ସୁରକ୍ଷା ଉଦ୍ଦେଶ୍ୟରେ ପୂର୍ବ ତଟ ରେଳପଥ ମୁତୟନ କରିବ ଡ୍ରୋନ୍ କ୍ୟାମେରା !
ନୂଆଦିଲ୍ଲୀ: ଯେହେତୁ କୋଭିଡ଼୍-୧୯ ଭୂତାଣୁ ସଂକଟ ସାରା ପୃଥିବୀରେ ଆତଙ୍କ ସୃଷ୍ଟି କରିଛି ଏବଂ ଏହି ସଂକ୍ରମଣର ବ୍ୟପକତାକୁ ପ୍ରତିହତ କରିବାକୁ ବିଭିନ୍ନ ଦେଶ ତାଲାବନ୍ଦ ଘୋଷଣା କରିଛନ୍ତି । ଏହି ପରିପ୍ରେକ୍ଷୀରେ ଭାରତୀୟ ରେଳପଥ ମଧ୍ୟ ଯାତ୍ରୀବାହୀ ଟ୍ରେନ୍ଗୁଡ଼ିର ଚଳାଚଳ ବନ୍ଦ କରିଛି । କିନ୍ତୁ…