Latest Odisha News

BREAKING NEWS

ୟୁନିୟନ ବ୍ୟାଙ୍କରେ ରହିବ ଶ୍ରୀମନ୍ଦିରର ପାଣ୍ଠି: ମନ୍ଦିର ପ୍ରଶାସନ

ପୁରୀ: ୟେସ ବ୍ୟାଙ୍କ ପକ୍ଷରୁ ଶ୍ରୀ ମନ୍ଦିରର ଏସବିଆଇ ଆକାଉଣ୍ଟକୁ ସୁଧ ସହିତ କର୍ପସ ପାଣ୍ଠି ଫେରସ୍ତ କରାଯିବାର ଗୋଟିଏ ଦିନ ପରେ ମନ୍ଦିରର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା ଶୁକ୍ରବାର ଦିନ କହିଛନ୍ତି ଯେ ମନ୍ଦିର ପାଣ୍ଠି ଏବଂ ମନ୍ଦିରର ମୂଳ ପାଣ୍ଠିକୁ ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆ…

ବଢୁଛି କରୋନା ଜନିତ ମୃତ୍ୟୁ ସଂଖ୍ୟା; ଆମେରିକାରେ ଗୋଟିଏ ଦିନରେ ୧୫୦ ମୃତ

ୱାଶିଂଟନ: ଆମେରିକାର ରୋଗ ନିୟନ୍ତ୍ରଣ ଓ ନିରାକରଣ କେନ୍ଦ୍ର(ସିଡିସି) ଅନୁସାରେ ଗୁରୁବାର ଦିନ ଆମେରିକାରେ ୧୦,୪୯୧ଜଣ କରୋନାଭାଇରସ ଦ୍ୱାରା ସଂକ୍ରମିତ ହୋଇଛନ୍ତି । ଆମେରିକାରେ ଗୋଟିଏ ଦିନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୪୦୪ ବଢ଼ିଛି ଏବଂ ମୃତ୍ୟୁ ସଂଖ୍ୟା ୫୩ରୁ ୧୫୦କୁ ବୃଦ୍ଧି ପାଇଛି ।…

କରୋନା ପାଇଁ ମୁମ୍ବାଇ, ପୁଣେ, ନାଗପୁର ସମେତ ୪ ସହର ଲକଡାଉନ୍

ମୁମ୍ବାଇ: ସାରା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି । ଏପର୍ଯ୍ୟନ୍ତ ଭାରତରେ କରୋନା ଦ୍ୱାରା ସଂକ୍ରମିତଙ୍କ ସଂଖ୍ୟା ୨୦୦ରେ ପହଞ୍ଚିଛି । ଯେଉଁଥିରେ ମହାରାଷ୍ଟ୍ରରେ ସର୍ବାଧିକ କରୋନା ରୋଗୀ ଅଛନ୍ତି । ରୋଗୀଙ୍କ ସଂଖ୍ୟା ବଢୁଥିବା ଦେଖି ମହାରାଷ୍ଟ୍ର ସରକାର ୪ଟି ସହରକୁ…

ବିଶ୍ୱ ପଖାଳ ଦିବସ: ପଖାଳର ଅଦ୍ଭୁତ ଉପକାରିତା ସମ୍ପର୍କରେ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଭୁବନେଶ୍ୱର: ଆଜି ହେଉଛି ବିଶ୍ୱ ପଖାଳ ଦିବସ । କି ଧନୀ କି ଗରିବ କୋଟି କୋଟି ଓଡ଼ିଆ ଏହି ପଖାଳ ପ୍ରେମରେ ବାୟା ।ଓଡିଆ ଜାତିର ମଉଡ଼ମଣି ପ୍ରଭୁ ଶ୍ରୀ ଜଗନ୍ନାଥ ମଧ୍ୟ ଏହି ପଖାଳ କଂସା ମାୟାରୁ ବାଦ୍ ଯାଇନାହାଁନ୍ତି । ତାଙ୍କ ନିକଟରେ ପରଷା ଯାଉଥିବା ଛପନ ଭୋଗ ମଧ୍ୟରୁ ପଖାଳ ହେଉଛି ଅନ୍ୟତମ ।…

ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦୦ ଛୁଇଁଲା, ଜାଣନ୍ତୁ କେଉଁ ରାଜ୍ୟରେ କେତେ?

