ଅଶୁଭ ଦୁର୍ଗ: ଆତ୍ମହତ୍ୟା ପାଇଁ ଉସୁକାଇଥାଏ
ମୁମ୍ବାଇ: ମହାରାଷ୍ଟ୍ରର ମାଥେରନ ଓ ପନବେଲ ମଧ୍ୟରେ ରହିଛି ଅଭିଷପ୍ତ ଦୁର୍ଗ । ସେଠାକୁ ପ୍ରାୟତଃ ଏକୁଟିଆ କେହି ଯାଆନ୍ତି ନାହିଁ । ଏହି ଦୁର୍ଗ ଉପରକୁ ଗଲେ ଏହା ଆତ୍ମହତ୍ୟା କରିବା ପାଇଁ ପ୍ରବର୍ତାଇଥାଏ । ଦୁର୍ଗଟି ୨୩୦୦ ଫୁଟ ଉଚ୍ଚର ଏକ ପାହାଡ ଉପରେ ନିର୍ମିତ । କଳାୱନ୍ତି ନାମରେ ଖ୍ୟାତି ଲାଭ…