Latest Odisha News

ଆମେରିକାର ଉପରାଷ୍ଟ୍ରପତି ନିର୍ବାଚନ ପାଇଁ କଣ ରହିଛି ନୂଆ ନିୟମ?

ସେପ୍ଟେମ୍ବର ୨୯ରେ ଓହିଓର କ୍ଲିଭ୍‌ଲ୍ୟାଣ୍ଡରେ ଟ୍ରମ୍ପ ଏବଂ ଡେମୋକ୍ରାଟିକ୍‌ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବିଡେନ୍‌ଙ୍କ ମଧ୍ୟରେ ପ୍ରଥମ ରାଷ୍ଟ୍ରପତି ବିତର୍କ ପରେ ଏହ‌ାକୁ ନେଇ ଚିନ୍ତା ବଢ଼ିଛି। ହ୍ବାଇଟ୍ ହାଉସ୍‌ର ପରାମର୍ଶଦାତା ଏବଂ ରାଷ୍ଟ୍ରପତି ଟ୍ରମ୍ପ କରୋନା ପଜିଟିଭ୍‌ ଆସିବା ପରେ…

ଘରୋଇ କଳିରୁ କରୁଣ ପରିସ୍ଥିତି; ବୋହୁ ହାତରେ ଗଲା ଶ୍ୱଶୁର ପ୍ରାଣ

ବାରିପଦା: ଘରୋଇ କଳିରୁ କରୁଣ ପରିଣତି । ବୋହୁ ହାତରେ ଗଲା ଶ୍ୱଶୁର ପ୍ରାଣ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବାରିପଦା ଟାଉନ ଥାନା ଅନ୍ତର୍ଗତ କାଳୀ ମନ୍ଦିର ସାହିରେ। ଅଭିଯୁକ୍ତ ବୋହୁ ଜୟନ୍ତୀ ଭୂୟାଁ(୨୭) ତାଙ୍କ ଶ୍ୱଶୁର ବିଜୟ କୁମାର ଆଇଚ(୭୮)ଙ୍କ ସହିତ ଆଜି ସକାଳୁ ପାଟିଗୋଳ କରିଥିଲେ।…

ଭାଇରସ୍ ନୁହେଁ, ଭୈରବୀର ଡାକ ଇୟେ!

ପୃଥବୀର ୨୦୦ଟି ଦେଶରେ ବର୍ତମାନ ‘କରୋନା’ର କୋକୁଆ ଭୟ । କେବଳ, ହଁ କେବଳ ମଣିଷ ଶରୀର ହିଁ ତା’ର ମୁଖ୍ୟ ଟାର୍ଗେଟ୍ । ମଣିଷ ଉପରେ କରୋନା ଏତେ କ୍ରୋଧାନ୍ୱିତ ଯେ, ସେ ଖୋଜିଖୋଜି ମଣିଷକୁ ହିଁ ଧରୁଛି । କରୋନାର ଏହି କ୍ରୁର ରୂପ ଦେଖି ସାଧାରଣରେ ଏବେ ଆଲୋଚନା-ମାଳିକା ବର୍ଣ୍ଣିତ ଭୈରବୀ ଏହି…

ରାଜ୍ୟର ଏହି ୧୫ ଟି ଜିଲ୍ଲାରେ ବଜ୍ରପାତ ସହ ବର୍ଷା ଆଶଙ୍କା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଓଡିଶାର ପ୍ରାୟ ୧୫ ଟି ଜିଲ୍ଲାରେ ବର୍ଷା ସହ ଘଡଘଡି ସମ୍ଭାବନା ରହିଥିବା ନେଇ ବୁଧବାର ଦିନ ଆକଳନ କରାଯାଇଛି । ପାଣିପାଗ ବିଭାଗର ସଦ୍ୟତମ ବୁଲେଟିନ୍ ଅନୁଯାୟୀ, ଗଜପତି, କୋରାପୁଟ, ରାୟଗଡା, ମାଲକାନଗିରି, ସୋନପୁର,…

ଅକ୍ଷୟ କୁମାର ଫିଲ୍ମ ଲକ୍ଷ୍ମୀବମ୍ବ୍‌ କୁ‌ ନେଇ ବଢ଼ୁଛି ଅଡୁଆ; ସୋସିଆଲ୍‌ ମିଡିଆରେ ଟ୍ରେଣ୍ଡ୍‌ କରୁଛି ବଏକଟ୍‌…

ମୁମ୍ବାଇ: ଏହି ସମୟରେ ଅକ୍ଷୟ କୁମାରଙ୍କ ଫିଲ୍ମ ‘ଲକ୍ଷ୍ମୀ ବମ୍ବ୍‌’ ସୋସିଆଲ୍‌ ମିଡିଆରେ ଟ୍ରେଣ୍ଡ୍‌ କରୁଛି। ଫିଲ୍ମର ଟିଜର୍‌ଠାରୁ ଆରମ୍ଭ କରି ଅକ୍ଷୟଙ୍କ ଲୁକ୍‌ ପର୍ଯ୍ୟନ୍ତ ସବୁକିଛି ବେଶ୍‌ ପସନ୍ଦ କରାଯାଉଛି। ବର୍ତ୍ତମାନ ଫିଲ୍ମ ରିଲିଜ୍‌ ପାଇଁ ମାତ୍ର ଗୋଟିଏ ମାସ ବାକି ଥିବା ବେଳେ…

ଦେବୀ ଲକ୍ଷ୍ମୀଙ୍କ ଭକ୍ତିରେ ହଲିଉଡ ଅଭିନେତ୍ରୀ ସଲମା !

