କେଭିଆଇସି ଟସର ରେଶମ ଉତ୍ପାଦନ କେନ୍ଦ୍ରର ଶିଳାନ୍ୟାସ କରିବେ କେନ୍ଦ୍ରମନ୍ତ୍ରୀ
ଭୁବନେଶ୍ୱର: ଆସନ୍ତାକାଲି ତଥା ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଅବସରରେ ଖଦୀ ଗ୍ରାମୋଦ୍ୟୋଗ ଆୟୋଗ (କେଭିଆଇସି) ପକ୍ଷରୁ କଟକ ଜିଲ୍ଲା ଚୌଦ୍ୱାରସ୍ଥିତ କଜଳକଣା ଇଡକୋ ଶିଳ୍ପାଂଚଳ ପରିସରରେ ଏକ ଟସର ରେଶମ ଉତ୍ପାଦନ କେନ୍ଦ୍ରର ଶିଳାନ୍ୟାସ କରିବେ କେନ୍ଦ୍ର ମନ୍ତ୍ରୀ।
ସୂଚନା ଅନୁସାରେ, ପୂର୍ବାହ୍ନ…