ଦିନକ ପାଇଁ ୧୮ ବର୍ଷୀୟା ଚେତନ୍ୟା ହେଲେ ଭାରତରେ ୟୁକେର ବରିଷ୍ଠ କୂଟନୀତିଜ୍ଞ
ନୂଆଦିଲ୍ଲୀ: ନୂଆଦିଲ୍ଲୀର ୧୮ ବର୍ଷୀୟ ଚେତନ୍ୟା ଭେଙ୍କଟରମଣ ୟୁକେର ସବୁଠୁ ବରିଷ୍ଠ କୂଟନୀତିଜ୍ଞ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଚେତନ୍ୟା ଦିନକ ପାଇଁ ଏହି ପଦବୀର ଅଂଶୀଦାର ହୋଇଛନ୍ତି।
ତେବେ ଏକ ବିରଳ ଅନୁଭୂତି ପାଇଁ ସେ ଏହି ଗୌରବ ହାସଲ କରିଛନ୍ତି। ବିଶ୍ୱରେ ମହିଳାମାନଙ୍କ ପ୍ରତି…