Latest Odisha News

BREAKING NEWS

ଫେରାରୀ ହେଲା କାଳ

ହାଇଦ୍ରାବାଦ (ତେଲେଙ୍ଗାନା): ହାଇଦ୍ରାବାଦର ମାଧପୁରର ଏକ ନିର୍ମାଣାଧୀନ ବିଲ୍ଡିଂରେ ରକ୍ଷୀ ଭାବରେ କାର୍ଯ୍ୟ କରୁଥିବା ଜଣେ ୫୦ବର୍ଷ ବୟସ୍କ ଉପରେ ଫେରାରୀ ମାଡିଯାଇଥିବା ଜଣାପଡିଛି । ବ୍ୟକ୍ତିଙ୍କ ଉପରେ ଦ୍ରୁତ ଗତିରେ ଫେରେରୀ କାର ଚଢିଯାଇଥିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି।…

ଘରୋଇ ହିଂସା ମାମଲା; ଅନୁଭବଙ୍କୁ କୋର୍ଟଙ୍କ ନୋଟିସ୍‌

କଟକ: ଅଭିନେତାରୁ ନେତା ପାଲଟିଥିବା ଅନୁଭବ ମହାନ୍ତିଙ୍କୁ ଘରୋଇ ହିଂସା ମାମଲାରେ କଟକ ଏସଡିଜିଏମ୍ କୋର୍ଟ ନୋଟିସ୍ ଜାରି କରିଛନ୍ତି । ସୂଚନାନୁଯାୟୀ ନିକଟ ଅତୀତରେ ଏହି ବିଜେଡି ସାଂସଦ ଅନୁଭବଙ୍କ ପତ୍ନୀ ତଥା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଘରୋଇ ହିଂସା ନେଇ କୋର୍ଟଙ୍କର ଦ୍ୱାରସ୍ଥ…

ଟୋକିଓ ଆୟୋଜନ କରୁଛି ଅନ୍ତର୍ଜାତୀୟ ଜିମ୍ନାଷ୍ଟିକ୍ ଟୁର୍ନାମେଣ୍ଟ

ଟୋକିଓ: ଆସନ୍ତା ମାସରେ ଟୋକିଓ ଅନ୍ତର୍ଜାତୀୟ ଜିମ୍ନାଷ୍ଟିକ୍ ଟୁର୍ନାମେଣ୍ଟ ଆୟୋଜନ କରିବ ବୋଲି ଆୟୋଜକମାନେ ସୋମବାର କହିଛନ୍ତି । କରୋନା ଯୋଗୁଁ ସ୍ଥଗିତ ହୋଇଯାଇଥିବା ଅଲିମ୍ପିକ୍ସ ପୂର୍ବରୁ ଏକ ଅଭ୍ୟାସ ଭାବେ କାର୍ଯ୍ୟ କରିବା ନେଇ ଆଶାବାଦୀ ଅଛନ୍ତି ଆୟୋଜକ । ଆସନ୍ତା ନଭେମ୍ବର ୮…

ନବରାତ୍ରି ପାଳନର ମହତ୍ତ୍ୱ

ନବରାତ୍ରି ପାଳନର ମହତ୍ତ୍ୱ: ଏହାକୁ ନବଦୁର୍ଗା, ନବରାତ୍ରୀ କିମ୍ବା ଦୁର୍ଗା ପୂଜା କୁହାଯାଇଥାଏ। ଏହି ନଅ ଦିନଯାକ ଦେବୀ ଦୁର୍ଗାଙ୍କ ଆରାଧନାରେ ସମଗ୍ର ଦେଶ ଉତ୍ସବମୁଖର ହୋଇଉଠେ। ତେବେ ଏ ସବୁ ମଧ୍ୟରେ ସବୁଠାରୁ ଆକର୍ଷଣୀୟ ଏବଂ ସୁନ୍ଦର ପରମ୍ପରା ଦେଖିବାକୁ ମିଳେ ପଶ୍ଚିମବଙ୍ଗର ଦୁର୍ଗା…

ଭିଡିଓ କନଫେରେନ୍ସିରେ ଲୋକାର୍ପଣ ହେଲା ୪୪ ପୋଲ, ପ୍ରତିରକ୍ଷା ମୁକାବିଲା ପାଇଁ ଗୁରୁତ୍ୱପୂର୍ଣ୍ଣ

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସୋମବାର ଭିଡିଓ କନଫେରେନ୍ସି ମାଧ୍ୟମରେ ୪୪ ପୋଲ ଲୋକାର୍ପଣ କରିଛନ୍ତି । ଏଲଏସି ଓ ଏଲଓସିରେ ଭାରତର ଯବାନମାନଙ୍କ ପାଖରେ ଏହା ମାଧ୍ୟମରେ ଶୀଘ୍ର ସହାୟତା ତଥା ଅସ୍ତ୍ରଶସ୍ତ୍ର ପଂହଚିପାରିବ । ପୋଲଗୁଡିକ ସୀମାବର୍ତି ରାଜ୍ୟ ଲଦାଖ, ଜମ୍ମୁ-କଶ୍ମୀର,…

