Latest Odisha News

BREAKING NEWS

୩୬ ହଜାର ଲୋକଙ୍କ ଜୀବନ ନେଇଥିବା ଆଗ୍ନେୟଗିରି ପୁନର୍ବାର ଉଦଗୀରଣ କଲା ଲାଭା

ଜାକର୍ତା: ଇଣ୍ଡୋନେସିଆର କ୍ରାକାଟାଓ ଆଗ୍ନେୟଗିରି ପୁନର୍ବାର ଲାଭା ଉଦଗିରୀଣ କରିଛି । ଏହି ଖବର ପ୍ରସାରିତ ହେବା ପରେ ଇଣ୍ଡୋନେସିଆରେ ଭୟର ବାତାବରଣ ଖେଳିଯାଇଛି । ପୂର୍ବରୁ ୧୮୮୩ରେ ଆଗ୍ନେୟଗିରି କରାଳ ରୂପ ଦେଖାଇ ୩୬ ହଜାର ଲୋକଙ୍କ ଜୀବନ ନେଇଥିଲା । ଜାକାର୍ତାରୁ ୧୫୦ କିଲୋମିଟର ଦୂରରେ…

ଲକ୍‌ଡାଉନ ବଢ଼ାଇଲା ଦୁଃଖ, ସୁରଟରେ ରାସ୍ତାକୁ ଓହ୍ଲାଇଲେ ଶ୍ରମିକ

ଗୁଜୁରାଟ: କରୋନା ମୁକାବିଳା ପାଇଁ ଏପ୍ରିଲ ୧୪ ଯାଏଁ ସାରା ଦେଶରେ ତଲା ବନ୍ଦ ଜରି ରହିଛି । ଏହାରି ଭିତରେ ଗୁଜୁରାଟ ସୁରଟରେ ହଜାର ହଜାର ଶ୍ରମିକ ରାଜ ରାସ୍ତାକୁ ଓହ୍ଲାଇଛନ୍ତି । ସୁରଟରେ ହୀରାନଗରୀ ଅଂଚଳରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ଏଠାରେ ଶ୍ରମିକମାନେ ଘରକୁ ଫେରିବା ପାଇଁ ଦାବି…

ଚାହତ ଖାନ୍ନା-ମିକା ସିଂଙ୍କ କ୍ୱାରେଂଟାଇନ ଲଭ ଶୀର୍ଷକ ଏବେ ଚର୍ଚ୍ଚାରେ

ମୁମ୍ବାଇ: ଅଭିନେତ୍ରୀ ଚାହତ ଖାନ୍ନା ସର୍ବଦା ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଥାନ୍ତିି । ଏବେ କରୋନା ଭାଇରସ ଲକଡାଉନ ସମୟରେ ସେ ମିକା ସିଂଙ୍କ ସହ ଫଟୋ ଶେୟାର କରିଛନ୍ତି । ଏଥିରେ କ୍ୱାରେଂଟାଇନ ଲଭ କ୍ୟାପଶନ ଲେଖି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ସେମାନଙ୍କ ସହ କାମ…

ବଢ଼ିପାରେ ଲକ୍‌ଡାଉନ୍ ଅବଧି, ସଂକେତ ଦେଲେ ମୋଦି

ନୂଆଦିଲ୍ଲୀ: ବଢ଼ିପାରେ ଲକ୍‌ଡାଉନ୍ ଅବଧି । ଆଜି ଏନେଇ ସଂକେତ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସିଂରେ ଆଲୋଚନା ପରେ ନିଜ ପ୍ରତିକ୍ରିୟାରେ ଲକଡାଉନ ବୃଦ୍ଧି କରିବା ନେଇ ମୋଦି କହିଛନ୍ତି । ସେ କହିଛନ୍ତି, ଜୀବନ ଅଛି ତ ବିଶ୍ୱ…

ଆଫଗାନିସ୍ତାନ ରାଷ୍ଟ୍ରପତି ଭବନର ୨୦ ସଦସ୍ୟ କରୋନା ସଂକ୍ରମିତ

କାବୁଲ: ସମସ୍ତ ପ୍ରକାର ସତର୍କତା ସର୍ତେ କରୋନା ଭାଇରସ ଆଫଗାନିସ୍ତାନରେ ନିୟନ୍ତ୍ରଣ ବାହାରକୁ ଯାଉଛି । ଶନିବାର ମିଳିଥିବା ରିପୋର୍ଟ ଅନୁସାରେ ଆଫଗାନିସ୍ତାନ ରାଷ୍ଟ୍ରପତି ଭବନର ୨୦ ସଦସ୍ୟ କରୋନା ପଜିଟିଭ ଥିବା ଜଣାପଡିଛି । କରୋନା ସଂକ୍ରମଣ ନେଇ ଆଫଗାନିସ୍ତାନରେ ଆତଙ୍କ ଦେଖାଦେଇଛି । ଏଠାରେ…

