ଗଞ୍ଜାମରେ ହେବ ସମସ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା
ଗଂଜାମ: ଗଂଜାମରେ ସମସ୍ତ ଲୋକଙ୍କ ହେବ ସ୍ୱାସ୍ଥ୍ୟ ପରୀକ୍ଷା । କରୋନାର କୌଣସି ଲକ୍ଷଣ ଅଛି କି ନାହିଁ ସେ ନେଇ ଘର ଘର ବୁଲି ସ୍ୱାସ୍ଥ୍ୟ ପରୀକ୍ଷା କରିବେ ଡାକ୍ତର । ଯାହାର ଥଣ୍ଡା, କାଶ କଫ କିମ୍ବା ଜ୍ୱର ଭଳି ଲକ୍ଷଣ ଥିବା ସେମାନଙ୍କର ସ୍ୱାସ୍ଥ୍ୟଗତ ଯାଂଚ କରାଯିବ । ଏନେଇ ଗଂଜାମ ଜିଲ୍ଲାପାଳ…