Latest Odisha News

BREAKING NEWS

ଚୀନ୍‌, ଆଫ୍ରିକା ଏବଂ ସୋଭିଏତ୍‌ ୟୁନିଅନ୍‌ରେ ଆଜି ଲୋକପ୍ରିୟ ଶୋମ୍ୟାନ୍‌ ରାଜ୍‌ କପୁର

ନୂଆଦିଲ୍ଲୀ: ବଲିଉଡ୍‌ର ଦିଗ୍‌ଗଜ ଅଭିନେତା ରାଜ୍‌ କପୁର। ଅଭିନୟ ପ୍ରତି ତାଙ୍କ ସମର୍ପଣ ଭାବ ଏବଂ କାର୍ଯ୍ୟ ଶୈଳୀ ତାଙ୍କୁ ଅନ୍ୟମାନଙ୍କଠାରୁ ଭିନ୍ନ କରୁଥିଲା। ତାଙ୍କ ଅଭିନୟର ଯାଦୁ କେବଳ ଦେଶ ନୁହେଁ ବିଦେଶରେ ମଧ୍ୟ ସ୍ବତନ୍ତ୍ର ପରିଚୟ ଦେଇଥିଲା। ତାଙ୍କ ସମୟରେ ଭାରତୀୟ ଚଳଚ୍ଚିତ୍ର ଶିଳ୍ପ…

ନୀଳମାଧବ ପଣ୍ଡାଙ୍କ “କଡୱି ହାୱା”- ସିନେମା ଭିତରେ ଭାରତୀୟ କୃଷକ ଜୀବନର ସଂଘର୍ଷ ଗାଥା

ଆଜି ଦେଶର ଲକ୍ଷ ଲକ୍ଷ ଚାଷୀ ଯେତେବେଳେ ନିଜର ଅଧିକାର ଲାଗି ରାଜରାସ୍ତାରେ ସଂଘର୍ଷ କରୁଛନ୍ତି, ସେତେବେଳେ ତିନି ବର୍ଷ ତଳେ ଓଡିଆ ସିନେମା ନିର୍ମାତା ତଥା ନିର୍ଦ୍ଦେଶକ ନୀଳମାଧବ ପଣ୍ଡାଙ୍କର “କଡୱି ହାୱା” ସିନେମାର ଏକ ବିଶେଷ ପ୍ରାସଙ୍ଗିକତା ରହିଛି। ଏ ସିନେମାର ମୁଖ୍ୟ ନାୟକ ଜଣେ ଅନ୍ଧଚାଷୀ।…

ଭୁବନେଶ୍ୱର ଇନଫୋସିଟି ନାବାଳିକା ଗଣଦୁଷର୍ମ ମାମଲା: କ୍ରାଇମବ୍ରାଞ୍ଚ ହେପାଜତରେ ୪ ଅଭିଯୁକ୍ତ

ଭୁବନେଶ୍ୱର: ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ । ଏଫଆଇଆରରେ ନାଁ ଥିବା ୪ ଅଭିଯୁକ୍ତଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଗତକାଲି ରାତିରେ ସେମାନଙ୍କୁ ଉଠାଇ ନେଇଥିଲା । ସେମାନେ ହେଲେ ଓଟିଭି କର୍ମଚାରୀ ଅନିରୁଦ୍ଧ ପଣ୍ଡା, କୃଷ୍ଣଚନ୍ଦ୍ର ବେହେରା ଏବଂ ଦୁଇ…

ଦେଶରେ ଖସୁଛି: ୨୪ଘଣ୍ଟାରେ ୨୭ହଜାର କରୋନା ପଜିଟିଭ୍, ୩୩୬ ମୃତ

ନୂଆଦିଲ୍ଲୀ: ଦେଶରେ ଦୈନିକ କରୋନା କାୟା କମୁଛି । ଦିନକୁ ୧୦ଲକ୍ଷରୁ ଅଧିକ କୋଭିଡ୍ ଟେଷ୍ଟ ହେଉଛି । ଚିହ୍ନଟ ହେଉଛନ୍ତି ୩୦ ହଜାରରୁ କମ୍ ସଂକ୍ରମିତ । ଗତ ୨୪ଘଣ୍ଟାରେ ସାରା ରାଜ୍ୟରୁ ବାହାରିଛନ୍ତି ୨୭ହଜାର ୭୧ କରୋନା ପଜିଟିଭି । ମୋଟ୍ ଆକ୍ରନ୍ତଙ୍କ ସଂଖ୍ୟା ୯୮ଲକ୍ଷ ୮୪ହଜାର ୧୦୦ରେ ପହଞ୍ଚିଛି…

ନିଖୋଜର ତିନି ଦିନ ପରେ ବାଳିଆପାଳ ଅଞ୍ଚଳ ନାବାଳିକାଙ୍କ ମୃତଦେହ ଉଦ୍ଧାର

ବାଲେଶ୍ୱର: ବାଲିଆପାଳ ଥାନା ଅଞ୍ଚଳରୁ ନିଖୋଜ ନାବାଳିକାର ମୃତଦେହ ଉଦ୍ଧାର ହୋଇଛି । ସୁନ୍ଦରକୋଇଲି ଗାଁର ଏକ ପୋଖରୀ ହୁଡ଼ାରୁ ନାବାଳିକାର ମୃତଦେହ ଉଦ୍ଧାର ହୋଇଛି । ମୃତକଙ୍କ ବୟସ ୭ ବର୍ଷ ହେବ । ଗତ ଶୁକ୍ରବାରଠାରୁ ସେ ନିଖୋଜ ଥିଲେ । ବହୁ ଖୋଜାଖୋଜି ପରେ ଝିଅକୁ ନପାଇବାରୁ ପରିବାର ଲୋକେ…