ଏସିଆର ଟ୍ୟୁଲିପ ଗାର୍ଡେନରେ ୧୩ ଲକ୍ଷ ଫୁଲ, ଦେଖିବାକୁ କେହି ନାହାନ୍ତି

ଶ୍ରୀନଗର: ଏସିଆର ସବୁଠାରୁ ବଡ ଫୁଲ ବଗିଚା ଟ୍ୟୁଲିପ୍ ଗାର୍ଡେନରେ ନୂଆ ଋତୁ ଆସିଛି କହିଲେ ଭୁଲ ହେବ ନାହିଁ । ୩୦ ହେକ୍ଟର ବିଶିଷ୍ଟ ଇନ୍ଦିରାଗାନ୍ଧୀ ମେମୋରିଆଲ ଟ୍ୟୁଲିପ୍ ଗାର୍ଡେନରେ ୧୩ ଲକ୍ଷ ଫୁଲ ଫୁଟିଛି । ତାହା ପୁଣି ୫୫ ପ୍ରକାରର । ଯାହାକୁ ଦେଖିବାକୁ ପର୍ଯ୍ୟଟକ ଓ ଫୁଲପ୍ରେମୀ ମାନେ…

କରୋନା ମୁକାବିଲା: ଡିଜିଙ୍କ ଠାରୁ ଆରମ୍ଭ କରି ଏଡିଜି ଓ ଏସ୍‌ପି କମାଇଲେ ପିଏସ୍‌ଓ

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ଆଇପିଏସ୍ ଅଧିକାରୀମାନେ ଏକ ଅଭିନବ ପଦକ୍ଷେପ ନେଇଛନ୍ତି । ସାମାଜିକ ଦୂରତାକୁ ଗୁରୁତ୍ୱ ଦେଇ ପିଏସ୍‌ଓ ବା ବ୍ୟକ୍ତିଗତ ସୁରକ୍ଷା ଅଧିକାରୀଙ୍କୁ ହଟାଇ ଦେଇଛନ୍ତି ରାଜ୍ୟର ବରିଷ୍ଠ ଆଇପିଏସ୍ ଅଧିକାରୀମାନେ । କେବଳ ଆଇନ ଶୃଙ୍ଖଳା ଭଳି ଜରୁରୀ ପରିସ୍ଥିତିରେ…

‘ବେଙ୍ଗଲ୍ କେମିକାଲ୍ସ’ ଉତ୍ପାଦନ କରିବ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ବଟିକା; ମିଳିଲା ଲାଇସେନ୍ସ

କୋଲକାତା: କରୋନା ନିରାକରଣର ଟୀକା କିମ୍ବା ଚିକିତ୍ସା ଲାଗି ଏହି ରୋଗର ଔଷଧ ଉଦଭାବନ ହୋଇପାରିନାହିଁ । ମାତ୍ର ଆଣ୍ଟି ମ୍ୟାଲେରିଆ ଟାବଲେଟ୍ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ଏବେ ମୃତ୍ୟୁ ସଞ୍ଜିବନୀ ପରି କାର୍ଯ୍ୟରେ ଲାଗିପାରୁଛି । ଏହି ଟାବଲେଟ୍ ଉତ୍ପାଦନ କରିବାକୁ ‘ବେଙ୍ଗଲ୍ କେମିକାଲ୍ସ’କୁ…

୩ ଦିନ ଯାଏଁ ଶାରଳା ଓ ଭଗବତୀ ପୀଠରେ ୧୪୪ ଧାରା ଜାରି

ଜଗତସିଂହପୁର: ଜଗତସିଂହପୁରର ଦୁଇ ଶକ୍ତିପୀଠରେ ଲାଗିଲା ୧୪୪ ଧାରା । ଏନେଇ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଜାରି କରିଛନ୍ତି । ତିର୍ତ୍ତୋଲ ଥାନା ଅଞ୍ଚଳ ଝଙ୍କଡ଼ ମା’ ଶାରଳା ପୀଠ ସହ ବାଲିକୁଦା ଥାନା ପରାହାଟ ଭଗବତୀ ମନ୍ଦିର ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି। ଲକଡାଉନ୍ ଭିତରେ କରୋନା…

ଜନି ଲିଭର ପ୍ରଶଂସକଙ୍କ ମନୋବଳ ବଢ଼ାଇଲେ, ଗାଇଲେ କରୋନା ଅବ ତେରା ରୋନା ସୁରୁ

ମୁମ୍ବାଇ: କରୋନାକୁ ହରାଇବା ପାଇଁ ସମସ୍ତେ ଏକଜୁଟ ହେବାରେ ଲାଗିଛନ୍ତି । ବିଭିନ୍ନ ମାଧ୍ୟମରେ ସଚେତନତା ସୃଷ୍ଟି କରିବା ସହ କରୋନା ରୋଗରେ ଆକ୍ରାନ୍ତ ମନୋବଳ ମଧ୍ୟ ବଢ଼ାଯାଉଛି । ହାସ୍ୟ ଅଭିନେତା ଜନି ଲିଭର ମଧ୍ୟ ଏହି ଦୌଡରେ ସାମିଲ ହୋଇଛନ୍ତି । ଲକଡାଉନରେ ଘରେ ସମୟ କାଟୁଥିବା ଏହି ଅଭିନେତା…