ୟାୟ ରଥକାଠ। ଏହି ପର୍ଯ୍ୟାୟରେ ୨୦ ଖଣ୍ଡ ରଥ କାଠ ପୁରୀରେ ପହଁଚିଛି । ଦଶପଲ୍ଲା ବନଖଣ୍ଡ ଅଂଚଳରୁ ଗୋଟିଏ ଟ୍ରକ ରେ ଆସିଥିବା ଏହି ରଥକାଠ…

ଅନଲାଇନ ଅନ୍ତର୍ଜାତୀୟ ଶୁଟିଂ ଚାମ୍ପିୟନଶିପରେ ଭାରତୀୟ ଶୁଟରଙ୍କ ପ୍ରଭାବୀ ପ୍ରଦର୍ଶନ

ନୂଆଦିଲ୍ଲୀ: କରୋନା ଯୋଗୁ ସମସ୍ତ କ୍ରୀଡା ପ୍ରତିଯୋଗିତା ବନ୍ଦ ରହିଛି । ତେବେ ପ୍ରଥମ ଥର ପାଇଁ ଆୟୋଜିତ ହେଉଥିବା ଅନଲାଇନ ଅନ୍ତର୍ଜାତୀୟ ଶୁଟିଂ ଚାମ୍ପିୟନଶିପରେ ଭାରତୀୟ ଶୁଟର ପ୍ରଭାବୀ ପ୍ରଦର୍ଶନ କରିଛନ୍ତି । ମେଘନା ସଜ୍ଜନର ୧୦ମିଟର ଏୟାର ରାଇଲଫଲରେ ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି । ସେ…

ବଲିଉଡରେ କରୋନା: ଏହି ତାରକାଙ୍କ କର୍ମଚାରୀ ହେଲେ ପଜିଟିଭ ଚିହ୍ନଟ, କ୍ୱାରେଣ୍ଟାଇନରେ ସାରା ପରିବାର

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତା ସଞ୍ଜୟ ଖାନଙ୍କ ଝିଅ ଫରହା ଖାନ ଅଲି (ଜ୍ଵେଲାରୀ ଡିଜାଇନର) ଙ୍କ ଘର ଜଣେ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନନ୍ତି । ଫରହା ଏନେଇ ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି । ଫରହା ଟ୍ଵିଟୱେବ ଲେଖିଛନ୍ତି ଯେ,ତାଙ୍କ ଘରର ଜଣେ କର୍ମଚାରୀ କରୋନା…

୩୨୫ ଜିଲ୍ଲାରେ କରୋନା ସଂକ୍ରମଣ ହୋଇନି: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ବଢ଼ି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଭାରତରେ ୧୨ ହଜାର ଅତିକ୍ରମ କରିସାରିଲାଣି । ତେବେ ଦେଶର ପ୍ରାୟ ୩୨୫ ଜିଲ୍ଲାରେ ହୋଇନି କରୋନା ସଂକ୍ରମଣ । ଏହି ସବୁ ଜିଲ୍ଲାରୁ ଗୋଟିଏ ହେଲେ କରୋନା ମାମଲା ଆସିନାହିଁ । ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା…

କରୋନା ଆତଙ୍କ; ଆଖି ବୁଜିଲା ୨୯ ଦିନର ଶିଶୁ !

ଫିଲିପାଇନ୍ସ: କରୋନାଭାଇରସଠୁ ହାର୍ ମାନିଲା ବିଶ୍ୱର ସର୍ବକନିଷ୍ଠ ରୋଗୀ । କରୋନାଭାଇରସରେ ଆକ୍ରାନ୍ତ ୨୯ଦିନର ଶିଶୁଟି ମଙ୍ଗଳବାର ଦକ୍ଷିଣ ମାନିଲାର ବାତାଙ୍ଗାସ୍ ଅଂଚଳରେ ପ୍ରାଣ ହରାଇଥିଲା । THE Department of Health (DoH) on Tuesday confirmed that the youngest…

କରୋନା ସଂକ୍ରମଣଙ୍କ ଶବରୁ ମଧ୍ୟ ସଂକ୍ରମିତ ହେବାର ଭୟ ସୃଷ୍ଟି ହେଲା

ନୂଆଦିଲ୍ଲୀ: କରୋନା ସଂକ୍ରମଣଙ୍କ ଶବରୁ ମଧ୍ୟ ସଂକ୍ରମିତ ହେବାର ଭୟ ସୃଷ୍ଟି ହେଲା । ଥାଇଲାଣ୍ଡରେ ଏହିଭଳି ଏକ ରିପୋର୍ଟ ହସ୍ତଗତ ହୋଇଛି । ଥାଇଲାଣ୍ଡର ଏକ ଶବ ପରୀକ୍ଷକଙ୍କ କରୋନା ସଂକ୍ରମଣରେ ମୃତ୍ୟୁ ପରେ ଏହା ସ୍ପଷ୍ଟ ହୋଇଛି । ଶବ ରହୁଥିବା ସ୍ଥାନ, ମଶାଣି ଏବଂ ଶବ ବାହକ ଗାଡି ସହ…

ଏପ୍ରିଲ ୨୦ରୁ ପୁନଃ ସେବା ପ୍ରଦାନ କରିବେ ଆମାଜନ ଓ ଫ୍ଲିପକାର୍ଟ ଭଳି ଇ-କମର୍ସ ସାଇଟ !

ନୂଆଦିଲ୍ଲୀ: ଫ୍ଲିପକାର୍ଟ, ଆମାଜନ ଏବଂ ପେଟିଏମ୍ ମଲ୍ ଭଳି ଅନ୍ଲାଇନ୍ କମ୍ପାନୀଗୁଡିକ ଏପ୍ରିଲ ମାସ ୨୦ ପରେ ସମ୍ପୂର୍ଣ୍ଣ କାର୍ଯ୍ୟ ଆରମ୍ଭ କରିବାକୁ ଯାଉଥିବା ଜଣାପଡିଛି। ବୁଧବାର ଦିନ ଗୃହ ମନ୍ତ୍ରଣାଳୟ ଲକଡାଉନ ବିସ୍ତାର ସମୟରେ ଅନୁସରଣ କରିବାକୁ ନିର୍ଦ୍ଦେଶାବଳୀ ଜାରି କରିବା ପରେ…