ମାଂଉଟ ଏଭେରେଷ୍ଟ ଉଚ୍ଚତା ବଢ଼ିଲା !
ନୂଆଦିଲ୍ଲୀ: ଚୀନ ଓ ନେପାଳ ମଙ୍ଗଳବାର ମାଂଉଟ ଏଭେରେଷ୍ଟର ଉଚ୍ଚତା ମାପିଛନ୍ତି । ପୂର୍ବଥର ଏହାର ଉଚ୍ଚତା ୮୮୪୮ ମିଟର ଥିବା ବେଳେ ଏଥର ୮୮୪୮.୮୬ ମିଟର ରହିଛି । ୧୩ ଅକ୍ଟୋବର ୨୦୧୯ରେ ମାଂଉଠ ଏଭେରେଷ୍ଟ ଉଚ୍ଚତା ମାପିବା ନେଇ ଚୀନ ଓ ନେପାଳ ମଧ୍ୟରେ ବୁଝାମଣା ହୋଇଥିଲା । ୧୯୫୪ରେ ଭାରତ ଏହାର…