ଗଣିତ ଖେଳ: କାଗଜରୁ କୋଣମାପକ (ପ୍ରୋଟ୍ରାକ୍ଟର)
ଆୟତାକାର କାଗଜ ଖଣ୍ଡକରୁ ଆମେ ୯୦ଂ କୋଣ ପାଇଯିବା । କାରଣ ଏହାର ପ୍ରତି କୋଣ ୯୦ଂ । ଏହି କୋଣକୁ ଦୁଇ ସମାନ ଭାଙ୍ଗ କରିଦେଲେ ଆମକୁ ୪୫ଂ ମିଳିଯିବ । ଠିକ ସେମିତି ଆୟତାକାର କାଗଜର ଯେକୌଣସି ଧାର ଉପରେ କୋଣର ପରିମାଣ ୧୮୦ଂ । ଏହାକୁ ୩ ସମାନ ଭାଙ୍ଗି କେମିତି ୬୦ ଡିଗ୍ରୀ ପାଇବା ତାହା ଆମେ ଦେଖିଛେ…