ମାଆ ହେବେ ନାଗିନ
ମୁମ୍ବାଇ: ନାଗିନ ସିରିୟଲର ଚର୍ଚ୍ଚିତ କଳାକାର ଅନୀତା ହସନନ୍ଦନୀ ମାଆ ହେବାକୁ ଯାଉଛନ୍ତି । ଅନୀତା ଏହି ଖବର ସୋସିଆଲ ମିଡିଆ ମାଧ୍ୟମରେ ତାଙ୍କ ପ୍ରଶଂସକମାନଙ୍କୁ ଜଣାଇଛନ୍ତି । ପତି ରୋହିତ ରେଡ୍ଡୀ ଓ ଅନୀତା ଏ ନେଇ ଫଟୋ ଓ ଭିଡିଓ ମଧ୍ୟ ଛାଡିଛନ୍ତି । ଅନୀତାଙ୍କ ବେବୀ ବମ୍ପକୁ ରୋହିତ ଖୁସିରେ…