Latest Odisha News

BREAKING NEWS

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନକୁ ପାଣ୍ଠି ଅଟକାଇଲେ ରାଷ୍ଟ୍ରପତି ଟ୍ରମ୍ପ

ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲ୍ୟୁ ଏଚ ଓ) କରୋନା ଭାଇରସର ମାରାତ୍ମକତାକୁ ଲୁଚାଇ ରଖିବା ଅଭିଯୋଗ କରିଛି ଆମେରିକା । ଏଥିପାଇଁ ବିଶ୍ୱସ୍ୱାସ୍ଥ୍ୟ ସଙ୍ଗଠନକୁ ପାଣ୍ଠି ଯୋଗାଇବା ବନ୍ଦ କରିଥିବା ଆମେରିକା ଘୋଷଣା କରିଛି। ଏକ ବକ୍ତବ୍ୟରେ ଟ୍ରମ୍ପ କହିଛନ୍ତି ଯେ ବିଶ୍ୱ ସ୍ୱାସ୍ଥ୍ୟ…

ବଢ଼ିଲା ଲକଡାଉନ କମିଲା ଚାହିଦା; କ’ଣ ରହିଛି ପେଟ୍ରୋଲ ଡିଜେଲ ଦର

ନୂଆଦିଲ୍ଲୀ: କରୋନାଭାଇରସ ବିସ୍ତାରକୁ ଦୃଷ୍ଟିରେ ରଖି ସାରାଦେଶରେ ଲକଡାଉନର ଅବଧିକୁ ଆସନ୍ତା ମେ ମାସ ୩ ତାରିଖ ଯାଏଁ ବୃଦ୍ଧି କରାଯାଇଛି । ଲକଡାଉନ ଯୋଗୁଁ ଅତି ଆବଶ୍ୟକ କାମ ଛଡା ଜନସାଧାରଣ ଘରୁ ନ ବାହାରିବା ପାଇଁ ସରକାର କଡା ନିର୍ଦ୍ଦେଶ ଦେଇଛନ୍ତି । ଲୋକ ଘରେ ରହୁଥିବା କାରଣରୁ ପେଟ୍ରୋଲ ଓ…

ଲକ୍‌-ଡାଉନରେ ସୁପରଷ୍ଟାର ସଲମାନ କାହିଁକି ନେଲେ ଏପରି ନିଷ୍ପତ୍ତି !

ମୁମ୍ବାଇ: ଖୁବଶୀଘ୍ର ବଲିଉଡ ସୁପରଷ୍ଟାର ସଲମାନ ଖୋଲିବେ ନିଜର ୟୁ ଟ୍ୟୁବ ଚ୍ୟାନେଲ । ଚ୍ୟାନେଲର ନାଁ ରହିବ ବିଙ୍ଗ୍ ସଲମାନ ଖାନ । View this post on Instagram A post shared by…

କରୋନା କବଳରେ ବିଶ୍ୱ: ୧ ଲକ୍ଷ ୨୬ ହଜାର ଛୁଇଁଲା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: କରୋନା ପ୍ରଭାବରେ ସାରା ବିଶ୍ୱରେ ମୃତ୍ୟୁ ସଂଖ୍ୟା ଅସମ୍ଭବ ଭାବେ ବଢିଚାଲିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଜାରି ହୋଇଥିବା ସଦ୍ୟତମ ରିପୋର୍ଟ ଅନୁଯାୟୀ ଏହି ମହାମାରୀ ପ୍ରଭାବରେ ସାରା ବିଶ୍ୱରେ ଏପର୍ଯ୍ୟନ୍ତ ୧୯ ଲକ୍ଷ ୭୯ ହଜାର ୪୪୭ ଜଣ ଲୋକ ଆକ୍ରାନ୍ତ ଥିବା ବେଳେ ମୃତ୍ୟୁ…

ଲକ୍‌-ଡାଉନରେ ଦର୍ଶକଙ୍କ ମନୋରଂଜନ କରିବ ହନିି ସିଂଙ୍କ ମସ୍କୋ ସୁକା !

ମୁମ୍ବାଇ: କରୋନାମହାମାରୀରେ ପ୍ରଥମ ଅଫିସିଆଲ ଟ୍ରାକ୍ ଭାବେ ରିଲିଜ ହୋଇଛି ରାପର ହନିଂ ସିଂଙ୍କ ନୂଆ ମ୍ୟୁଜିକ ଭିଡିଓ ମସ୍କୋ ସୁକା । ଏହି ଗୀତରେ ପୁଣିଥରେ ସିଙ୍ଗର ନେହା କକ୍କର ହନି ସିଂଙ୍କ ସହ ଯୋଡି ହୋଇଛନ୍ତି । Droppin’ this track on heavy public demand to make your…

କରୋନା ଅପଡେଟ୍: ଭାରତରେ ୧୧ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ଜାଣନ୍ତୁ କେତେ ମୃତ