କରୋନା ମୁକାବିଲା ପାଇଁ ସୋଆ କମ୍ୟୁନିଟି ରେଡିଓର ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ୱର: କୋଭିଡ-୧୯ ମହାମାରୀର ଭୟାବହ ପରିସ୍ଥିତି ମଧ୍ୟରେ ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ସୋଆ କମ୍ୟୁନିଟି ରେଡିଓ ପକ୍ଷରୁ ଅନେକ ସଚେତନତା କାର୍ଯ୍ୟକ୍ରମ ପରିବେଷଣ କରାଯାଉଛି । ୟୁନିସେଫ୍‌ର ସହଭାଗିତାରେ ଭଏସ୍ ଅଫ୍ ସୋଆ କମ୍ୟୁନିଟି ରେଡିଓ ୯୦.୪…

ଚାଇନାରେ ପୁଣି ମାତିଲା କରୋନା, ୫ଦିନରେ ପୁରା ସହରର ହେବ ପରୀକ୍ଷା

ବେଜିଂ: ପୁଣି ଚାଇନାରେ କରୋନା ଭାଇରସର ଦୌରାତ୍ମ୍ୟ ଦେଖାଯାଇଛି । ୬ଜଣ କରୋନାଭାଇରସ୍ ଆକ୍ରାନ୍ତ ହେବା ପରେ ପାଞ୍ଚ ଦିନ ମଧ୍ୟରେ କ୍ୱିଙ୍ଗଡ଼ାଓ ସହରର ନଅ ନିୟୁତରୁ ଅଧିକ ବାସିନ୍ଦାଙ୍କୁ ପରୀକ୍ଷା କରିବାକୁ ଚୀନ୍ ଲକ୍ଷ୍ୟ ରଖିଛି ବୋଲି ସ୍ୱାସ୍ଥ୍ୟ ଅଧିକାରୀମାନେ ସୋମବାର କହିଛନ୍ତି। ଯେଉଁ…

ବିିଜ୍ଞାନ ଖେଳ : କେମିତି କାଗଜରେ ପ୍ରସ୍ତୁତ କରିବେ ଫାଇଟର ପ୍ଲେନ

ଏୟାର ସୋ ରେ ସମୟରେ ଦେଖିଥିବ କିରି ବିଭିନ୍ନ ପ୍ରକାର ଏରୋଲନ୍ ସେମାନଙ୍କ କଳା କୌଶଳ ଦେଖାନ୍ତି । ସେମାନଙ୍କ ଆକାର ପ୍ରକାର ଭିନ୍ନ ଭିନ୍ନ । କାହାକ ଡେଣା ଚଉଡା ତ ପୁଣି କାହାର ମୁହଁ ଗୋଜିଆ । କିଏ ଦ୍ରୁତ ଗତିର ଉଡୁଥାଏ ତ କିଏ ପୁଣି ଆକାଶରେ ମାଙ୍କଡ ଚିତ ମାରୁଥାଏ । ଏମିତି କଳା କୌଶଳ…

ଦଶହରାରେ ସରକାରଙ୍କର ପୂଜାଭେଟି

ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁଁ କ୍ଷତିଗ୍ରସ୍ତ ଅର୍ଥବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବାକୁ କେନ୍ଦ୍ର ସରକାର ଆଜି ଅନେକ ମହତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଗ୍ରାହକଙ୍କ ଚାହିଦା ଓ ଖର୍ଚ୍ଚ କରିବାର କ୍ଷମତା ବୃଦ୍ଧି କରିବାକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ନୂଆ ସ୍କିମ୍ ଘୋଷଣା…

ଓଡ଼ିଶା ବିଧାନସଭାର ପୂର୍ବତନ ବାଚସ୍ପତି ଶରତ କରଙ୍କ ଦେହାନ୍ତ

ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ପୂର୍ବତନ ବାଚସ୍ପତି ଶରତ କୁମାର କରଙ୍କର ସୋମବାର ଦିନ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲେ। ତାଙ୍କ ବିୟୋଗରେ ଗଣମାଧ୍ୟମକୁ ସୂଚନା ଦେଇ ପୁଅ ସୁମନ କହିଛନ୍ତି ଯେ ତାଙ୍କ ପିତା ଗତ…