ଟାର୍ଗେଟରେ ବର୍ଷା ! ସୋସିଆଲ୍ ମିଡିଆ ଟ୍ରୋଲକୁ ନେଇ ମୁହଁ ଖୋଲିଲେ ଜାଗ୍ରତି

ଭୁବନେଶ୍ୱର: ସାଂସଦ ଅନୁଭବ ମହାନ୍ତିଙ୍କ ସହ ଏକ ଫଟୋକୁ ନେଇ ସୋସିଆଲ୍ ମିଡିଆରେ ଟ୍ରୋଲ ପରେ ମୁହଁ ଖୋଲିଛନ୍ତି ସାମ୍ବାଦିକା ଜାଗ୍ରତି ଶୁକ୍ଳା । ଅନୁଭବ-ବର୍ଷା ପ୍ରସଙ୍ଗରେ ଚୁପ୍‌ ରହିଥିବା ଜାଗ୍ରତି ତାଙ୍କୁ ବିବାଦ ଭିତରକୁ ଟଣା ଯାଇଥିବାରୁ କ୍ଷୁବ୍ଧ ହୋଇଛନ୍ତି । ସୋସିଆଲ ମିଡିଆରେ ତାଙ୍କୁ…

ବାଲେଶ୍ୱରରୁ ପୁଣି ବ୍ରାଉନସୁଗର ଜବତ, ଜଣେ ଗିରଫ

ବାଲେଶ୍ୱର: ପୁଣି ବାଲେଶ୍ୱରରୁ ବ୍ରାଉନସୁଗର ଜବତ । ଜେଲ ସାମନାକୁ ସାଢ଼େ ୪ଲକ୍ଷ ଟଙ୍କାର ଧଳା ଜହର ଜବତ କରିଛି ସହଦେବଖୁଣ୍ଟା ଥାନା ପୋଲିସ । ଶେଖ ମହମ୍ମଦ ବାବୁ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ତା ନିକଟରୁ ଜବତ ହୋଇଛି ୪୪ଗ୍ରାମ ବ୍ରାଉନସୁଗର । ଶେଖ ମହମ୍ମଦ ବାବୁ ନିକଟରୁ…

ପିଲାଚୋର ସନ୍ଦେହରେ ଯୁବକଙ୍କୁ ନିର୍ଧୁମ ମାଡ଼; ଉଦ୍ଧାର କଲା ପୋଲିସ

ଢେଙ୍କାନାଳ: ଗତ କିଛିଦିନ ହେବ ରାଜ୍ୟରେ ପିଲା ଚୋରି ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି।ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଏକ ଭୟ ଖେଳି ଯାଇଛି। ତେବେ ଢେଙ୍କାନାଳରେ ପିଲା ଚୋରି କରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ନିର୍ଧୁମ ପିଟିଛନ୍ତି ଲୋକେ। ସୂଚନା ଅନୁଯାୟୀ ଢେଙ୍କାନାଳ ସହରର ମିନା ବଜାର…

ନୂଆ କୃଷି ଆଇନକୁ ବିରୋଧ: ଉପବାସରେ ଦେଶର ଅନ୍ନଦାତା

ନୂଆଦିଲ୍ଲୀ: ଜିଦରେ ଅଟଳ ଚାଷୀ । ବାହାରି ପାରୁନି ସମାଧାନର ବାଟ । ବଢୁଛି ମୋଦି ସରକାରଙ୍କ ଟେନସନ୍ । ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ କୃଷକ ସଂଗଠନ ଚଳାଇଥିବା ଆନ୍ଦୋଳନ ୧୮ ଦିନରେ ପହଞ୍ଚିଛି । ଆଜି ଦିଲ୍ଲୀର ସିଂଘୁ, ଟିକରି, ଗାଜିପୁର, ପଲଓ୍ୱଲ ସୀମାରେ ପୂର୍ବାହ୍ନ ୮ଟାରୁ ଅପରାହ୍ନ ୫ଟା…

କାର୍‌-ପିକ୍‌ଅପ୍‌ ଭ୍ୟାନ୍ ମୁହାଁମୁହିଁ ଧକ୍‌କା; ଡ୍ରାଇଭର ଗୁରୁତର

ନରାଜ: କଟକ ଜିଲ୍ଲା ବାରଙ୍ଗ ସୁଭାଷ ସେତୁ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଏକ କାର୍‌ ଓ ପିକ୍‌ଅପ୍‌ ଭ୍ୟାନ୍ ମୁହାଁମୁହିଁ ଧକ୍‌କା। ଫଳରେ କାର ଚାଳକ ଗୁରୁତର ହୋଇଥିବା ସୂଚନା। ସୂଚନାନୁସାରେ, ରବିବାର ବିଳମ୍ବିତ ରାତିରେ ତ୍ରିଶୁଳିଆ ଛକପଟୁ କଟକ ଯାଉଥିବା ଏକ ପିକଅପ୍ ଭ୍ୟାନ୍ ବିପରୀତ…