Latest Odisha News

BREAKING NEWS

ବଜ୍ରପାତ ସହ ବର୍ଷା ଆଶଙ୍କା; ୧୧ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଓଡିଶାର ପ୍ରାୟ ୧୧ ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ସୋମବାର ଦିନ ଆକଳନ କରାଯାଇଛି । ପାଣିପାଗ ବିଭାଗର ସଦ୍ୟତମ ବୁଲେଟିନ୍ ଅନୁଯାୟୀ,କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ଗଜପତି, ରାୟଗଡ଼ା,…

କରୋନା ଟିକା ଟ୍ରାଏଲ ସ୍ଥଗିତ ରଖିଲା ଜନ୍‌ସନ୍ ଆଣ୍ଡ ଜନ୍‌ସନ୍

ନୂଆଦିଲ୍ଲୀ: ପୁଣି କରୋନା ଟିକା ଟ୍ରାଏଲକୁ ଝଟ୍‌କା । ଟିକା ପରୀକ୍ଷା ସ୍ଥଗିତ ରଖିଲା ଜନ୍‌ସନ୍ ଆଣ୍ଡ ଜନ୍‌ସନ । କ୍ଲିନିକାଲ ଟ୍ରାଏଲ ବେଳେ କିଛି ବ୍ୟକ୍ତି ଗୁରୁତର ଅସୁସ୍ଥ ହୋଇପଡିଥିବାରୁ ଆମେରିକାର କରୋନା ଟିକା ପ୍ରସ୍ତୁତ କରୁଥିବା ସଂସ୍ଥା ଜନ୍‌ସନ୍ ଆଣ୍ଡ ଜନସନ୍ ଟିକା ଟ୍ରାଏଲକୁ ସ୍ଥିଗିତ…

ବଙ୍ଗୋପସାଗରରେ ଡିପ୍ ଡିପ୍ରେସନ୍, ଓଡ଼ିଶାର ଏସବୁ ଜିଲ୍ଲାରେ ବର୍ଷା

ଭୁବନେଶ୍ୱର: ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତ ଅଧିକ ଘନୀଭୂତ ହୋଇ ଗଭୀର ଅବପାତରେ (ଡିପ୍ ଡିପ୍ରେସନ) ପରିଣତ ହୋଇଛି । ଆଜି ସକାଳୁ ଏହା ଉତ୍ତର ଆନ୍ଧ୍ର ପ୍ରଦେଶ ଉପକୂଳ ଅତିକ୍ରମ କରିଛି । ଗତ ୬ ଘଣ୍ଟା ହେବ ଡିପ୍ ଡିପ୍ରେସନ୍ ଘଣ୍ଟାପ୍ରତି ୧୭ କିଲୋମିଟର ବେଗରେ ପଶ୍ଚିମ-ଉତ୍ତର ପଶ୍ଚମି…

କବିତା ପାଇଁ ନୋବେଲ ପୁରସ୍କାର, ହେଲେ କବିତା ପଢୁଥିବା ଲୋକ କାହାନ୍ତି??

କେଦାର ମିଶ୍ରଙ୍କ ନିୟମିତ ସ୍ତମ୍ଭ: ମିଶ୍ରରାଗ ସାହିତ୍ୟ ପାଇଁ ଚଳିତ ବର୍ଷର ନୋବେଲ ପୁରସ୍କାର ଯେତେବେଳେ ଆମେରିକାର କବି ଲୁଇସ ଗ୍ଳୁକଙ୍କୁ ପ୍ରଦାନ କରାଯିବ ବୋଲି ଘୋଷଣା କରାଗଲା, ତାହା ଅନେକାଂଶରେ ଆଶ୍ଚର୍ଯ୍ୟଜନକ ଥିଲା। ପୃଥିବୀରେ କବିତା ଲେଖୁଥିବା ଲୋକଙ୍କ ସଂଖ୍ୟା ବଢୁଥିବା ବେଳେ କବିତା…