ଆମେରିକା: ମେକ୍ସିକାନ୍ ଓ ଆମେରେକୀୟ ଅଭିନେତ୍ରୀ ସଲମା ହୟାକ୍ । ଅନ୍‌ସ୍କ୍ରିନ୍‌ରେ ତାଙ୍କୁ ଅନେକ କିର୍ଦାରରେ ଦର୍ଶକ ଦେଖି ଆସିଛନ୍ତି । ହେଲେ ନିକଟରେ ସୋସିଆଲ ମିଡିଆରେ ତାଙ୍କର ଏକ ଘୋଷଣା ସମସ୍ତଙ୍କୁ ଚକିତ କରିଛି । ୱାଇଲ୍ଡ ୱାଇଲ୍ଡ ୱେଷ୍ଟ ଓ ଫ୍ରିଡା ଭଳି ଫିଲ୍ମ ପାଇଁ ଜଣାଶୁଣା ସଲମା…

ମୋଷ୍ଟ ଓ୍ୱାଣ୍ଟେଡ୍ ହାଇଓ୍ୱେ ଲୁଟେରା ଗ୍ୟାଙ୍ଗର ୫ ସଦସ୍ୟ ଗିରଫ

ଭୁବନେଶ୍ୱର: ହାଇଓ୍ୱେରେ ଆତଙ୍କରାଜ ଚଳାଇଥିଲେ । ଲୋକଙ୍କୁ ଲୁଟୁଥିଲେ । ଏଭଳି ଡକାୟତ ଗ୍ୟାଙ୍କର ପର୍ଦ୍ଦାଫାସ କରିଛି କମିଶନରେଟ ପୋଲିସ । ହାଇଓ୍ୱେ ଲୁଟେରା ଗ୍ୟାଙ୍ଗର ୫ ଜଣଙ୍କୁ ବାନ୍ଧିଛି ସହିଦନଗର ଥାନା ପୋଲିସ । ବିଶେଷ ସୂତ୍ରକୁ ଖବର ପାଇଁ ପୋଲିସ ଆରମ୍ଭ କରିଥିଲା ଅପରେସନ୍ । ୫ ଜଣଙ୍କୁ…

ନିର୍ମାଣ ହେବ ମୁଥୈୟା ମୁରଲିଧରନଙ୍କ ବାୟୋପିକ !

ତେଲେଙ୍ଗାନା: ଶ୍ରୀଲଙ୍କାର ବହୁଚର୍ଚ୍ଚିତ ଅଫ୍ ସ୍ପିନର ମୁଥୈୟା ମୁରଲିଧରନଙ୍କ ଉପରେ ନିର୍ମାଣ ହେବ ବାୟୋପିକ । ତେବେ ଶ୍ରୀଲଙ୍କା ଫିଲ୍ମ ଇଣ୍ଡଷ୍ଟ୍ରୀ ନୁହେଁ ଭାରତୀୟ ଫିଲ୍ମ ମେକରଙ୍କ ଦ୍ୱାରା ନିର୍ମାଣ ହେବ ବାୟୋପିକ । ଏନେଇ ପୋଷ୍ଟର ରିଲିଜ ହୋଇସାରିଥିଲାବେଳେ ମୁଥୈୟାଙ୍କ କିର୍ଦାରରେ ନଜର…

ଯାଜପୁର ବିରଜା ମନ୍ଦିର ରଥଯାତ୍ରା ପାଇଁ ଅନୁମତି ଦେଲେ ହାଇକୋର୍ଟ

କଟକ: ଯାଜପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଆ ବିରଜାଙ୍କ ମନ୍ଦିରରେ ଚଳିବର୍ଷ ରଥଯାତ୍ରା ପାଇଁ ମିଳିଲା ଗ୍ରୀନ ସିଗନାଲ୍ । ରଥଯାତ୍ରା ପାଇଁ ଅନୁମତି ଦେଇଛନ୍ତି ଓଡ଼ିଶା ହାଇକୋର୍ଟ । କୋଭିଡ ନିୟମ ଓ କଟକଣା ମାନି ରଥଯାତ୍ରା କରାଯାଉ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ୧୭ରୁ ୨୪…

ଜେଲରୁ ହାଥରସ ଏସପିଙ୍କୁ ଅଭିଯୁକ୍ତଙ୍କ ଚିଠି, ଚାଞ୍ଚଲ୍ୟକର କଥା ଲେଖିଛନ୍ତି

ଉତ୍ତରପ୍ରଦେଶ: ହାଥରସ ଗଣଦୁଷ୍କର୍ମ ଘଟଣାରେ ନୂଆ ମୋଡ଼ । ଘଟଣାର ଗିରଫ ଅଭିଯୁକ୍ତଙ୍କ ଏକ ଚିଠିକୁ ନେଇ ଏବେ ଚର୍ଚ୍ଚା । ଜେଲରୁ ହାଥରସ ଏସପିଙ୍କ ଚିଠି ଲେଖିଛନ୍ତି ଚାରି ଜଣ ଅଭିଯୁକ୍ତ । ଚିଠିରେ ସାଂଘାତିକ ଓ ଚାଞ୍ଚଲ୍ୟକର କଥା ଲେଖିଛନ୍ତି । ଆମେ ନିର୍ଦ୍ଦୋଷ, ଫସାଇ ଦିଆଯାଇଛି ଜଣେ ଗିରଫ…