Latest Odisha News

BREAKING NEWS

ଗଜପତିରେ ପ୍ରବଳ ବର୍ଷା, ୫ଶହ ଲୋକଙ୍କୁ ସ୍ଥାନାନ୍ତର, ବିପଦରେ ଅଠରନଳା ପୋଲ

ଗଜପତି: ଲଘୁଚାପ ପ୍ରଭାବରେ ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଛି । ଜିଲ୍ଲାରେ ରାତିତମାମ ବର୍ଷା ଜାରି ରହିଛି । ଯାହାଫଳରେ କି ମୋହନ ଅଠର ନଳା ପୋଲ ଏବେ ବିପଦରେ । ପୋଲଠାରୁ ମାତ୍ର ଏକ ଫୁଟ ତଳେ ପାଣି ପ୍ରବାହିତ ହେଉଛି । ତେଣୁ ପୋଲ ପ୍ରତି ବିପଦର ଆଶଙ୍କା ରହିଛି ।…

ଦକ୍ଷିଣ ଓଡ଼ିଶାରେ ବର୍ଷୁଛି, ଟୁଇନ୍ ସିଟିକୁ ବର୍ଷା ଆଲର୍ଟ

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଡିପ୍ ଡିପ୍ରେସନର ରୂପ ନେଇ ଉତ୍ତର ଆନ୍ଧ୍ରପ୍ରଦେଶର କାକିନାଡା ନିକଟରେ ସ୍ଥଳଭାଗ ଅତିକ୍ରମ କରିଛି । ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ଜାରି ରହିଛି ବର୍ଷା । ଗଞ୍ଜାମ, ଗଜପତି ଓ ନବରଙ୍ଗପୁର ଜିଲ୍ଲାରେ ବର୍ଷୁଛି । କିଛି ସ୍ଥାନରେ ପ୍ରବଳରୁ ଅତି…

ଇଣ୍ଟର୍‌ନ୍ୟାସନାଲ୍‌ ଡେ ଫର୍ ଡିଜାଷ୍ଟର ରିଡକ୍ସନ୍; ଜାଣନ୍ତୁ କାହିଁକି ପାଳନ ହୁଏ ଏହି ଦିନ

ଗଛ କାଟିବା, ମୃତ୍ତିକା କ୍ଷୟ, ଜଳ ଏବଂ ବାୟୁ ପ୍ରଦୂଷଣ ସବସବୁବେଳେ ଆମକୁ ବିପଦରେ ପକାଉଛି। ଲୋକମାନଙ୍କୁ ଏହା ବିଷୟରେ ଅବଗତ କରାଇବା ପାଇଁ ପ୍ରତିବର୍ଷ ୧୩ ଅକ୍ଟୋବରରେ ଆନ୍ତର୍ଜାତୀୟ ପ୍ରାକୃତିକ ବିପର୍ଯ୍ୟୟ ହ୍ରାସ ଦିବସ ପାଳନ କରାଯାଏ। ଏହା ୨୦୦୯ ମସିହାରେ ଆରମ୍ଭ ହୋଇଥିଲା। ମିଳିତ…

ନବଜାତ କନ୍ୟା ସହ ଡ୍ୟୁଟିରେ ମହିଳା ଏସଡିଏମ୍, ଶିଶୁ ଜନ୍ମ ଦେବାର ୧୪ ଦିନ ପରେ କାର୍ଯ୍ୟରେ ଯୋଗଦାନ

ଉତ୍ତରପ୍ରଦେଶ: କର୍ମ ହିଁ ଭଗବାନ । ମାନବ ସେବା ହିଁ ମାଧବ ସେବା । ଏହି କଥାକୁ କାମରେ କରି ଦେଖାଇଛନ୍ତି ଜଣେ ଉତ୍ତରପ୍ରଦେଶରେ ଜଣେ ମହିଳା ଆଇଏଏସ୍ ଅଧିକାରୀ । ଗାଜିଆବାଦ ମୋତିନଗର ଏସଡିଏମ୍ (ସବ-ଡିଭିଜିନାଲ୍ ମାଜିଷ୍ଟ୍ରେଟ୍) ସୌମ୍ୟା ପାଣ୍ଡେ । ନିକଟରେ ଶିଶୁ କନ୍ୟାର ମାଆ ହୋଇଛନ୍ତି ।…

ସ୍ତନ କର୍କଟ ସଚେତନତା ଦିବସ

ବର୍ତ୍ତମାନ ସମୟରେ ସମଗ୍ର ବିଶ୍ୱରେ ଅନେକ ମହିଳା ସ୍ତନ କର୍କଟ ଭଳି ଦୁଃସାଧ୍ୟ ରୋଗ ଶିକାର ହେଉଛନ୍ତି। ଏହି ଭୟଙ୍କର ରୋଗ ସଂକ୍ରାନ୍ତରେ ଜନସଚେତନତା ସୃଷ୍ଟି ଅତ୍ୟନ୍ତ ଆବଶ୍ୟକ। ଏଥିପାଇଁ ୨୦୧୧ରୁ ପ୍ରତି ବର୍ଷ ଅକ୍ଟୋବର‌ ୧୩ରେ ସ୍ତନ କର୍କଟ ସଚେତନତା ଦିବସ ପାଳନ କରାଯାଉଛି। ଏ ବାବଦରେ…