କଲରାପତରିଆ ଚମଡା ଜବତ, ଜଣେ ଗିରଫ

ଭୁବନେଶ୍ୱର: କ୍ରାଇମବ୍ରାଂଚ ଏସ୍‌ଟିଏଫ୍ କବଜାରେ କଲରାପତରିଆ ସ୍ମଗଲର । ବିକ୍ରି ଯୋଜନା ବେଳେ ଗୋଟିଏ କଳରାପତରିଆ ବାଘ ଚମଡା ଜବତ କରିଛି ଏସ୍‌ଟିଏଫ୍ । ଏଥିସହ ଏହି ସ୍ମଗଲିଂରେ ସମ୍ପୃକ୍ତ ଥିବା ଜଣକୁ ଏସ୍‌ଟିଏଫ୍ ଗିରଫ ମଧ୍ୟ କରିଛି । ସମ୍ବଲପୁର-ସୋନପୁର ସୀମା ଅଚଂଳରୁ ଏହି ବାଘ ଚମଡା ଜବତ…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶିଫଳ   ତା୧୩-୧୦-୨୦୨୦ ମଙ୍ଗଳବାର ଆଜି ଦିନର ମହତ୍ତ୍ୱ.  ଆଜି ହେଉଛି ୨୦୨୦ ମସିହା ଅକ୍ଟୋବର ତା୧୩ ରିଖ ମଙ୍ଗଳବାର କନ୍ୟା ୨୮ ଦିନ ଆଶ୍ବିନ ମଳ ମାସ କୃଷ୍ଣ ପକ୍ଷ ଏକାଦଶୀ ତିଥି ମଘା ନକ୍ଷତ୍ର ସିଂହ ଚନ୍ଦ୍ର ।  ଘାତ ବାର-: ମକର ରାଶିର    ଘାତ ଚନ୍ଦ୍ର-: କର୍କଟ ଓ ମକର ରାଶି…

କୋଲକାତାକୁ ୮୨ ରନରେ ହରାଇଲା ବାଙ୍ଗାଲୋର

ଶାରଜା: ଆଇପିଏଲର ସୋମବାର ଖେଳାଯାଇଥିବା ମ୍ୟାଚରେ କୋଲକାତା ନାଇଟ ରାଇଡର୍ସକୁ ୮୨ ରନରେ ପରାସ୍ତ କର ବିଜୟୀ ହୋଇଛି ରୟାଲ ଚ୍ୟାଲେଂଜର୍ସ ବାଙ୍ଗାଲୋର । ଏଥି ସହ ରୟାଲ ଚ୍ୟାଲେଂଜର୍ସ ତାର ପଞ୍ଚମ ବିଜୟ ହାସଲ କରିଛି । ପ୍ରଥମେ ବ୍ୟାଟିଂ କରି ବାଙ୍ଗାଲୋର ଦୁଇ ଓିକେଟ ହରାଇ ୧୯୪ କନ କରାଥିଲା ଦଳ…

ଡକାୟତି ଯୋଜନା ପଣ୍ଡ କଲା ପୋଲିସ

ଯାଜପୁର: ଡକାୟତି ଯୋଜନା ପଣ୍ଡ କଲା ପୋଲିସ। ଯାଜପୁର ଜିଲ୍ଲା ବ୍ୟାସନଗର ସହରରେ ଗତ ବିଳମ୍ବିତ ରାତିରେ ଡକାୟତି କରିବାକୁ ଯୋଜନା କରୁଥିବା ସମୟରେ ଯାଜପୁର ରୋଡ଼ ପୋଲିସ ୫ ଜଣ ଡକାୟତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି। ପୋଲିସ ସେମାନଙ୍କ ନିକଟରୁ ୨ ଟି ଜିଅନ୍ତା ବୋମା, ମାରଣାସ୍ତ୍ର,…

ଯାଜପୁରରେ ୩ ସାମ୍ବାଦିକଙ୍କ ବିୟୋଗରେ ଶୋକ ସଭା ଅନୁଷ୍ଠିତ

ଯାଜପୁର: ଯାଜପୁର ଜିଲ୍ଲା ଜଗନ୍ନାଥ ମନ୍ଦିର ପରିସରରେ ଜିଲ୍ଲାର ଉଦୟମାନ ତିନିଜଣ ସାମ୍ବାଦିକଙ୍କ ଅକାଳ ବିୟୋଗରେ ପ୍ରେସ୍‌କ୍ଲବ ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ପ୍ରେସ୍ କ୍ଲବର ସଭାପତି ରାଜୀବ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ପୁର୍ବତନ…

କୋଭିଡ ନିୟମ ଭାଙ୍ଗିଥିବା ଅଭିଯୋଗରେ ବିଜେଡି ନେତା ଅରୂପ ପଟ୍ଟନାୟକଙ୍କ ନାଁରେ ଏତଲା

ଭୁବନେଶ୍ୱର: ଭୁବନେଶ୍ୱର:ବିଜେଡି ନେତା ଅରୂପ ପଟ୍ଟନାୟକଙ୍କ ନାଁରେ ଏତଲା । କୋଭିଡ ଗାଇଡଲାଇନ ଉଲ୍ଲଂଘନ କରିଥିବା ଅଭିଯୋଗରେ ତାଙ୍କ ନାଁରେ ଇନ୍ଦ୍ରମଣି ରଣସିଂ ନାମକ ଜଣେ ବ୍ୟକ୍ତି ବେଗୁନିଆ ଥାନାରେ ଅଭିଯୋଗ କରିଛନ୍ତି । ସୂଚନା ଅନୁଯାୟୀ, ଅରୂପ ପଟ୍ଟନାୟକ ଗଡମାଣିତ୍ରୀ ଗାଁକୁ ଯାଇଥିବା…