Latest Odisha News

BREAKING NEWS

ବାଲେଶ୍ଵରରେ କୋଭିଡ-୧୯ ହସ୍ପିଟାଲ; ଟ୍ବିଟ କଲେ ମୁଖ୍ୟମନ୍ତ୍ରୀ

ବାଲେଶ୍ଵର: ଓଡିଶା ହାଇଡ୍ରୋ ପାୱାର କର୍ପୋରେସନ୍ (ଓଏଚପିସି)ର ମିଳିତ ସହଯୋଗରେ ଓଡିଶା ସରକାର ବାଲେଶ୍ଵର ଜିଲ୍ଲାରେ ଏକ କୋଭିଡ-୧୯ ହସ୍ପିଟାଲ ସ୍ଥାପନ କରିଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ ମଧ୍ୟ କରିଛନ୍ତି।…

ଲକ୍‌ଡାଉନ୍‌ରେ କାହା ଉପରୁ ହଟିଲା କଟକଣା, ଜାଣନ୍ତୁ

ଭୁବନେଶ୍ୱର: ରାଜ୍ୟରେ ଏପ୍ରିଲ ୩୦ ଯାଏଁ ଜାରି ରହିବ ଲକଡାଉନ୍ । ଏନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ତେବେ ପରିସ୍ଥିତିକୁ ଦୃଷ୍ଟିରେ ରଖି କୃଷି କାମ ଉପରକୁ କଟକଣା କୋହଳ କରାଯାଇଛି । ଏନେଇ ଏସ୍‌ଆର୍‌ସି ସୂଚନା ଦେଇଛନ୍ତି । ଏପ୍ରିଲ ୧୫ ପରଠାରୁ ରବି ଫସଲ ଉତ୍ପାଦନ ଆରମ୍ଭ ହେବ। ଧାନ…

ଲକଡାଉନ୍‌ରେ ଖୋଲା ରହିବ ରେଷ୍ଟୁରାଣ୍ଟ, ହେଲେ ବସି ଖାଇବା ମନା

ଭୁବନେଶ୍ୱର: ରାଜ୍ୟରେ ଏପ୍ରିଲ ୩୦ ଯାଏଁ ଲକ୍‌ଡାଉନ୍ ବୃଦ୍ଧି କରିବାକୁ ସରକାର ନିଷ୍ପତ୍ତି ନେବା ପରେ ଆଜି କିଛି ଗୁରୁତ୍ୱପୂର୍ଣ୍ଣ ଘୋଷଣା ହୋଇଛି । ଓଡିଶାବାସୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଦ୍ୱିତୀୟ ପର‌୍ୟ୍ୟାୟ ଲକଡାଉନ ବେଳେ ସରକାରଙ୍କ ପକ୍ଷରୁ ତାଲାବନ୍ଦ କଟକଣାରେ କିଛି ମାତ୍ରାରେ କୋହଳ…

କରୋନା ମୁକାବିଲା : ଆସନ୍ତୁ ଜାଣିବା କେଉଁ ୫ ମହିଳାଙ୍କ ଉଦ୍ୟମକୁ ସାରା ବିଶ୍ୱ ପ୍ରଶଂସା କରୁଛି

ନୂଆଦିଲ୍ଲୀ:କରୋନା ଭାଇରସ ମହାମାରୀ ସାରା ବିଶ୍ୱରେ ତାର ତାଣ୍ଡବ ଜାରି ରଖିଛି । ଆସନ୍ତୁ ଜାଣିବା କରୋନା ଭାଇରସ ସହ ଲଢ଼େଇରେ କେଉଁ ୫ ମହିଳାଙ୍କ ଉଦ୍ୟମକୁ ସାରା ବିଶ୍ୱ ପ୍ରଶଂସା କରୁଛି । ମୋରାଲିନା ଏଡୋ: କରୋନା ଭାଇରସ ଟୀକା ନ ବାହାରିବା ପର୍ଯ୍ୟନ୍ତ ସଂଗ୍ରାମ ଜାରି ରହିଥିବ । ତେବେ ଜର୍ମନ…

ଲକ୍‌-ଡାଉନ୍ ନିୟମ ଭାଙ୍ଗି ଅନନ୍ୟ ଢଙ୍ଗରେ ଦଣ୍ଡିତ ହେଲେ ବିଦେଶୀ !

