Latest Odisha News

BREAKING NEWS

ଭୁବନେଶ୍ୱରରେ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ, ଓଡିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଛୁଇଁଲା

ଭୁବନେଶ୍ୱର: ଓଡିଶାରେ ଆଉ ଜଣେ କରୋନା ପଜିଟିଭ୍ ରୋଗୀ ଚିହ୍ନଟ ହୋଇଛନ୍ତି । ସେ ଭୁବନେଶ୍ୱରର ବାସିନ୍ଦା ବୋଲି ଜଣାପଡିଛି । ଏ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି । ଆକ୍ରାନ୍ତ ଜଣଙ୍କ ୬୦ ବର୍ଷର ବୃଦ୍ଧ ହୋଇଥିବା ବେଳେ ସରକାରଙ୍କ ପକ୍ଷରୁ ତାଙ୍କ…

୫ ଜଣ ଅସହାୟ ଗରିବଙ୍କୁ ଖାଦ୍ୟାନ୍ନ ଦାନ କରିବାକୁ ନିବେଦନ କଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ

ଭୂବନେଶ୍ୱର, ତା.୨୬/୦୩: ମହାମାରୀ କରୋନା ବର୍ତମାନ ଭୟଙ୍କର ରୂପ ଧାରଣ କରିଛି । ମାନ୍ୟବର ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ଏବଂ ସମସ୍ତ ରାଜ୍ୟ ସରକାରଙ୍କ ସହଯୋଗରେ ଏହି ସଂକଟରୁ ରକ୍ଷା ପାଇବା ପାଇଁ ସମସ୍ତ ପ୍ରକାରର ପଦକ୍ଷେପ ଗ୍ରହଣ କରାଯାଉଛି । ଏଭଳି ଜଟିଳ ସମୟରେ ଭାରତୀୟ…

ଓଡ଼ିଶାକୁ ଫେରିଛନ୍ତି ୮୪ ହଜାର ଓଡ଼ିଆ: ବାଗଚୀ

ଭୁବନେଶ୍ୱର: ଓଡ଼ିଶାକୁ ଫେରିଛନ୍ତି ୮୪ ହଜାର ଓଡ଼ିଆ । ଏମାନେ ଅନ୍ୟ ରାଜ୍ୟରୁ ଲକ ଡାଉନ ହେବା ପୂବରୁ ଫେରି ଆସିଛନ୍ତି । ଏ ସମସ୍ତଙ୍କୁ କ୍ୱାରେଣ୍ଟାଇନରେ ରଖିବା ଦରକାର । ଏହା ନହେଲେ କରୋନା ସଂକ୍ରମଣ ବଢ଼ିବ ବୋଲି ରାଜ୍ୟ ସରକାରଙ୍କ କୋଭିଡ-୧୯ ମୁଖପାତ୍ର ସୁବ୍ରତ ବାଗଚୀ କହିଛନ୍ତି । ବିଦେଶ…

ଲକ୍‌-ଡାଉନ୍ କୋହଳ: ଚଳାଚଳ କରିବ ପଣ୍ୟବାହୀ ଟ୍ରକ୍‌, ଖୋଲା ରହିବ ଢାବା

ଭୁବନେଶ୍ୱର: ଲକ୍‌-ଡାଉନରେ ଜାତୀୟ ତଥା ରାଜ୍ୟ ରାଜପଥ ପାଖ ଢାବା, ଗ୍ୟାରେଜ ଓ ସ୍ପେୟାର ପାର୍ଟସ ଦୋକାନ ଖୋଲା ରହିବ । ସେହିପରି ପଣ୍ୟବାହୀ ଯାନ ଅବାଧରେ ଚଳାଚଳ କରିବାକୁ ଓଡିଶା ସରକାର ନିର୍ଦ୍ଦେଶ ଜାରି କରିଛନ୍ତି । ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ଏକ ଚିଠି ଜରିଆରେ ନିର୍ଦ୍ଦେଶନାମା ଜାରି…

କରୋନା ଲଢେଇରେ ସୁଶ୍ରୀ ନିରୁପମା: ମାଗଣାରେ ବାଣ୍ଟି ଚାଲିଛନ୍ତି ମାସ୍କ !

ସମଗ୍ର ବିଶ୍ବରେ ଏବେ କରୋନାକୁ ନେଇ ସଚେତନତା କାର୍ଯ୍ୟକ୍ରମ ଚାଲିଥିବାବେଳେ ବାରିପଦା ସହରରେ ଜଣେ ଯୁବତୀ ଙ୍କର ଲୋକମାନଙ୍କୁ ସଚେଚନ କରାଇବାର ନିଶା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ସେ ହେଉଛନ୍ତି  ସୁଶ୍ରୀ ନୀରୁପମା ସାହୁ । ସେ ନିଜେ ବଜାରରୁ କପଡା କିଣି ନିଜର ଟ୍ରେନିଂ ସେଣ୍ଟରରେ ତାଲିମ…

