ଅନ୍ୟ ଦେଶ ଭଳି କରୋନା ମୁକାବିଲା କଲେ ଭୋକରେ ମରିବ ପାକିସ୍ତାନ: ଇମ୍ରାନ
ଇସ୍ଲାମାବାଦ: ସାରା ବିଶ୍ୱ କରୋନା ଭାଇରସ ସହ ମୁକାବିଲା କରିବା ପାଇଁ ନିଜର ସାମର୍ଥ୍ୟ ପ୍ରତିପାଦନ କରିଥିବା ବେଳେ ସାମ୍ନାକୁ ଆସିଛି ପାକିସ୍ତାନର ବିବଶତା ।
ଭାରତ ସମେତ ଅନ୍ୟ ଦେଶ ଗୁଡିକ କରୋନା ମୁକାବିଲା କରିବା ପାଇଁ ଯେଉଁଭଳି ସମସ୍ତ ସଂସ୍ଥା ଉପରେ କଟକଣା ଜାରି କରିଛନ୍ତି ତାହା…