ହ୍ୱାଟ୍ସଆପରେ ବଦଳିଲା ଷ୍ଟାଟସ ଦେବା ପ୍ରକ୍ରିୟା, ଜାଣନ୍ତୁ
ବେଙ୍ଗାଲୁରୁ: ଦେଶବ୍ୟାପୀ ଲକଡାଉନ୍ ଜାରି ରହିଥିବାବେଳେ ଭାରତରେ ବହୁଳ ମାତ୍ରାରେ ଇଣ୍ଟରନେଟ୍ ବ୍ୟବହାର, ବୃଦ୍ଧି ପାଇଛି।
ଯାହାଫଳରେ ନେଟୱର୍କରେ ଭାର କମାଇବା ପାଇଁ ସୋମବାର ଦିନ ଲୋକପ୍ରିୟ ମେସେଜିଂ ଆପ୍ ହ୍ୱାଟ୍ସଆପ ଭାରତରେ ଷ୍ଟାଟସ୍ ଭିଡିଓ ସମୟକୁ ୩୦ସେ. ରୁ ୧୫ ସେକେଣ୍ଡ ମଧ୍ୟରେ ସୀମିତ…