କରୋନା ସହ ଲଢେଇ: ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧କୋଟି ଟଙ୍କା ଦାନ କଲେ ଓସିଏ ସଭାପତି

ଭୁବନେଶ୍ୱର: ଓଡ଼ିଶା କ୍ରିକେଟ ଆସୋସିଏସନ (ଓସିଏ)ର ସଭାପତି ତଥା ଏମଜିଏମ ମିନେରାଲ୍ସ ଲିମିଟେଡ଼ର ଚେୟାରମ୍ୟାନ ପଙ୍କଜଲୋଚନ ମହାନ୍ତି ମରଣାନ୍ତକ କରୋନା ଭୂତାଣୁ ବିରୋଧରେ ଓଡ଼ିଶାର ଲଢେଇ ଲାଗି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧ କୋଟି ଟଙ୍କା ସହଯୋଗ ରାଶି ପ୍ରଦାନ କରିଛନ୍ତି ।…

ବେଙ୍ଗାଲୁରୁ ଲକ୍‌-ଡାଉନ୍‌: ପ୍ରଥମେ ଗିରଫ, ପରେ ଗୁଳିମାଡ !

ବେଙ୍ଗାଲୁରୁ: ବେଙ୍ଗାଲୁରୁ ପୋଲିସ ଗୁଳିରେ ଆହତ ୨୬ ବର୍ଷୀୟ ଯୁବକ । ପ୍ରଥମେ ଲକ୍‌-ଡାଉନରେ ଗିରଫଦାରୀ, ପରେ ପୋଲିସକୁ ନାଲି ଆଖି । ଖସି ଚାଲିଯିବାକୁ ଉଦ୍ୟମ ବେଳେ ପୋଲିସ ଗୁଳିମାଡରେ ଅଭିଯୁକ୍ତ ଆହତ । ଅଭିଯୁକ୍ତ ତେଜୁଦ୍ଦିନ୍ । ଲକ୍‌-ଡାଉନ୍‌ରେ ନିଜ ସାଥିମାନଙ୍କ ସହ କରୁଥିଲା ବାଇକ୍…

ସୁଦର୍ଶନ ପଟ୍ଟନାୟକଙ୍କ କରୋନା ସଚେତନତା ବାଲୁକାକଳାକୁ WHO, ଜାତିସଙ୍ଘର ପ୍ରଂଶସା

ଭୁବନେଶ୍ୱର: କରୋନା ଲକଡାଉନ ମଧ୍ୟରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ୱାରା ‘ଘରେ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ’ ଉପଦେଶ ଦେଉଥିବା ବାଲୁକାକଳାକୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(WHO) ଓ ଜାତିସଙ୍ଘ ପ୍ରଂଶସା କରିଛନ୍ତି । କରୋନାଭାଇରସ ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶରେ ଲକଡାଉନ…

କରୋନାକୁ କୁଣିଆ କରି ଡାକନି: ବାଗଚୀ

ଭୁବନେଶ୍ୱର: କରୋନାକୁ କରନି କୁଣିଆ । ବେଳ ଥାଉ ସଜାଗ ହୁଅ । ସଚେତନ ରୁହ । ସରକାର ୨୧ ଦିନର ତାଲା ବନ୍ଦ ନିର୍ଦ୍ଦେଶ ଦେଇଛନ୍ତି । ଏହି ସମୟରେ ଅଯଥାରେ ଘରୁ ବାହାରି କରୋନା ଭୂତାଣୁକୁ କୁଣିଆ କରି ଘରକୁ ଡାକନ୍ତୁ ନାହିଁ ବୋଲି ରାଜ୍ୟ ସରକାରଙ୍କ କୋଭିଡ-୧୯ ମୁଖପାତ୍ର ସୁବ୍ରତ ବାଗଚୀ କହିଛନ୍ତି…

ତାଲା ବନ୍ଦ: ଟ୍ୱିନସିଟିରେ ଦିନିକିଆ ପାସ୍ ବ୍ୟବସ୍ଥା ଆରମ୍ଭ

ଭୁବନେଶ୍ୱର: ଟ୍ୱିନସିଟିରେ ଆରମ୍ଭ ହେଲା ଦିନିକିଆ ପାସ୍ ବ୍ୟବସ୍ଥା । ଜରୁରୀକାମରେ ବାହାରକୁ ବହାରୁଥିବା ଲୋକଙ୍କ ପାଇଁ ଦିନିକିଆ ପାସ୍ ବ୍ୟବସ୍ଥା କରିଛି କମିଶନରେଟ୍ ପୋଲିସ । ଏଥିପାଇଁ ଏକ ଜରୁରୀକାଳିନ ଷ୍ଟିକର ବ୍ୟବସ୍ଥା କରାଯାଇଛି । ଯାତ୍ରୀ ନେଉଥିବା ଗାଡିର ସାମ୍ନା ପଟରେ ଷ୍ଟିକର ଭାବେ…