Latest Odisha News

BREAKING NEWS

ସ୍ମୃତିରେ ହର ପଟ୍ଟନାୟକ….

ନାୟକ ତଥା ଖଳନାୟକ ଭୂମିକାରେ ଦର୍ଶକଙ୍କ ହୃଦୟ ଜିତି ଆସିଥିବା ହର ପଟ୍ଟନାୟକ ଏବେ ଆମ ଗହଣରେ ନାହାନ୍ତି ସତ ହେଲେ ତାଙ୍କ ଜୀବନ୍ତ ଅଭିନୟ ସର୍ବଦା ଦର୍ଶକ ହୃଦୟରେ ବଞ୍ଚିରହିବ। ସେ ଏକାସଙ୍ଗେ ଥିଲେ ନିର୍ଦ୍ଦେଶକ,ଅଭିନେତା ଏବଂ ଚିତ୍ରନାଟ୍ୟକାର। ତାଙ୍କ ଜନ୍ମ ୧୨ ଅକ୍ଟୋବର ୧୯୫୮ରେ…

ଅକ୍ଟୋବର ୧୬ରେ ଆସିବ NTA NEET ୨୦୨୦ ଫଳାଫଳ; ଏହି ତାରିଖରେ ହେବ ୨ୟ ପର୍ଯ୍ୟାୟ ପରୀକ୍ଷା

ନୂଆଦିଲ୍ଲୀ: ପୂର୍ବରୁ ରିପୋର୍ଟ ଅନୁଯାୟୀ, NTA NEET ୨୦୨୦ ଫଳାଫଳ ଆଜି ଘୋଷିତ ହେବ ନାହିଁ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଅକ୍ଟୋବର ୧୬ ରେ ଫଳାଫଳ ଘୋଷଣା କରାଯିବ। ସର୍ବୋଚ୍ଚ ଅଦାଲତ ଏହା ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଯେ କରୋନାଭାଇରସ୍ ହେତୁ ସେପ୍ଟେମ୍ବର ୧୩ ରେ ପରୀକ୍ଷା…

ବିଜେପିରେ ଯୋଗ ଦେଲେ ଅଭିନେତ୍ରୀ ଖୁସବୁ ସୁନ୍ଦର

ଚେନ୍ନାଇ: କଂଗ୍ରେସର ଅନ୍ୟତମ ପ୍ରମୁଖ ଡିଫେଣ୍ଡର ଅଭିନେତ୍ରୀ ଖୁସବୁ ସୁନ୍ଦର ଆଜି ଦଳ ଛାଡି ତାମିଲନାଡୁ ନିର୍ବାଚନର କିଛି ମାସ ପୂର୍ବରୁ ବିଜେପିରେ ଯୋଗ ଦେଇଛନ୍ତି। କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କୁ ତାଙ୍କ ଇସ୍ତଫା ପତ୍ରରେ ସେ ଲେଖିଛନ୍ତି ଯେ ବାସ୍ତବତା ସହିତ କୌଣସି ସମ୍ପର୍କ ନଥିବା…

ହିମାଚଳ ମୁଖ୍ୟମନ୍ତ୍ରୀଙ୍କୁ କରୋନା

ହିମାଚଳ ପ୍ରଦେଶ: କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ହିମାଚଳ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର । କରୋନା ପଜିଟିଭ ଚିହ୍ନଟ ହେବା ପରେ ବର୍ତ୍ତମାନ ସେ ଘରୋଇ ସଙ୍ଗରୋଧରେ ରହିଥିବା ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି । ତେବେ କୋଭିଡ ପଜିତିଭଙ୍କ ସଂସ୍ପର୍ଶରେ ଆସିବା ପରେ ସେ ଗତ ୧ ସପ୍ତାହ ହେବ…

ବଜ୍ରପାତ ସହ ବର୍ଷା ଆଶଙ୍କା; ଏହିସବୁ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଓଡିଶାର ପ୍ରାୟ ୧୩ ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ସୋମବାର ଦିନ ଆକଳନ କରାଯାଇଛି । ପାଣିପାଗ ବିଭାଗର ସଦ୍ୟତମ ବୁଲେଟିନ୍ ଅନୁଯାୟୀ, କେନ୍ଦ୍ରାପଡା, ଜଗତସିଂହପୁର, ଖୋର୍ଦ୍ଧା, କଟକ,…