ଦେଶରେ କମୁଛି: ଦୁଇ ମାସ ପରେ ୬୦ ହଜାର ତଳକୁ ଖସିଲା ଦୈନିକ କରୋନା କେସ୍

ନୂଆଦିଲ୍ଲୀ: ଦେଶରେ କରୋନା ଟ୍ରେଣ୍ଡ ଖସୁଛି । କମୁଛି ଦୈନିକ ସଂକ୍ରମିତଙ୍କ ସଂଖ୍ୟା । ପାଖାପାଖି ଦୁଇ ମାସ ପରେ ଦେଶରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୬୦ ହଜାରରୁ କମ୍ ହୋଇଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୫୫ ହଜାର ୩୪୨ ନୂଆ ପଜିଟିଭ୍ । ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୭୧…

ବଢ଼ିଲା +୩ ନାମଲେଖା ଅବଧି, ୨୨ରେ ଦ୍ୱିତୀୟ ପର୍ଯ୍ୟାୟ ମେରିଟ୍ ଲିଷ୍ଟ

ଭୁବନେଶ୍ୱର: ବଢ଼ିଲା ଯୁକ୍ତ ୩ ନାମଲେଖା ଅବଧି । ୧୭ ଯାଏଁ ଯୁକ୍ତ ୩ ପ୍ରଥମ ପର୍ଯ୍ୟାୟ ନାମଲେଖା ଜାରି ରହିବ । ରାଜ୍ୟରେ ଥିବା ଡିଗ୍ରୀ ଓ ସ୍ୱୟଂଶାସିତ କଲେଜଗୁଡ଼ିକରେ ଯୁକ୍ତ ତିନି କଳା, ବିଜ୍ଞାନ, ବାଣିଜ୍ୟ, ସେଲ୍ଫ ଫାଇନାନ୍ସିଂ କୋର୍ସ ଓ ସଂସ୍କୃତର ଶାସ୍ତ୍ରୀ ପଢ଼ିବା ପାଇଁ ପ୍ରଥମ ପର୍ଯ୍ୟାୟ…

ସ୍ୱାସ୍ଥ୍ୟ ପାଇଁ ଉପକାରୀ ଆମ୍ବ ପତ୍ର,ଜାଣନ୍ତୁ ଏହା ସମ୍ପର୍କରେ

ଭୁବନେଶ୍ୱର: ଫଳ ଭିତରେ ରାଜା ହେଉଛି ଆମ୍ବ । ଏହା କେବଳ ସୁଆଦିଆ ନୁହେଁ, ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଉପକାରୀ । କିନ୍ତୁ ଆମ୍ବ ଭଳି ଏହାର ପତ୍ରରେ ମଧ୍ୟ ରହିଛି ଅନେକ ଉପକାରୀ ଗୁଣ। ମଧୁମେହ ରୋଗୀଙ୍କ ପାଇଁ ଆମ୍ବପତ୍ର ଅନେକ ଉପକାରୀ । କଅଁଳିଆ ଆମ୍ବ ପତ୍ରରେ ଅନ୍ଥୋସିଆନିଡିନ୍ସ ନାମକ ଏକ…

କୋଭିଡ୍ ନେଗେଟିଭ୍ ଚିହ୍ନଟ ପରେ ଫ୍ଲୋରିଡାରେ ଟ୍ରମ୍ପଙ୍କ ପ୍ରଥମ ପ୍ରଚାର

ଫ୍ଲୋରିଡ଼ା: କରୋନାକୁ ମାତ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ତାଙ୍କର କୋଭିଡ୍ ରିପୋର୍ଟ ନେଗେଟିଭ୍ ଆସିଛି । ଏନେଇ ହ୍ୱାଇଟ୍ ହାଉସ ପକ୍ଷରୁ ସୂଚନା ଦିଆଯାଇଛି । ନେଗେଟିଭ୍ ଚିହ୍ନଟ ପରେ ପୁଣି ଥରେ ନିର୍ବାଚନ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ଟ୍ରମ୍ପ । କରୋନା ପରେ…

ବାଲେଶ୍ୱରରେ ବିଜେଡି ପ୍ରାର୍ଥୀକୁ ନେଇ ଅସନ୍ତୋଷ

ବାଲେଶ୍ୱର: ପ୍ରାର୍ଥୀ ଘୋଷଣା ପରେ ବାଲେଶ୍ୱର ବିଜେଡିରେ ବଢ଼ୁଛି ଅସନ୍ତୋଷ । ସ୍ୱରୂପ ଦାସଙ୍କ ବିଜେଡି ଟିକେଟ୍ ଦେବା ପରେ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କ ସମର୍ଥକ ଚିହିଁକି ଉଠିଛନ୍ତି । ରବୀନ୍ଦ୍ର ଜେନାଙ୍କ କାର୍ଯ୍ୟାଳୟ ସାମ୍ନା କର୍ମୀମାନେ ରୁଣ୍ଡ ହୋଇ ସୂରୁପ ଦାସଙ୍କ ପ୍ରାର୍ଥିତ୍ୱକୁ…