Latest Odisha News

BREAKING NEWS

ସୁଶାନ୍ତ ସିଂ ରାଜପୁତଙ୍କ ପାଇଁ ଅଷ୍ଟ୍ରେଲିୟାରେ ବିଶାଳ ସମାବେଶ !

ଭୁବନେଶ୍ୱର: ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌ଙ୍କ ମୃତ୍ୟୁକୁ ଏବେ ବି ତାଙ୍କ ଫ୍ୟାନ୍‌, ବନ୍ଧୁ ଓ ପରିବାର ଲୋକେ ଗ୍ରହଣ କରିପାରୁନାହାଁନ୍ତି । ତାଙ୍କ ସ୍ମୃତିରେ ଆଜି ବି ଲୋକେ ଧନ୍ଦି ହେଉଛନ୍ତି । ଭାରତରେ ଏହି ଅଭିନେତାଙ୍କୁ ନ୍ୟାୟ ଦେବା ଲାଗି ଅନେକ ଲୋକ ସାମ୍ନାକୁ ଆସିଥିଲେ । ହେଲେ…

ଏଠାରେ ଭାଇମାନଙ୍କ ମଙ୍ଗଳ ପାଇଁ ଭଉଣୀମାନେ କରନ୍ତି ସାମା-ଚକେଭା ପର୍ବ

ନୂଆଦିଲ୍ଲୀ: ଲୋକ ଆସ୍ଥାର ପର୍ବ ଛଠ୍‌ ପର୍ବ ସମାପ୍ତ ହେବା ପରେ ଭାଇ ଓ ଭଉଣୀଙ୍କ ଅଦମ୍ୟ ସ୍ନେହ ଏବଂ ପ୍ରେମର ପ୍ରତୀକ ଭାବେ ମିଥିଳାଞ୍ଚଳରେ ସାମା-ଚକେଭା ପର୍ବ ପାଳନ ଆରମ୍ଭ ହୋଇଛି। ସାମା-ଚାକେଭାଙ୍କ ପ୍ରତିମା ନିର୍ମାଣରେ ମଥିଲାରେ ଘରେ ଘରେ ବାଳିକା ଏବଂ ଯୁବତୀମାନେ ମନପ୍ରାଣ ସହିତ…

ପୁରୀ ଏସପି ଭାବେ ଦାୟିତ୍ୱ ଗ୍ରହଣ କଲେ କେ. ବିଶାଲ ସିଂ

ପୁରୀ: ଗତକାଲି ପତିତପାବନଙ୍କୁ ଦର୍ଶନ ପରେ ମହାପ୍ରଭୁଙ୍କ ଆଶୀର୍ବାଦ ନେଇ ପୁରୀର ନୂତନ ଏସପି ଭାବେ କେ ବିଶାଲ୍ ସିଂହ ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି।ପୂର୍ବତନ ଏସପି ଅଖିଳେଶ୍ୱର ସିଂହଙ୍କ ଠାରୁ ସେ ଦାୟିତ୍ୱ ନେଇଛନ୍ତି। ସମସ୍ତ ବରିଷ୍ଠ ପୁଲିସ ଅଧିକାରୀ ମାନେ କେ ବିଶାଲ୍ ସିଂହ…

ଦେଶକୁ ଖୁବ୍‌ ଶୀଘ୍ର ମିଳିପାରେ ଖୁସି ଖବର; କୋଭାକ୍ସିନ୍‌ ଟିକା ଭାରତରେ ୬୦ ପ୍ରତିଶତ ଫଳପ୍ରଦ

ନୂଆଦିଲ୍ଲୀ: କୋଭିଡ -୧୯ ଟିକାର ପରୀକ୍ଷଣ ପ୍ରକ୍ରିୟା ସାରା ବିଶ୍ୱରେ ଜାରି ରହିଛି। ବ୍ରିଟେନ, ଆମେରିକା ଏବଂ ଋଷିଆ ସମେତ ଅନେକ ଦେଶର ଅନେକ କମ୍ପାନୀ ବିଶ୍ୱକୁ କରୋନାମୁକ୍ତ କରିବା ପାଇଁ ଅବିରତ ପ୍ରୟ‌ାସ ଜାରି ରଖିଛନ୍ତି। ହାଇଦ୍ରାବାଦରେ ଅବସ୍ଥିତ ଭରତ ବାୟୋଟେକ୍ ମଧ୍ୟ ସେମାନଙ୍କ ମଧ୍ୟରୁ…

ଭାରତରେ ରହିଛି ବିଶ୍ୱର ପ୍ରଥମ ଶାକାହାରୀ ସହର !

ପାଲିତାନା : ଅନନ୍ୟ ପରମ୍ପରା ଓ ସଂସ୍କୃତି ପାଇଁ ସାରା ବିଶ୍ୱରେ ଭାରତ ହାସଲ କରିଛି ସ୍ୱତନ୍ତ୍ର ପରିଚୟ । ତେବେ ଭାରତ ଏକ ରହସ୍ୟମୟ ଦେଶ କହିଲେ ଅତ୍ୟୁକ୍ତି ହେବ ନାହିଁ । ଇତିହାସ ହେଉ କି ପୌରାଣିକ ଗାଥା । କାହିଁ କେଉଁ ଅଜଣା ଯୁଗରୁ ଭାରତ ଅନେକ ଅକୁହା ଓ ଅଜଣା ରହସ୍ୟକୁ ନେଇ ଲୋକଙ୍କର…

