କରୋନା ବିପକ୍ଷରେ ଲଢ଼ୁଥିବା ଯୋଦ୍ଧାଙ୍କୁ ସଲାମ: ଘଣ୍ଟ, ଘଣ୍ଟି, ଥାଳି ଓ ତାଳି ବଜାଇଲେ ଦେଶବାସୀ
ଭୁବନେଶ୍ୱର: କରୋନ ଭୂତାଣୁ ବିରୋଧରେ ଲଢ଼ୁଥିବା ଯୋଦ୍ଧାଙ୍କୁ ସଲାମ । ସାରା ଦେଶବାସୀ ଘଣ୍ଟ, ଘଣ୍ଟି, ତାଲି ଓ ଥାଳି ବଜାଇ ଜଣାଇଲେ ଧନ୍ୟବାଦ । କରୋନା ବିପକ୍ଷରେ ଲଢ଼ୁଥିବା ଯୋଦ୍ଧାଙ୍କୁ ଆଜି ପୁରା ଦେଶବାସୀ ଧନ୍ୟବାଦ ଜଣାଇଛନ୍ତି । କିଏ ଘରର ବାଲକୋନୀ ତ ଆଉ କିଏ ଛାତ ଉପରେ ତ ଆଉ କିଏ ବାହାରକୁ…