ଟ୍ରେନ୍ ଛାଡ଼ିବାର କିଛି ସମୟ ପୂର୍ବରୁ କରିପାରିବେ ଟିକେଟ ବୁକିଂ
ନୂଆଦିଲ୍ଲୀ: ରେଳ ଯାତ୍ରୀମାନେ ଟ୍ରେନ ଛାଡିବାର ୩୦ରୁ ପାଞ୍ଚ ମିନିଟ ପୂର୍ବରୁ ରିଜର୍ଭେସନ (ସଂରକ୍ଷିତ) ଟିକେଟ ବୁକ୍ କରିପାରିବେ। କରୋନା ମହାମାରୀ ସମୟରେ ଚାଲୁଥିବା ସ୍ୱତନ୍ତ୍ର ଟ୍ରେନର ଯାତ୍ରୀମାନଙ୍କୁ ଏହି ସୁବିଧା ଯୋଗାଇ ଦିଆଯିବ ବୋଲି ସୂଚନା ମିଳିଛି।
ରେଳବାଇ ଦ୍ବାରା ଜାରି…