କରୋନା ସଂକ୍ରମଣ ଲୁଚାଇଲେ ହେବ ଏଫ୍ଆଇଆର୍: ମଧ୍ୟପ୍ରଦେଶ ସରକାର
ଭୋପାଲ: କରୋନା ସଂକ୍ରମଣ ଲୁଚାଇଲେ ହେବ ଏଫ୍ଆଇଆର୍ । ଏଭଳି କଠୋର ନିର୍ଦ୍ଦେଶ ଦେଇଛନ୍ତି ମଧ୍ୟପ୍ରଦେଶ ସରକାର । ମଧ୍ୟପ୍ରଦେଶରେ ଦିନକୁ ଦିନ ସଂକ୍ରମଣ ବଢ଼ି ଚାଲିଥିବାରୁ ଏହାକୁ ଦୃଷ୍ଟିରେ ରଖି ଏଭଳି କଡା ପଦକ୍ଷେପ ନେଇଛନ୍ତି ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ । ଯଦି କୌଣସି ବ୍ୟକ୍ତି କରୋନା…