ଉତ୍ତରାଖଣ୍ଡ: ଋଷିକେଶରେ ଲକ୍‌-ଡାଉନ୍ ନିୟମ ଭାଙ୍ଗି ଦଣ୍ଡିତ ହେଲେ ବିଦେଶୀ ନାଗରିକ । ସ୍ଥାନୀୟ ଲୋକଙ୍କୁ ନିର୍ଘାତିଆ ମାଡ । ହେଲେ ବିଦେଶୀଙ୍କୁ ନିଆରା ଦଣ୍ଡ ଦେଇ ଚର୍ଚ୍ଚାକୁ ଆସିଛି ଉତ୍ତରାଖଣ୍ଡ ପୋଲିସ । ଶନିବାର ପୋଲିସ ହାତରେ ଧରାପଡିଥିଲେ ବିଭିନ୍ନ ଦେଶର ୧୦ ବିଦେଶୀ ନାଗରିକ । ସମଗ୍ର…

ଲକଡାଉନ: କଟକ ରେଳ ଷ୍ଟେସନରେ ପହଞ୍ଚିଲା ୯୧୯ ଟନ୍ ଖାଇବା ତେଲ

କଟକ: କରୋନା ଭୁତାଣୁର ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଲକ ଡାଉନ ସତ୍ୱେ ରେଳ ମନ୍ତ୍ରଣାଳୟ ଏହାକୁ ଏକ ଆହ୍ୱାନ ଭାବେ ଗ୍ରହଣ କରିଛି। ଏପରିକି ଲୋକମାନଙ୍କ ପାଖରେ ଅତ୍ୟାବଶ୍ୟକ ଜିନିଷ ପହଞ୍ଚାଇବାକୁ କ୍ରମାଗତ ଭାବେ ପ୍ରୟାସ କରୁଅଛି। ଏହାକୁ ଦୃଷ୍ଟିରେ ରଖି ରେଳ ମନ୍ତ୍ରଣାଳୟ ପୂର୍ବତଟ…

ବ୍ରହ୍ମପୁର ଏମକେସିଜି ମେଡିକାଲରେ ଆରମ୍ଭ ହେଲା କୋଭିଡ-୧୯ ପରୀକ୍ଷା

ବ୍ରହ୍ମପୁର: ସମସ୍ତ ବୈଷୟିକ ପ୍ରୋଟୋକଲଗୁଡିକ ସମ୍ପୂର୍ଣ୍ଣ ହେବା ପରେ ବ୍ରହ୍ମପୁର ସ୍ଥିତ ଏମକେସିଜି ମେଡିକାଲ କଲେଜ ଏବଂ ହସ୍ପିଟାଲରେ କୋଭିଡ-୧୯ ପରୀକ୍ଷା ସୁବିଧା ଆରମ୍ଭ ହୋଇଛି। ଗତ ଶୁକ୍ରବାର ଦିନ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର) ଏପ୍ରିଲ ୧୩ ତାରିଖ ଠାରୁ…

ପୁରୀରେ ପହଞ୍ଚିଲା ୬ଷ୍ଠ ପର୍ଯ୍ୟାୟ ରଥକାଠ

ପୁରୀ: ଆସନ୍ତା ଏପ୍ରିଲ୍ ୨୬ ତାରିଖରେ ପବିତ୍ର ଅକ୍ଷୟ ତୃତୀୟା ତିଥି । ଏହି ପବିତ୍ର ତିଥିରେ ପୁରୀ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି ପାଳିତ ହେବା ସହିତ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ଅନୁଷ୍ଠିତ ହେବ । ନରେନ୍ଦ୍ର ପୁଷ୍କରିଣୀରେ ଏହି ଦିନ ଚାପ ଖେଳ ଅନୁଷ୍ଠିତ ହେବା ସହିତ ଚନ୍ଦନ ଯାତ୍ରା ଆରମ୍ଭ…

କରୋନା ଆତଙ୍କ; ୩ ଆଫ୍ରିକୀୟ ଦେଶରେ ଗରିଲାଙ୍କୁ ଲକ୍‌-ଡାଉନ୍ !

ଲଣ୍ଡନ: ରୱାଣ୍ଡା, ଉଗାଣ୍ଡା ଓ କଙ୍ଗୋ ଭଳି ତିନୋଟି ଆଫ୍ରିକୀୟ ଦେଶରେ ଗରିଲାଙ୍କୁ ଲକ୍‌-ଡାଉନରେ ରଖାଯାଇଛି । ସମସ୍ତ ଅଭୟାରଣ୍ୟ ବନ୍ଦ ଥିବାବେଳେ ଲକ୍‌-ଡାଉନ୍ ତାଲିକାରେ ଓରାଙ୍ଗଓଟାନ ଭଳି ଲୋପ ପାଉଥିବା ଜାତିକୁ ବି ସାମିଲ କରାଯାଇଛି । Gorillas in Rwanda, Uganda and Democratic…

କରୋନା ପାଇଁ ବନ୍ଦ ହେଲା ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ

ଭୁବନେଶ୍ୱର: ୧୯୪୮ ମସିହା ଏପ୍ରିଲ୍ ୧୩ ତାରିଖ ଦିନ ଐତିହ୍ୟସମ୍ପନ୍ନ ମନ୍ଦିରମାଳିନୀ ନଗରୀ ଭୁବନେଶ୍ୱରରେ ଓଡ଼ିଶାର ନୂତନ ରାଜଧାନୀର ଶିଳାନ୍ୟାସ କରିଥିଲେ ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହରୁ । ସେହି ଶିଳାନ୍ୟାସ ଦିବସଟିକୁ ସ୍ମରଣ କରିବା ଉଦ୍ଦେଶ୍ୟରେ ବିଗତ…