ନୂଆଦିଲ୍ଲୀ: ମହାମାରୀ କରୋନା ପ୍ରଭାବରେ ଭାରତ ଦ୍ରୁତ ଗତିରେ ସଂକ୍ରମିତ ହୋଇ ଚାଲିଛି। ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ବର୍ତ୍ତମାନ ସୁଦ୍ଧା ଏହି ସଂଖ୍ୟା ୧୧,୪୩୯ ରେ ପହଞ୍ଚିଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ଏଥିସହିତ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୧୫-୦୪-୨୦୨୦ ବୁଧବାର ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ଅପ୍ରେଲ ତା  ୧୫ ରିଖ  ବୁଧବାର ମେଷ ୩ ଦିନ  ବୈଶାଖ  ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥି  ଉତ୍ତରାଷାଢା ନକ୍ଷତ୍ର ମକର  ଚନ୍ଦ୍ର ଘାତ ବାର-:  କର୍କଟ  ରାଶିର     ଘାତ ଚନ୍ଦ୍ର:- ସିଂହ ରାଶି ପୁରୁଷଙ୍କର…

ମାସ୍କ କି ସାନିଟାଇଜର୍ ନୁହେଁ ମଦ ବାଣ୍ଟୁଥିଲେ ମହୋଦୟ, ଏବେ ଜେଲରେ !

ହାଇଦ୍ରାବାଦ: ସୋସିଆଲ୍ ମିଡିଆରେ ପପୁଲାରିଟି ନିଶା । ସେଥିପାଇଁ ନିଶା ବାଣ୍ଟୁଥିଲେ । ହେଲେ ଏବେ ଲକ୍‌-ଡାଉନ୍ ନିୟମ ଭାଙ୍ଗି ପୋଲିସ ପାଖରୁ ମାଡ ବି ବାଣ୍ଟିକି ନେଇଛନ୍ତି । ଟିକ୍‌ଟକ୍‌ରେ ଅଧିକ ପପୁଲାର ହେବା ନିଶାରେ ତେଲାଙ୍ଗାନାର ୩୦ ବର୍ଷୀୟ ଯୁବକ ରବିବାର ହାଇଦ୍ରାବାଦରେ ଦିନ…

ଲକ୍‌ଡାଉନ୍ ଡାଏରୀ: ଓଲିଉଡ୍ ହିରୋ ସ୍ୱରାଜ ରୋଷେଇରେ ମାଆଙ୍କୁ ସାହାଯ୍ୟ କରିବା ସହ ପଶୁପକ୍ଷୀଙ୍କ ଯତ୍ନ ନେଉଛନ୍ତି

ଭୁବନେଶ୍ୱର: ସବୁବେଳେ ସୁଟିଂରେ ବ୍ୟସ୍ତ ରହୁଥିବା ଅଭିନେତା ସ୍ୱରାଜ ଏବେ ଲକ୍‌ଡାଉନ୍ ଯୋଗୁଁ ବାରିପଦାରେ ତାଙ୍କ ଘରେ ରହୁଛନ୍ତି । ସାଧାରଣ ଦିନରେ ବାପା ମାଆଙ୍କ ସହ ସମୟ କାଟିବାକୁ ସୁଯୋଗ ମିଳୁ ନ ଥିବା ବେଳେ ଏବେ ଲକ୍‌ଡାଉନ ଯୋଗୁଁ ସେ ଏହାର ମଜା ଉଠାଉଥିବା କହିଛନ୍ତି । ପରିବାର ଲୋକଙ୍କ ସହ…

କେନ୍ଦ୍ରାପଡ଼ାରେ କାର୍ଯ୍ୟକ୍ଷମ ହେଲା ୧୧୦ ଶଯ୍ୟା ବିଶିଷ୍ଟ ସମ ପରିଚାଳିତ କୋଭିଡ ହସ୍ପିଟାଲ

ଭୁବନେଶ୍ୱର: କରୋନା ମହାମାରୀର ମୁକାବିଲା କରିବା ପାଇଁ ସରକାରଙ୍କ ସହ ସହଯୋଗର ହାତ ବଢ଼ାଇଥିବା ଶିକ୍ଷା ଓ ଅନୁସନ୍ଧାନ ଡିମଡ଼ ବିଶ୍ୱବିଦ୍ୟାଳୟ ପରିଚାଳିତ  ଆଇଏମଏସ ଓ ସମ ହସ୍ପିଟାଲ ଦ୍ଵାରା ଭୁବନେଶ୍ୱରଠାରେ ୫୨୫ ଶଯ୍ୟା ବିଶିଷ୍ଟ  କୋଭିଡ ହସ୍ପିଟାଲ ଆରମ୍ଭ ହୋଇସାରିଥିବ। ବେଳେ ମଙ୍ଗଳବାର…