ବିଶୋଧନ ହେବ ଭୁବନେଶ୍ୱରର ୧୦ଟି ହାଟ
ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢ଼ିବାରେ ଲାଗିଛି । ଏଥିପାଇଁ ପୁରା ରାଜଧାନୀକୁ ବିଶୋଧନ କରିବା କାମ ଆରମ୍ଭ ହୋଇଛି । ଏହି ପର୍ଯ୍ୟୟରେ ଆଜି ଭୁବନେଶ୍ୱରର ୧୦ଟି ହାଟକୁ ସମ୍ପୂର୍ଣ୍ଣ ସାନିଟାଇଜ କରାଯାଉଛି ।
ୟୁନିଟ ୧ ଡେଲି ମାର୍କେଟ, ୟୁନିଟ ୪ ମାଛ ମାର୍କେଟ,…