Latest Odisha News

BREAKING NEWS

କରୋନା ସତର୍କତା: ଏୟାରଲାଇନ୍ସ ପାଇଁ ଗାଇଡଲାଇନ ଜାରି କଲା ଡିଜିସିଏ

ନୂଆଦିଲ୍ଲୀ: ଭାରତରେ କରୋନାର ଭୟାବହତା ବଢ଼ିବାରେ ଲାଗିଛି । କରୋନା ସଂକ୍ରମଣକୁ ରୋକିବା ପାଇଁ ସରକାରଙ୍କ ଦ୍ୱାରା ବିଭିନ୍ନ ଗାଇଡଲାଇନ ଜାରି ହୋଇଛି । ଡିଜିସିଏ(ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ) ମଧ୍ୟ ସମସ୍ତ ଏୟାରଲାଇନ୍ସ ଏବଂ ବିମାନ ଅପରେଟରଙ୍କ ପାଇଁ ସାମାଜିକ ଦୂରତା ବଜାୟ ରଖିବା ନେଇ…

ଶିବରାଜଙ୍କ ଚତୁର୍ଥ ଇନିଂସ ! ସନ୍ଧ୍ୟାରେ ନେଇପାରନ୍ତି ଶପଥ

ଭୋପାଲ: ପୁଣି ଥରେ ମଧ୍ୟପ୍ରଦେଶର ମଙ୍ଗ ଧରିପାରନ୍ତି ଶିବରାଜ ସିଂହ ଚୌହାନ । ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହେବାକୁ ଥିବା ବିଜେପିର ବିଧାୟକ ଦଳ ବୈଠକରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶିବରାଜ ସିଂହ ଚୌହାନ ଶପଥ ନେଇପାରନ୍ତି । ଏଥିପାଇଁ ରାଜଭବନ ଭିତରେ ପ୍ରସ୍ତୁତି ଜୋର୍‌ସୋର୍‌ରେ ଆରମ୍ଭ…

ଭାରତରେ କରୋନା ନେଲା ଆଉ ଏକ ଜୀବନ; ମୃତ୍ୟୁ ସଂଖ୍ୟା ୮ କୁ ବୃଦ୍ଧି !

ନୂଆଦିଲ୍ଲୀ: ଅଣାୟତ ହେଉଛି କରୋନା । କରୋନା ରୋଗରେ ଆକ୍ରାନ୍ତ ହୋଇଥିବା ଫିଲିପାଇନ୍ସର ଜଣେ ୬୮ ବର୍ଷ ବୟସ୍କ ବ୍ୟକ୍ତି ଭାରତରେ ଚିକିତ୍ସିତ ହୋଇ ସୁସ୍ଥ ହୋଇଥିଲେ । ସୋମବାର ଦିନ ମୁମ୍ବାଇର ଏକ ଡାକ୍ତରଖାନାରେ ତାଙ୍କର ଦେହାନ୍ତ ହୋଇଛି। କରୋନାଭାଇରସ୍ ସମ୍ବନ୍ଧୀୟ ମୁମ୍ବାଇରୁ ଏହା ହେଉଛି…

ନଟିଆ ଦେଲା କରୋନା ସଚେତନତା ବାର୍ତ୍ତା

ଭୁବନେଶ୍ୱର: କରୋନା ସଂକ୍ରମଣ ଏବେ ସାରା ବିଶ୍ୱ ପାଇଁ ଚିନ୍ତାର ବିଷୟ ହୋଇଛି । ସୋସିଆଲ ମିଡିଆରେ ଲୋକଙ୍କୁ ସଚେତନ କରିବା ପାଇଁ କେଉଁଠି ଭିଡିଓ ତିଆରି ହେଉଛି ତ କେଉଁଠି ସଙ୍ଗୀତ ପ୍ରସ୍ତୁତ ହୋଇଛି । ତେବେ ଏସବୁ ଭିତରେ କମେଡି ମାଷ୍ଟର ନଟିଆ ବି ପଛରେ ନାହିଁ । ନଟିଆ ନିଜ ଭିଡିଓ ‘କରୋନା ସହ…

କରୋନା: ପଞ୍ଜାବରେ ଅନିର୍ଦ୍ଧିଷ୍ଟ କାଳ ପାଇଁ କର୍ଫ୍ୟୁ

ଚଣ୍ଡିଗଡ: ପଂଜାବରେ ଫେଲ୍ ମାରିଲା ଲକ ଡାଉନ ବ୍ୟବସ୍ଥା । ଲାଗୁ ହେଲା କର୍ଫ୍ୟୁ । କରୋନା ଭାଇରସର ମୁକାବିଲା ପାଇଁ ପଂଜାବ ସରକାର ସୋମବାରଠାରୁ ରାଜ୍ୟରେ କର୍ଫ୍ୟୁ ଲାଗୁ କରିଛନ୍ତି । ଦେଶର ପ୍ରଥମ ରାଜ୍ୟ ଭାବେ ପଂଜାବ ଏହି କର୍ଫ୍ୟୁ ଲାଗୁ କରିଛି । କରୋନା ଭାଇରସ ସହ ଲଢିବା ପାଇଁ ଦେଶର କିଛି…

କରୋନାକୁ ନେଇ ଏମିତି କ’ଣ କହିଲେ ବ୍ରିଟିଶ୍ ଅର୍ଥମନ୍ତ୍ରୀ; ଭାଷଣ ହେଲା ଭାଇରାଲ୍ !

