ପିଓକେର ଭାରତର ପୁନର୍ବାର ସର୍ଜିକାଲ ଷ୍ଟ୍ରାଇକ: ଏକାଧିକ ଆତଙ୍କୀ ଲଂଚପ୍ୟାଡ ନଷ୍ଟ, ଅନେକ ଆତଙ୍କବାଦୀ ମୃତ !
ଶ୍ରୀନଗର:ପାକ୍ ଅଧିକୃତ କାଶ୍ମରରେ ଭାରତୀୟ ବାୟୁସେନା ପକ୍ଷରୁ ସର୍ଜିକାଲ ଷ୍ଟ୍ରାଇକ କରାଯାଇଛି । ଏଥିରେ ଅନେକ ଆତଙ୍କବାଦୀ ନିହତ ହୋଇଥିବାବେଳେ ଅନେକଗୁଡିଏ ଲଂଚପ୍ୟାଡ ନଷ୍ଟ ହୋଇଛି । ତେବେ କେତେଜଣ ଆତଙ୍କବାଦୀ ମରିଛନ୍ତି ସେ ନେଇ ବିଧିବଦ୍ଧ ଭାବେ କୌଣସି ରିପୋର୍ଟ ପ୍ରକାଶ ପାଇ ନାହିଁ ।…