ସ୍ମୃତିରେ ଅକ୍ଷୟ ମହାନ୍ତି…

ଭୁବନେଶ୍ୱର: ଓଡ଼ିଆ ସଙ୍ଗୀତ ଦୁନିଆର କାଳଜୟୀ ତଥା ଲୋକପ୍ରିୟ ସଙ୍ଗୀତଜ୍ଞ ଚିର ସବୁଜ ଅକ୍ଷୟ ମହାନ୍ତିଙ୍କର ଆଜି ହେଉଛି ଜନ୍ମଜୟନ୍ତୀ । ଯାହାର ସୁମଧୁର କଣ୍ଠସ୍ୱର ଯେକୌଣସି ବ୍ୟକ୍ତିର ମନ ମୋହିନେବ । ୧୯୩୭ ମସିହାରେ ଅକ୍ଟୋବର ୧୨ରେ କେନ୍ଦ୍ରାପଡାର ବାଙ୍କି ମୁଣ୍ଡେଇ ଗ୍ରାମରେ ଜନ୍ମଗ୍ରହଣ…

ଲୋକପ୍ରିୟ କନ୍ନଡ଼ ସଙ୍ଗୀତ ନିର୍ଦ୍ଦେଶକ ରାଜନଙ୍କ ପରଲୋକ

ବାଙ୍ଗାଲୁରୁ: କନ୍ନଡ଼ ଚଳଚ୍ଚିତ୍ର ଜଗତର ପ୍ରସିଦ୍ଧ ସଂଗୀତକାର ରାଜନଙ୍କର ବାଙ୍ଗାଲୁରୁରେ ପରଲୋକ ହୋଇଛି। ସେ ଜଣେ ଦିଗ୍‌ଗଜ ସଙ୍ଗୀତକାର ଥିଲେ ଏବଂ ତାଙ୍କ ବଡ଼ ଭାଇ ନାଗେନ୍ଦ୍ରଙ୍କ ସହିତ ଅନେକ ଚଳଚ୍ଚିତ୍ରରେ ସଙ୍ଗୀତ ପ୍ରଦାନ କରିଥିଲେ। ସେହି ସମୟରେ ରାଜନ-ନାଗେନ୍ଦ୍ରଙ୍କ ଯୋଡି ବେଶ୍…

ଦୁର୍ଗା ପୂଜାରେ ଭାରତକୁ ୧୪୭୫ ଟନ୍ ଇଲିଶି ମାଛ ଭେଟି !

ନୂଆଦିଲ୍ଲୀ: ଇଲିଶି ମାଛପ୍ରେମୀଙ୍କ ପାଇଁ ଖୁସୀ ଖବର । ଦୁର୍ଗାପୂଜା ଉପଲକ୍ଷେ ଭାରତକୁ ଆସିବ ୧୪୭୫ ଟନ୍ ଇଲିଶି ମାଛ । ତେବେ ଅନ୍ୟ କେହି ନୁହେଁ ବରଂ ଭାରତର ଜଣେ ପଡୋଶୀ ରାଜ୍ୟ ଦେବ ଭେଟି । ଏ ନେଇ ସେହି ଦେଶର ସରକାର ମଂଜୁରୀ ଦେଇ ସାରିଥିଲାବେଳେ ଭାରତକୁ ମାଛ ରପ୍ତାନୀ ପ୍ରକ୍ରିୟା ମଧ୍ୟ…

ଖ୍ରୀଷ୍ଟମାସ୍‌ରେ ମୁକ୍ତିଲାଭ କରିବ ଫିଲ୍ମ ‘୮୩’

ମୁମ୍ବାଇ: ଚଳଚ୍ଚିତ୍ର ନିର୍ମାତା କମ୍ପାନି ରିଲାଏନ୍ସ ଏଣ୍ଟରଟେନମେଣ୍ଟ୍‌ର ସିଇଓ ଶିବାଶିଶ ସରକାର ସ୍ପଷ୍ଟ କରିଛନ୍ତି ଯେ ସେ ତାଙ୍କର ଆଗାମୀ ଫିଲ୍ମ '୮୩' ର ରିଲିଜ୍ ତାରିଖ ପରିବର୍ତ୍ତନ କରିବେ ନାହିଁ। ଏହି ଚଳଚ୍ଚିତ୍ରଟି ପୂର୍ବ ନିର୍ଦ୍ଧାରିତ ସମୟରେ ଦେଶର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ।…

ବାଲେଶ୍ୱର-ତିର୍ତ୍ତୋଲ ଉପନିର୍ବାଚନ: ବିଜେଡିର ପ୍ରାର୍ଥୀ ଘୋଷଣା

ଭୁବନେଶ୍ୱର: ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ବାଲେଶ୍ୱର ସଦର ଆସନ ପାଇଁ ବିଜେଡି ନୂଆ ମୁହଁକୁ ମୌକା ଦେଇଛି । ସମସ୍ତଙ୍କୁ ଚକିତ କରି ଏଥର ଟିକେଟ ହାସଲ କରିଛନ୍ତି ସ୍ୱରୂପ କୁମାର ଦାସ । ସେପଟେ ତିର୍ତ୍ତୋଲ ପାଇଁ ଦଳ ପକ୍ଷରୁ ବିଜୟ ଶଙ୍କର…