ଲଣ୍ଡନ: ମରଣାନ୍ତକ କରୋନା ଭାଇରସର ପ୍ରକୋପ ସାରା ବିଶ୍ୱରେ ବ୍ୟାପୀ ଚାଲିଥିବା ବେଳେ ଏହାର ସଂକ୍ରମଣ ରୋକିବାକୁ ସବୁ ରାଷ୍ଟ୍ର ଗୁଡ଼ିକ ସାଧ୍ୟମତେ ପ୍ରଚେଷ୍ଟା ଜାରି ରଖିଛନ୍ତି । ଏହି ଭୂତାଣୁ ସଂକ୍ରମଣକୁ ରୋକିବା ଲାଗି ବ୍ରିଟିଶ୍ ସରକାର ମଧ୍ୟ ଲଢେଇ ଜାରି ରଖିଛନ୍ତି । ଚୀନ ପରେ ୟୁରୋପୀୟ ଦେଶ…

କୋଭିଡ୍‌-୧୯ର ପ୍ରତିହତ ପାଇଁ ସରକାରଙ୍କ ସଂନିରୀକ୍ଷଣ କୌଶଳ ପ୍ରସ୍ତାବ ଆମନ୍ତ୍ରଣ

ଦିଲ୍ଲୀ: କୋଭିଡ୍‌-୧୯ ମହାମାରୀ ବିରୋଧରେ ଲଢେଇ ପାଇଁ ବିଜ୍ଞାନ ଓ କାରିଗରୀ ବିଭାଗ (AI) (Artificial Intelligence) ଓ IoT(Internet of Things) ଭଳି ନିରୀକ୍ଷଣ କାରିଗରୀର ବ୍ୟବହାର କରିବ । ଏ ନେଇ ଟେକ୍ନୋଲଜି ଡେଭଲପମେଣ୍ଟ ବୋର୍ଡ (TDB) ଭାରତୀୟ କମ୍ପାନୀମାନଙ୍କଠାରୁ ଦରଖାସ୍ତ…

କରୋନା: ସାମ୍ପ୍ରଦାୟିକ ସଂକ୍ରମଣ କ’ଣ ? ଭାରତ ମହାମାରୀର କେଉଁ ଚରଣରେ ଅଛି ?

ନୂଆଦିଲ୍ଲୀ: ସାରା ବିଶ୍ୱରେ ଘାତକ ପାଲଟିଥିବା କରୋନାଭାଇରସ ମହାମାରୀ ଦିନକୁ ଦିନ ଜଟିଳ ପରିସ୍ଥିତି ସୃଷ୍ଟି କରୁଛି । ବିଶ୍ୱବ୍ୟାପୀ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୩ହଜାର ଟପିଲାଣି । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(WHO) ଅନୁସାରେ, ସାମ୍ପ୍ରଦାୟିକ ସଂକ୍ରମଣ(କମ୍ୟୁନିଟି ଟ୍ରାନ୍ସମିସନ) ହେଉଛି…

କରୋନା ଭୟ: ବନ୍ଦ ହେଲା ସେସୁର କଲେକ୍ସନ କାଉଣ୍ଟର, ଅନଲାଇନ୍ ପେମେଣ୍ଟ ପାଇଁ ଗ୍ରାହକଙ୍କୁ କଲା ଅନୁରୋଧ

ଭୁବନେଶ୍ୱର: କୋଭିଡ଼-୧୯ ର ଭୟାବହତାକୁ ଦୃଷ୍ଟିରେ ରଖି ସେସୁ ମାର୍ଚ୍ଚ ୨୩ ରୁ ୨୯ ପର୍ଯ୍ୟନ୍ତ ଖୋର୍ଦ୍ଧା, କେନ୍ଦ୍ରାପଡା, ଅନୁଗୁଳ ଏବଂ ପୁରୀ ପୌରପାଳିକା ଅଞ୍ଚଳରେ ଏହାର ସମସ୍ତ କଲେକ୍ସନ କାଉଣ୍ଟର ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ରବିବାର ଦିନ ସେସୁ ଦ୍ୱାରା ଜାରି କରାଯାଇଥିବା ଏକ…

କୋଭିଡ-୧୯: ଗାୟିକା କନିକାଙ୍କ ସଂସ୍ପର୍ଶରେ ଆସିଥିବା ୨୬୬ ଜଣଙ୍କ ରିପୋର୍ଟ ନେଗେଟିଭ

ନୂଆଦିଲ୍ଲୀ: ବଲିଉଡ ଗାୟିକା କନିକା କପୁରଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ୨୬୬ ଜଣ ବ୍ୟକ୍ତିଙ୍କ କରୋନା କରୋନାଭାଇରସ୍ (କୋଭିଡ -୧୯) ଟେଷ୍ଟ ରିପୋର୍ଟ ନେଗେଟିଭ ବାହାରିଛି । ଏଥିସହିତ ସମ୍ପୃକ୍ତ ବ୍ୟକ୍ତିଙ୍କ ସହ ଯୋଗାଯୋଗ ପ୍ରକ୍ରିୟା ମଧ୍ୟ ଶେଷ ହୋଇଛି ବୋଲି ରବିବାର ଦିନ କହିଛନ୍ତି…