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା ୨୦୬ ରେ ପହଞ୍ଚିଥିବା ନେଇ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର) ପକ୍ଷରୁ ଶୁକ୍ରବାର ଦିନ ପ୍ରକାଶ କରାଯାଇଛି । ଏହି ଭାଇରସରେ ସଂକ୍ରମିତଙ୍କ ସଂଖ୍ୟା ମହାରାଷ୍ଟ୍ରରେ ବର୍ତ୍ତମାନ ସୁଦ୍ଧା ୫୨ ଟି…

ଆଦାନୀ ଧାମରା ପୋର୍ଟରେ କରୋନା ମୁକାବିଲା ଲାଗି ବ୍ୟାପକ ପ୍ରସ୍ତୁତି

ଧାମରା: ବିଶ୍ୱବ୍ୟାପୀ କରୋନା ଭାଇରସ୍‌କୁ ନେଇ ବିଭିନ୍ନ ସଚେତନମୂଳକ କାର୍ଯ୍ୟକ୍ରମ ଚାଲୁଥିବା ବେଳେ ଆଦାନୀ ଧାମରା ପୋର୍ଟ ଏଥିରୁ ବାଦ୍ ପଡ଼ିନାହିଁ । ପୋର୍ଟ କର୍ତ୍ତୃପକ୍ଷ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ସମସ୍ତ ନିର୍ଦ୍ଦେଶାବଳୀକୁ ପାଳନ କରୁଛନ୍ତି । ଏହି ସଂକ୍ରାନ୍ତ ୨୮ ଜାନୁଆରୀ ୨୦୨୦…

କରୋନାଭାଇରସ ମହାମାରୀ; ମୃତ୍ୟୁ ସଂଖ୍ୟାରେ ଚୀନକୁ ଟପିଲା ଇଟାଲୀ

ଇଟାଲୀ: କରୋନାଭାଇରସ ସଂକ୍ରମଣରେ ଚୀନରେ ୩,୨୪୮ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ଇଟାଲୀ ଏହି ମୃତ୍ୟୁସଂଖ୍ୟାକୁ ଅତିକ୍ରମ କରିଛି । ଏବେ ଇଟାଲୀରେ ମୃତ୍ୟୁ ସଂଖ୍ୟା ମୋଟ୍ ୩,୪୦୫ରେ ପହଞ୍ଚିଥିବା ବେଳେ ବିଶ୍ୱବ୍ୟାପୀ ଏହି ସଂଖ୍ୟା ପ୍ରାୟ ୧୦,୦୦୦ ଛୁଇଁଛି । ଗଣମାଧ୍ୟମରେ…

ପଖାଳ ପ୍ରତି ମହାତ୍ମା ଗାନ୍ଧୀଙ୍କର ମଧ୍ୟ ଥିଲା ବିଶେଷ ଆକର୍ଷଣ…

ଭୁବନେଶ୍ୱର: ଓଡ଼ିଶାର ପାରମ୍ପରିକ ପାରମ୍ପାରିକ ଖାଦ୍ୟ ପଖାଳ । ପ୍ରତ୍ୟେକଟି ଓଡ଼ିଆର ପ୍ରିୟ ଖାଦ୍ୟ। ଓଡ଼ିଆଙ୍କ ପ୍ରାଣ ଏହି ପଖାଳର ଜାତିର ପିତା ମହାତ୍ମା ଗାନ୍ଧୀ ମଧ୍ୟ ଜଣେ ପ୍ରଶଂସକ ଥିଲେ । ୧୯୩୫ ମସିହାରେ ପୁରୀରୁ ଏକ ହରିଜନ ପାଦଯାତ୍ରା କରିବା ପାଇଁ ଓଡିଶା ଗସ୍ତ ସମୟରେ ଗାନ୍ଧୀ ପଖାଳ…

ଓଡିଶାର ପ୍ରଥମ କରୋନା ରୋଗୀଙ୍କ ବାପାଙ୍କ ରିପୋର୍ଟ ନେଗେଟିଭ

ଭୁବନେଶ୍ୱର: କରୋନାଭାଇରସ ବିଶ୍ୱବ୍ୟାପୀ ମହାମାରୀ ରୂପ ନେଉଥିବା ବେଳେ ସ୍ଥାନୀୟ କ୍ୟାପିଟାଲ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଓଡିଶାର ପ୍ରଥମ କରୋନା ରୋଗୀଙ୍କ ପିତାଙ୍କ ଟେଷ୍ଟ ରିପୋର୍ଟ ନେଗେଟିଭ ବାହାରିଛି । ମେଡିକାଲ ଶିକ୍ଷା ଏବଂ ତାଲିମ, ରାଜ୍ୟ ନିର୍ଦ୍ଦେଶକ ଡ. ସି ବି କେ ମହାନ୍ତି…

ଆସ୍ଥାଭୋଟର କିଛି ଘଣ୍ଟା ପୂର୍ବରୁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ଇସ୍ତଫା

ଭୁବନେଶ୍ୱର: ସୁପ୍ରିମକୋର୍ଟ ନିର୍ଦ୍ଦେଶ ମୁତାବକ ବିଧାନସଭାରେ ଆସ୍ଥାଭୋଟ ଅନୁଷ୍ଠିତ ହେବାର ମାତ୍ର କିଛି ଘଣ୍ଟା ପୂର୍ବରୁ ଇସ୍ତଫା ଦେବା ଘୋଷଣା କରିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ । ଭୋପାଳରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଘୋଷଣା କରି ସେ ଆଜି ରାଜ୍ୟପାଳଙ୍କୁ ଭେଟି ନିଜ…