ଆଜି ମଧ୍ୟରାତ୍ରିରୁ ସାକ୍ଷୀଗୋପାଳ ମନ୍ଦିର ପରିସରରେ ଲାଗୁ ହେବ ୧୪୪ ଧାରା

ପିପିଲି (ପୁରୀ): ଆସନ୍ତାକାଲି ପବିତ୍ର ଅଁଳା ନବମୀ । ଏହି ଦିନ ପୁରୀ ଜିଲ୍ଲା ସାକ୍ଷୀଗୋପାଳ ମନ୍ଦିରରେ ଶ୍ରୀରାଧାପଦ ଦର୍ଶନ କରାଯାଏ । ଏବର୍ଷ କରୋନା କଟକଣା ଯୋଗୁ ଦର୍ଶନରୁ ବଞ୍ଚିତ ହେବେ ଭକ୍ତ । ତାପୂର୍ବରୁ ଆଜି ସାକ୍ଷୀଗୋପାଳ ମନ୍ଦିରରେ ଲାଗୁ ହେବ ୧୪୪ ଧାରା । ଅଁଳା ନବମୀରେ ଭକ୍ତ ଆସିବା…

ମୁଖ୍ୟମନ୍ତ୍ରୀ ଭାବେ ରାଜନୀତିରେ ପ୍ରବେଶ କରିବେ କି ଅଭିନେତା ରଜନୀକାନ୍ତ?

ନୂଆଦିଲ୍ଲୀ: ଆସନ୍ତା ବର୍ଷ ତାମିଲନାଡୁରେ ବିଧାନସଭା ନିର୍ବାଚନ ହେବ। ଗୃହମନ୍ତ୍ରୀ ଅମିତ ଶାହା ଶନିବାର ଚେନ୍ନାଇରେ ପହଞ୍ଚିଛନ୍ତି। କେବଳ ଏତିକି ନୁହେଁ, ସେମାନେ ଆଗାମୀ ନିର୍ବାଚନ ପାଇଁ ଶାସକ AIADMK ସହିତ ମିଳିତତାକୁ ମଧ୍ୟ ନିଶ୍ଚିତ କରିଛନ୍ତି। ଏଥିରୁ ସ୍ପଷ୍ଟ ହୋଇଛି ଯେ ଏଥର…

ବଲିଉଡ ଛାଡି ମୌଲାନାକୁ ବିବାହ କଲେ ଅଭିନେତ୍ରୀ ସନା ଖାନ !

ଗୁଜରାଟ: ଧାର୍ମିକ ରାସ୍ତା ଆପଣେଇବା ପାଇଁ କିଛିଦିନ ପୂର୍ବରୁ ବଲିଉଡ ଛାଡିଥିଲେ ଅଭିନେତ୍ରୀ ସନା ଖାନ । ଏପରିକି ନିଜ ପ୍ରେମିକ ବିରୋଧରେ ବି ଆଣିଥିଲେ ସଙ୍ଗୀନ ଅଭିଯୋଗ । ଶେଷରେ ଗୁଜରାଟର ସୁରଟରେ ଏହି ଅଭିନେତ୍ରୀ ଜଣେ ମୌଲାନାଙ୍କୁ ବିବାହ କରି ସମସ୍ତଙ୍କୁ ଚମକାଇଦେଇଛନ୍ତି । ଗତକାଲି…

ଏବେଠାରୁ ଦୁଇ ମାସ ପର୍ଯ୍ୟନ୍ତ ଅନ୍ଧାର ରହିବ ଏହି ସହର; ୨୦୨୧ରେ ଦେଖାଯିବେ ସୂର୍ଯ୍ୟ

ନୂଆଦିଲ୍ଲୀ: ଆମେରିକାରେ ଏପରି ଏକ ସହର ଅଛି ଯେଉଁଠାରେ ଲୋକମାନେ ଦୁଇମାସ ପର୍ଯ୍ୟନ୍ତ ସୂର୍ଯ୍ୟଙ୍କ ରଶ୍ମି ଦେଖିପାରିବେ ନାହିଁ। ଆମେରିକାର ଆଲାସ୍କାର ଲୋକମାନେ ଆସନ୍ତା ୨ ମାସ ପାଇଁ ଅନ୍ଧକାରରେ ରହିବେ। ଏହି ସହରରେ ଜାନୁଆରୀ ୨୩ରେ, ସ୍ଥାନୀୟ ସମୟ ଅପରାହ୍ନ ୧ ଟାରେ ସୂର୍ଯ୍ୟୋଦୟ ହେବ। ୬୫ ଦିନ…

କରୋନା ମୁକାବିଲା ଚିନ୍ତା: ଏସବୁ ରାଜ୍ୟକୁ ସ୍ୱତନ୍ତ୍ର ଟିମ୍ ପଠାଇଲା କେନ୍ଦ୍ର

ନୂଆଦିଲ୍ଲୀ: ଦେଶରେ ପୁଣି ଥରେ କାୟା ବିସ୍ତାର କରିବା ଆରମ୍ଭ କରିଛି କରୋନା । ଦିଲ୍ଲୀ, ମହାରାଷ୍ଟ୍ର, ଗୁଜରାଟ ଭଳି ବିଭିନ୍ନ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ମୁକାବିଲା ପାଇଁ କେନ୍ଦ୍ର ସରକାର ଉତ୍ତରପ୍ରଦେଶ, ପଞ୍ଜାବ ଓ ହିମାଚଳପ୍ରଦେଶକୁ ସ୍ୱାସ୍ଥ୍ୟ ବିଶେଷଜ୍ଞ ଟିମ୍…